୨୦୨୦ରେ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୨ରେ ଘଟିଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ୨୦୨୦ରେ ଫାଶୀ ଦଣ୍ଡ ମିଳିପାରେ। ଜାନୁଆରି ୭ ତାରିଖ ପରେ ଦୁଷ୍କର୍ମକାରୀଙ୍କୁ କେବେ ଫାଶୀ ମିଳିବ ତାହା...
ବିଜେଡି, ବିଜେପି ଓ କଂଗ୍ରେସ ପାଇଁ କ’ଣ ଚାଲେଞ୍ଜ ଆଣିବ ୨୦୨୦?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୨୦ରେ ପୌର ଭୋଟ୍କୁ ସାମ୍ନା କରିବେ ବିଜେଡି-ବିଜେପି-କଂଗ୍ରେସ
୨୦୧୯ରେ ନିର୍ବାଚନ ପରୀକ୍ଷା ଦେଇଥିବା ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପାଇଁ କେମିତି ରହିବ ୨୦୨୦? ନୂଆ ବର୍ଷରେ...
୨୦୧୯ – କାଳିଆରେ ପଶିଗଲା ଅଳିଆ!
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ସରିଗଲା। ‘କାଳିଆ’କୁ ନେଇ ଚର୍ଚ୍ଚା ଥମିଲାନି। ୨୦୧୯ ଆରମ୍ଭରୁ ଶେଷ ଯାଏଁ ଏହି ଯୋଜନାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।
ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗ୍ସିପ୍ ପ୍ରୋଗ୍ରାମ ଭିତରୁ ‘କାଳିଆ’ ଯୋଜନା...
ମହାରାଷ୍ଟ୍ର ସଚିବାଳୟରେ ‘୬୦୨’ ନମ୍ବର କ୍ୟାବିନକୁ ସମସ୍ତଙ୍କ ଭୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇତି ମଧ୍ୟରେ ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ସହ ବିଭାଗ ବଣ୍ଟନ ଓ ଆନୁଷ୍ଠାନିକ ଦାୟିତ୍ୱ ଗ୍ରହଣ ଶେଷ ହେବାକୁ ଯାଉଥିବା ବେଳେ ସଚିବାଳୟରେ କିଏ କେଉଁଠି ବସିବ ତାହାର ବ୍ୟବସ୍ଥା ବି ସରିଛି। ହେଲେ...
ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ଵାମୀଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ନୂଆପଡ଼ା ଖରିଆର ରୋଡ୍ସ୍ଥିତ ବାସଭବନରେ ସେ ମଙ୍ଗଳବାର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ପୁଅ ସୁରେଶ ଆଚାରୀ...
୨୦୧୯ – ଚର୍ଚ୍ଚାରେ ନବୀନଙ୍କ ଯୋଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିବା ସହ ୨୦୧୯ ବର୍ଷରେ ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଲୋକମାନଙ୍କ ଆଶାକୁ ପୂରଣ କରିବା...
ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ହେଲେ ଅଜିତ୍ ପାୱାର, ଆଦିତ୍ୟ ଠାକରେଙ୍କୁ CMO ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇଛି।
ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ଏନସିପି ନେତା ଅଜିତ ପାୱାର। ସୋମବାର ସେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ...
ନବୀନ ପଚାରୁଛନ୍ତି ପ୍ରଶ୍ନ, ଲୋକେ ଦେଉଛନ୍ତି ଉତ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ୍ ମିଡିଆରେ ଲୋକଙ୍କୁ ପ୍ରଶ୍ନ ପଚାରୁଛନ୍ତି ନବୀନ। ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନର ଫଟୋକୁ ନିଜ ଟୁଇଟର ଆକାଉଣ୍ଟରେ ସେଆର କରି ଏହି ସ୍ଥାନର ନାଁ କ'ଣ ବୋଲି ଲୋକଙ୍କୁ ପ୍ରଶ୍ନ...
କିଏ ହେମନ୍ତ ସୋରେନ୍? ଯିଏ ହେଲେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ୍। କଂଗ୍ରେସ-ଜେଏମ୍ଏମ୍-ଆର୍ଜେଡି ମେଣ୍ଟକୁ ବହୁମତ ମିଳିବା ପରେ ହେମନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନିର୍ବାଚନ ପୂର୍ବରୁ ଏହି ତିନି ଦଳ...
ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ଯାଉଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍), କଂଗ୍ରେସ ଏବଂ ଆର୍ଜେଡି ମେଣ୍ଟ। ଆଜି ଜେଏମ୍ଏମ୍ ଅଧ୍ୟକ୍ଷ ହେମନ୍ତ ସୋରେନ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ରବିବାର ଦିନ...




















