୨୦୧୯ – ପ୍ରଥମ ପରୀକ୍ଷାରେ ଛକା ମାରିଲେ ବିଜେପିର ‘ଶକ୍ତି’ ଅପରାଜିତା!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ର ନୂଆ ସୂର୍ଯ୍ୟୋଦୟ ହେଉ ହେଉ ରାଜନୀତି କରିଡରରେ ହଠାତ ଚଳଚଞ୍ଚଳ ହୋଇ ଉଠିଥିବା ଅପରାଜିତାଙ୍କୁ ନେଇ ଏବେ ବି ଚର୍ଚ୍ଚା ଥମୁନି। କୁହାଯାଏ ରାଜନୀତିର ପାଠ ଟିକେ କଠିନ। ହେଲେ...

ସିଏଏ ସପକ୍ଷରେ କୋଲକାତାରେ ବିଜେପି ରାଲି, ଲୋକଙ୍କୁ ସଚେତନ କରିବେ ଜେପି ନଡ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିଏଏକୁ ନେଇ ସାରାଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିଲା ବେଳେ କୋଲକାତାରେ ଏହି ଆଇନ ସମର୍ଥନରେ ବିଜେପି ସୋମବାର ରାଲି କରିଛି। ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଏହି ରାଲି...

ଝାଡ଼ଖଣ୍ଡରେ ପଛରେ ପଡ଼ିଲା ବିଜେପି – ଜେଏମ୍‌ଏମ,କଂଗ୍ରେସ ମେଣ୍ଟ ଆଗରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇବ। କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି। ରାଜ୍ୟରେ ଜେଏମ୍‌ଏମ- କଂଗ୍ରେସ, ଆରଜେଡି ମେଣ୍ଟ ଓ ବିଜେପି ମଧ୍ୟରେ କଡ଼ା ଟକ୍କର...

NSA କ’ଣ? ଯାହାକୁ ବିକ୍ଷୋଭକାରୀଙ୍କ ଉପରେ ଲାଗୁକରିବାକୁ ଚିନ୍ତା କରୁଛନ୍ତି ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଦେଶରେ NSA ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ଦେଶରେ ଏବେ ନାଗରିକତା ସଂଶୋଧନ ଆଇନକୁ ନେଇ ହୋ ହଲ୍ଲା ଲାଗି ରହିଛି। କେତେକ ସ୍ଥାନରେ ଆନ୍ଦେଳନକାରୀମାନେ...

ସିଏଏ ଏବଂ ଏନ୍‌ଆରସିକୁ ନେଇ ଲୋକଙ୍କୁ ଭୁଆଁ ବୁଲାଯାଉଛି – ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିତା ସଂଶୋଧନ ଆଇନ୍‌କୁ ସାରା ଦେଶରେ ବିରୋଧ କରୁଥିବା ବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ମୁହଁ ଖୋଲିଛନ୍ତି। ଦିଲ୍ଲୀ ରାମଲୀଳା ମୈଦାନ୍‌ରେ ଏକ ବିଶାଳ ରାଲିକୁ ସମ୍ବୋଧିତ...

ମହାରାଷ୍ଟ୍ରରେ ଉଦ୍ଧବଙ୍କ ବଡ଼ ଘୋଷଣା – ୨ ଲକ୍ଷ ଟଙ୍କା ଯାଏଁ କୃଷି ଋଣ ଛାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଢ଼ିବା ପରେ ଆକ୍ସନ ମୁଡ୍‌ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ଶନିବାର ବିଧାନସଭା ଶୀତ ଅଧିବେଶନର ଶେଷ ଦିନରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ୨ ଲକ୍ଷ ଟଙ୍କା ଯାଏଁ କୃଷି...

ନାଗରିକତା ଆଇନକୁ ନେଇ ରବିବାର ଧାରଣାରେ ବସିବ କଂଗ୍ରେସ- ଯୋଗଦେବେ ସୋନିଆ, ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶରେ ଏବେ ନାଗରିକତା ଆଇନକୁ ନେଇ ହୋ ହଲ୍ଲା ଲାଗିରହିଛି। ଦେଶର ବିଭିନ୍ନ ଅଞ୍ଚଳରେ ଜଳାପୋଡ଼ା ସହ ଛାତ୍ରଛାତ୍ରୀମାନଙ୍କର ଅସନ୍ତୋଷ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନାଗରିକତା ଆଇନକୁ ବିରୋଧ...

‘ସିଏଏ’କୁ ନେଇ ନୀତିଶ କୁମାର କହିଲେ – ‘‘ଏନ୍‌ଡିଏର ତୁରନ୍ତ ବୈଠକ ଡାକନ୍ତୁ ମୋଦୀ’’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ସାରା ଦେଶରେ ବୋବାଲ୍‌ ଚାଲିଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୋଦୀ ସରକାରଙ୍କୁ ଛନ୍ଦିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏଏ ଆଇନ୍‌...

୨୦୧୯ – ବୈଜୟନ୍ତଙ୍କ ସବୁ ଅଙ୍କ ଭୁଲ୍ ହୋଇଗଲା!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲମ୍ବା ସମୟ ଧରି ଅଙ୍କ କଷି ବିଜେପିର ହାତ ଧରିଥିବା ବୈଜୟନ୍ତଙ୍କ ରାଜନୀତିକ ଭାଗ୍ୟ ଏବର୍ଷ କ’ଣ ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌-୨୦୧୯’ ରିପୋର୍ଟରେ। ଉଣେଇଶର ଚର୍ଚ୍ଚିତ ନେତାଙ୍କ ନାଁ...

ସ୍ମାର୍ଟ ସିଟି ସିରିଜ – ୧୫: ଉନ୍ନତିକରଣ ନାଁରେ ସରକାରୀ ଅର୍ଥ ହରିଲୁଟ ନହେଉ!

କପିଳାସ ଭୂୟାଁ ଭାଙ୍ଗିବା ଗଢିବା ହେଉଛି ଦୁନିଆର ନିୟମ। କିନ୍ତୁ ସ୍ମାର୍ଟ ସିଟି ଭୁବନେଶ୍ଵରରେ ଏହି ନିୟମ ଟିକେ ନିଆରା। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳୁଛି ପୁରୁଣା ଭୁବନେଶ୍ଵରରେ। ଏଠାରେ ଷଷ୍ଠରୁ ଏକାଦଶ...