ଏଥର ଦିଲ୍ଲୀରେ ସରକାର ଗଢ଼ିବ ବିଜେପି – ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଲୋକମାନେ କେବଳ ଥରେ ଭୁଲ କରିଥାନ୍ତି। ବାର୍‌ ବାର୍‌ ଭୁଲ କରନ୍ତିନାହିଁ। ଦିଲ୍ଲୀରେ କେଜ୍ରିଓ୍ଵାଲ ସରକାରକୁ ବିଶ୍ଵାସ କରି ଲୋକମାନେ ଥରେ ଭୁଲ କରିଛନ୍ତି। ହେଲେ ଏଥର ସେ ଭୁଲକୁ ଦୋହରାଇବେନି।...

କଟକରେ ଭିକାରୀ ଥଇଥାନ ଯୋଜନା ଫେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ହଜାରେ ବର୍ଷର ସହର କଟକରୁ ଭିକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଯୋଜନା କରାଯାଇଥିଲା ତାହା ସଫଳ ହୋଇପାରିନାହିଁ। ଅଢ଼େଇ ବର୍ଷ ତଳେ ମହା ଆଡମ୍ବରରେ ଏହି...

ଏଣିକି ମନଇଚ୍ଛା ଛୁଟିରେ ଯାଇ ପାରିବେନି ଡିଗ୍ରୀ କଲେଜ ଅଧ୍ୟାପକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିଗ୍ରୀ କଲେଜ ଅଧ୍ୟାପକଙ୍କ ଛୁଟିରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏଣିକି ସେମାନେ ମନଇଚ୍ଛା କୁଆଡ଼େ ଛୁଟିରେ ଯାଇ ପାରିବେନି। ଛୁଟିରେ ଯିବା ପୂର୍ବରୁ ସେମାନେ କଲେଜ ଅଧ୍ୟକ୍ଷଙ୍କ ଅନୁମତି ନେବେ।...

ପୋଲିସ କମିସନରଙ୍କ ମନ୍ତବ୍ୟକୁ ନେଇ ଝଡ଼: ବିଜେପି-କଂଗ୍ରେସର ସମର୍ଥନ, ଉଖାରି ଦେଇ ବିଜେଡି ଚୁପ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ରୋଷେଇ ଜାଣି ନଥିବା ପୁଅଙ୍କୁ ଝିଅମାନେ ବାହା ହୁଅନ୍ତୁ ନାହିଁ’’ – କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସରେ ଏଭଳି ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ...

ଉଦ୍ଧବଙ୍କୁ ବଡ଼ ଝଟକା – ମେଣ୍ଟ ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅବଦୁଲ୍ ସତ୍ତାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରମନ୍ତ୍ରୀ ପଦରେ ଅସନ୍ତୁଷ୍ଟ ହୋଇ ଶିବସେନା ନେତା ଅବଦୁଲ୍ ସତ୍ତାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲାଗିଛି ବଡ଼ ଝଟକା। ମନ୍ତ୍ରୀପଦ ବଣ୍ଟାରେ ଅସନ୍ତୋଷ ହୋଇ ଶନିବାର...

କିଏ ହେବେ ରାଜ୍ୟ ବିଜେପି ସଭାପତି? ମନମୋହନ ନା ସମୀର

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ମନମୋହନ ସାମଲ ଓ ସମୀର ମହାନ୍ତିଙ୍କ ଭିତରୁ କିଏ ରାଜ୍ୟ ବିଜେପି ସଭାପତି ହେବେ ସେନେଇ ଚର୍ଚ୍ଚା ଜୋର୍ ଧରିଛି। ବର୍ତ୍ତମାନର ସଭାପତି ବସନ୍ତ ପଣ୍ଡାଙ୍କ ସ୍ଥାନରେ କିଏ ପରବର୍ତ୍ତୀ ସଭାପତି...

ନାଗରିକତା ସଂଶୋଧନ ଆଇନକୁ ବିରୋଧ – ଏକାଠି ହେବାକୁ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେରଳ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନକୁ ନେଇ ରାଜନୀତି ଥମୁନି। ଗୋଟିଏ ପଟେ ବିରୋଧୀ ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ଜନସମର୍ଥନ ପାଇଁ ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ...

ଜାନକୀ ବଲ୍ଲଭ ପଟ୍ଟନାୟକ – ରାଜନୀତି, ସାହିତ୍ୟ ଓ ସାମ୍ବାଦିକତାର ତ୍ରିବେଣୀ ସଙ୍ଗମ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୩ ତମ ଜନ୍ମଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ସହ ସେ ଥିଲେ ଏକାଧାରରେ ଜଣେ ସାହିତ୍ୟ ପ୍ରେମୀ ଓ ସାମ୍ବାଦିକ।...

ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ – ଶଙ୍କରାଚାର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିରୋଧ କରି ଝଡ଼ ବହୁଛି। ଏହି ଆଇନକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରୁଛନ୍ତି। କିଛି ଛାତ୍ର ସମାଜ ମଧ୍ୟ...

ରାହୁଲଙ୍କୁ କଟାକ୍ଷ କଲେ ଅମିତ ଶାହ – ‘‘ନାଗରିକତା ଆଇନ ଇଟାଲି ଭାଷାରେ ଅନୁବାଦ କରି ପଠାଇ ଦେବି...

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନରୁ ରାହୁଲଙ୍କ ଟାର୍ଗେଟ ସିଏଏ ଉପରେ ଖୋଲା ଆଲୋଚନା କରିବାକୁ ଆହ୍ୱାନ ସିଏଏକୁ ନେଇ ଆମେ ଇଞ୍ଚେ ବି ପଛକୁ ହଟିବୁନି ସିଏଏକୁ ସମର୍ଥନ ପାଇଁ ମୋବାଇଲ ନମ୍ବର ଜାରି...