ପାସ୍ପୋର୍ଟରେ ‘ପଦ୍ମ ଫୁଲ’ ଚିହ୍ନ, ଲୋକସଭାରେ ଉଠିଲା ଝଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ପାସ୍ପୋର୍ଟରେ ‘ପଦ୍ମ ଫୁଲ’ ଚିହ୍ନକୁ ନେଇ ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ପଦ୍ମ ଫୁଲ ଚିହ୍ନ ପାସ୍ପୋର୍ଟରେ କୁଆଡୁ ଆସିଲା ବୋଲି ବିରୋଧୀ ପ୍ରଶ୍ନବାଣରେ ସରକାରଙ୍କୁ ଛନ୍ଦିଛନ୍ତି।...
ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୋଧ ପରେ ଚେତିଲେ ସରକାର। ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଉଚ୍ଚ ସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି...
୧୫ ମିନିଟରେ ସୁଧୁରିଯିବ ଭାରତର ଆର୍ଥିକ ମାନ୍ଦାବସ୍ଥା – ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।
ମାତ୍ର ୧୫ ମିନିଟରେ ଭାରତ ଆର୍ଥିକ ମାନ୍ଦାବସ୍ଥାକୁ ଦୂର କରାଯାଇପାରିବ। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, ଯେ...
ଓଡ଼ିଶାରେ ଖୋଲିବ ୪ ଫ୍ୟାମିଲି କୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖୋଲିବ ଆଉ ୪ଟି ନୂଆ ଫ୍ୟାମିଲି କୋର୍ଟ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଅନୁଗୁଳ, ରାୟଗଡ଼ା, ବୌଦ୍ଧ ଏବଂ ଜଗତ୍ସିଂହପୁରରେ ଏହି କୋର୍ଟ ଖୋଲାଯିବ। ଚଳିତ...
ଏଣିକି କଲେଜରେ ୭ ଘଣ୍ଟା ଡ୍ୟୁଟି କରିବେ ଅଧ୍ୟାପକ
ଓଡ଼ିଶାଲାଇଭ୍ ବ୍ୟୁରୋ
5-T ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ
ଅଧ୍ୟାପକଙ୍କ ଡ୍ୟୁଟି ସମୟ କଡ଼ାକଡ଼ି ହେବ
ଜିଲ୍ଲା ଓ ବ୍ଲକ ସ୍ତରୀୟ ମେଧାବୀ ତାଲିକା ପ୍ରସ୍ତୁତ ହେବ
ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିଅର କାଉନସେଲିଂକୁ...
‘କ୍ୟାବ’ ପରେ ମୋଦୀ-ଶାହ ଯୋଡ଼ିଙ୍କ ପରବର୍ତ୍ତୀ ଟାର୍ଗେଟ କ’ଣ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କ୍ୟାବ ବା ନାଗରିକତା ସଂଶୋଧନ ବିଲ୍ ପାର୍ଲାମେଣ୍ଟରେ ପାସ୍ ହେବା ପରେ ମୋଦୀ ସରକାରର ପରବର୍ତ୍ତୀ ଲକ୍ଷ୍ୟ କ’ଣ ଏ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ବିଜେପିର ନେତୃତ୍ଵବୃନ୍ଦ ନିର୍ବାଚନୀ...
“ନାଗରିକତା ବିଲକୁ ନେଇ ଆସାମବାସୀ ଚିନ୍ତିତ ହୁଅନ୍ତୁ ନାହିଁ”
ଓଡ଼ିଶାଲାଇଭ୍ ବ୍ୟୁରୋ
“ନାଗରିକତା ସଂଶୋଧନ ବିଲକୁ ନେଇ ଆସାମର ଭାଇ ଭଉଣୀମାନେ ଚିନ୍ତିତ ହୁଅନ୍ତୁ ନାହିଁ। ଏହି ବିଲ ଦ୍ୱାରା ସେମାନଙ୍କର ନାଗରିକତା ଓ ପରିଚୟ ଅକ୍ଷୁର୍ଣ୍ଣ ରହିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ନାଗରିକତା...
ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ଭୋଟ୍ – ସକାଳ ୯ଟା ସୁଦ୍ଧା ୧୨.୮୯ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ମୋଟ୍ ୧୭ଟି ବିଧାନସଭା ଆସନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି।
ସକାଳୁ ରାଜ୍ୟର ବିଭିନ୍ନ ବୁଥରେ ଭୋଟ ଦେବା...
ପ୍ରମୋଦ ସାହୁଙ୍କୁ ହାଇକୋର୍ଟରୁ ଜାମିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ କୁମାର ସାହୁଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି। ପ୍ରମୋଦଙ୍କ ଜାମିନ୍ ପାଇଁ ନିମ୍ନ ଅଦାଲତ ସମସ୍ତ ସର୍ତ୍ତ ଲାଗୁ କରିବେ ବୋଲି...
ବିଧାୟକଙ୍କ କ୍ୱାର୍ଟର୍ସରେ ବୁଲିଲା ବୁଲ୍ଡୋଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବିଧାନସଭା ନିକଟସ୍ଥ ଏମ୍ଏଲଏ କଲୋନିରେ ବୁଲିଲା ବୁଲ୍ଡୋଜର। ପ୍ରଥମ ଦିନରେ ଭଙ୍ଗା ହେଲା କିଛି ବିଧାୟକଙ୍କ ବାସଭବନ। ପ୍ରଥମ ପର୍ଯ୍ୟାୟରେ ୪୨ଟି ବାସଭବନ ଭଙ୍ଗା ହେବ ବୋଲି ଚିହ୍ନଟ ହୋଇଛି।...




















