୩୪ ସାଙ୍ଗଠନିକ ଜିଲ୍ଲାରେ ବିଜେପିର ନୂଆ ସଭାପତି – ଭୁବନେଶ୍ୱର, କଳାହାଣ୍ଡିରେ କେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
୩୪ ସାଙ୍ଗଠନିକ ଜିଲ୍ଲାରେ କିଏ ଧରିଲେ ବିଜେପି ମଙ୍ଗ?
ତୃଣମୂଳ ସ୍ତରରୁ ସଙ୍ଗଠନ ସଜାଡୁଛି ବିଜେପି। ଏନେଇ ବିଜେପିର ସାଙ୍ଗଠନିକ ନିର୍ବାଚନ ଚାଲିଛି। ଏହି କ୍ରମରେ ଡିସେମ୍ବର ୧୫ ଓ ୧୬ ତାରିଖ...
ଝାଡ଼ଖଣ୍ଡରୁ ଆସିଲା ବୁଥ୍ ବାହୁଡ଼ା ମତ : ବିଜେପି ପଛରେ, ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ଆଗରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡରେ ଏଥର ସରକାର ଗଠନ କରିପାରିବ ନାହିଁ ବିଜେପି। ଏଥର ରାଜ୍ୟର ଶାସନକଳ ଜେଏମ୍ଏମ୍ ଓ କଂଗ୍ରେସ ମେଣ୍ଟ ପାଖକୁ ଯିବ। ଏ କଥା ଆମେ କହୁନୁ, ଏକଜିଟ୍ ପୋଲରୁ ଏଭଳି...
ଥମୁନି ‘ସିଏଏ’ ତାତି – ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ଗଲାଣି ୬ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶରେ ‘ନାଗରିକତା ସଂଶୋଧନ ଆଇନ୍’ ବିରୋଧରେ ତାତି ଥମୁନି। ଲଗାତର ଦୁଇ ଦିନ ପାଇଁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ପୋଲିସ-ବିକ୍ଷୋଭକାରୀଙ୍କ ଭିତରେ ହୋଇଥିବା ଖଣ୍ଡଯୁଦ୍ଧରେ ବିଜନୌରଠାରେ ଶୁକ୍ରବାର...
୨୦୧୯ – ରହିଲାନି ଦାମଙ୍କର ଦମ୍!
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଉଣେଇଶର ଚର୍ଚ୍ଚିତ ଚେହେରା ଡାକ୍ତର ଦମୋଦର ରାଉତ। ୨୦୧୯ରେ ଦାମଙ୍କ ଉଠା ପକା ରାଜନୀତି ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍ର ‘ଫ୍ଲାସ୍ ବ୍ୟାକ୍-୨୦୧୯’ ରିପୋର୍ଟରେ।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର): କୁହାଯାଏ ବରିଷ୍ଠ ନେତା...
‘ନାଗରିକତା ଆଇନ୍’କୁ ସମର୍ଥନ – ଭୁବନେଶ୍ୱରରେ ଶୋଭାଯାତ୍ରା କଲା ଏବିଭିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ଆଇନ୍ ବିରୋଧରେ ସାରା ଦେଶରେ ନିଆଁ ଜଳୁଥିବା ବେଳେ ଭୁବନେଶ୍ୱରରେ ସମର୍ଥନ ମିଳିଛି। ଏହି ସମର୍ଥନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ବାଣୀବିହାରଠାରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ...
ଡିସେମ୍ବର ୨୭ରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ
ପ୍ରଥମ ପର୍ଯ୍ୟାୟ – ପଞ୍ଚାୟତ ଓ ନଗରାଞ୍ଚଳ ୱାର୍ଡ ସ୍ତରରେ ନିର୍ବାଚନ
ଦ୍ୱିତୀୟ ପର୍ଯ୍ୟାୟ – ବ୍ଲକ ଓ ପୌରାଞ୍ଚଳରେ ସଭାପତି ନିର୍ବାଚନ
ତୃତୀୟ...
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଶେଷ ପର୍ଯ୍ୟାୟରେ ୧୬ଟି ଆସନରେ ମତଦାନ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଶୁକ୍ରବାର ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୩୭ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା।
ଏହି...
୧୨ ରାଜ୍ୟରେ ତେଜିଲା ଆନ୍ଦୋଳନ – ନାଗରିକତା ଆଇନକୁ ଜୋରଦାର ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ଆଇନ ବିରୋଧରେ ତେଜୁଛି ଆନ୍ଦୋଳନ। ଦେଶର ୧୨ଟି ରାଜ୍ୟରେ ଏହି ଆନ୍ଦୋଳନ ତେଜିଛି। ସେଥିମଧ୍ୟରୁ ୬ଟି ବିଜେପି ଶାସିତ ରାଜ୍ୟରେ ଆନ୍ଦୋଳନ ଜୋରଦାର ହୋଇଛି। ଭାରତର ରାଜଧାନୀ ଦିଲ୍ଲୀ ସମେତ...
‘ନାଗରିକତା ଆଇନ’ ବିରୋଧରେ ଜଳୁଛି ନିଆଁ: ପୋଲିସ-ବିକ୍ଷୋଭକାରୀ ଖଣ୍ଡଯୁଦ୍ଧ, ୩ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ଆଇନ୍ ବିରୋଧରେ ତେଜୁଛି ଆନ୍ଦୋଳନ। ଦିନ ଯେତିକି ଗଡୁଛି ଆନ୍ଦୋଳନ ସେତିକି ତୀବ୍ରତର ହେଉଛି। ଦିଲ୍ଲୀ ପରେ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଏବଂ କର୍ଣ୍ଣାଟକର ମାଙ୍ଗଲୋରରେ ନାଗରିକତା ଆଇନ ବିରୋଧରେ...
୫-ଟି ଉପରେ ଗୁରୁତ୍ୱ : କୃଷି ଓ କୃଷକ ସଶକ୍ତିକରଣ ବିଭାଗର କର୍ମଚାରୀ ସଚେତନତା କର୍ମଶାଳା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କୃଷି ଓ କୃଷକର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଲେ ରାଜ୍ୟ ସରକାର।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗୁ କରିଥିବା ୫-ଟି କାର୍ଯ୍ୟକ୍ରମକୁ ପ୍ରୟୋଗ କରି ରାଜ୍ୟରେ କୃଷି ଓ କୃଷକ...




















