ପଶ୍ଚିମବଙ୍ଗରେ ସିଏବି ତାତି – ଟ୍ରେନ୍ ଚଳାଚଳ ବାତିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସାମ ପରେ ନାଗରିକତା ସଂଶୋଧନ ବିଲ୍ (ସିଏବି) ତାତି ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ରାଜରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିବା ସହ ବସ୍ରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ। ରେଳ ଷ୍ଟେସନରେ...
‘ଭାରତ ବଞ୍ଚାଅ’ ରାଲି – ଦିଲ୍ଲୀ ରାମଲୀଳା ମଇଦାନରେ ଶକ୍ତି ଦେଖାଇଲା କଂଗ୍ରେସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘ଭାରତ ବଞ୍ଚାଅ’ ରାଲିରେ ମୋଦୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା।
ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ହେବା ପରେ କଂଗ୍ରେସ ଆଜି ପ୍ରଥମ ଥର ପାଇଁ ତାକତ୍ ଦେଖାଇଛି। ଦିଲ୍ଲୀ...
“ମୋ ନାଁ ରାହୁଲ ସବରକର ନୁହେଁ, ରାହୁଲ ଗାନ୍ଧୀ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ରାମଲୀଳା ମଇଦାନରେ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
“ମୋ ନାଁ ରାହୁଲ ସବରକର ନୁହେଁ, ମୋ ନାଁ ରାହୁଲ ଗାନ୍ଧୀ। ମୁଁ କ୍ଷମା ମାଗିବିନି। ମୁଁ ମରିଯିବ...
ରାମ ମନ୍ଦିର ପାଇଁ ୧୧ ଟଙ୍କା ଓ ଖଣ୍ଡେ ପଥର ମାଗିଲେ ଯୋଗୀ ଅଦିତ୍ୟନାଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ମାଗିଛନ୍ତି। ବର୍ତ୍ତମାନ ଝାଡ଼ଖଣ୍ଡରେ ଚାଲିଛି ବିଧାନସଭା ନିର୍ବାଚନ। ନିର୍ବାଚନରେ...
ମୋଦୀ ବି ଦିନେ ଦିଲ୍ଲୀକୁ କହିଥିଲେ ‘ରେପ୍ କ୍ୟାପିଟାଲ’ – ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଦିନେ ନରେନ୍ଦ୍ର ମୋଦୀ ଦିଲ୍ଲୀକୁ ରେପ୍ କ୍ୟାପିଟାଲ କହିଥିଲେ। ଏହାର ଭିଡିଓ କ୍ଲିପ୍ ମୋ’ ମୋବାଇଲରେ ରହିଛି। ଏହି କ୍ଲିପ୍କୁ ମୁଁ ଟୁଇଟରରେ ପୋଷ୍ଟ କରିଛି। ସାରା ଦେଶବାସୀ ଏହା ଦେଖିବେ’’,...
ଜଳୁଛି ଆସାମ – ଗୌହାଟୀ ବିମାନ ବନ୍ଦରରେ ଫସିଲେ ଯାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ବିଲ୍କୁ ବିରୋଧ କରି ଆସାମରେ ହିଂସାକାଣ୍ଡ ଥମିବାର ନାଁ ଧରୁନି। ଲୋକେ ହନ୍ତସନ୍ତ।
ନାଗରିକତା ସଂଶୋଧନ ବିଲ୍କୁ ନେଇ ବିରୋଧ ଥମୁନି। ଉତ୍ତର ପୂର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧର ଜୋରଦାର...
ନାଗରିକତା ବିଲ୍କୁ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନା – କ’ଣ କରିବେ ନବୀନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନାଗରିକତା ସଂଶୋଧନ ବିଲ୍କୁ ନେଇ ଅଡୁଆରେ ନବୀନ!
ନାଗରିକତା ସଂଶୋଧନ ବିଲ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଥିଲେ ମଧ୍ୟ ଏହାକୁ ନେଇ ଝଡ଼ ଥମୁନି। ଉତ୍ତର ପୂର୍ବ ରାଜ୍ୟରେ ବିଲ୍କୁ...
ଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ – ଜାଣନ୍ତୁ କେଉଁ ନେତା କ’ଣ କହିଥିଲେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅନେକ ରାଜନେତା ଦୁଷ୍କର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଫସିଛନ୍ତି।
ଗଣଦୁଷ୍କର୍ମ ଏକ ସ୍ପର୍ଶକାତର ମାମଲା। ଗଣଦୁଷ୍କର୍ମକୁ ରୋକିବା ପାଇଁ କଠୋର ଆଇନ୍ ପ୍ରଣୟନ କରିବାକୁ...
‘ମେକ୍ ଇନ୍ ଇଣ୍ଡିଆ’କୁ ‘ରେପ୍ ଇନ୍ ଇଣ୍ଡିଆ’ ସହ ତୁଳନା କଲେ ରାହୁଲ – ସଂସଦରେ ଝଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ରେପ୍ ଇନ୍ ଇଣ୍ଡିଆ' ବୟାନକୁ ନେଇ ଶୁକ୍ରବାର ସଂସଦରେ ଆରମ୍ଭ ହୋଇଛି ଝଡ଼। ଝାଡ଼ଖଣ୍ଡ ରାଲି ସମୟରେ ରାହୁଲ ଗାନ୍ଧୀ କହିଥିଲେ କି, ଭାରତ ବର୍ତ୍ତମାନ...
କ୍ୟାବ – ଏଣେ ବାହାର କର, ତେଣେ ଡାକ
ଭାସ୍କର ପରିଚ୍ଛା
ନାଗରିକତା ସଂଶୋଧନ ବିଲ ଉପରେ ଇତିମଧ୍ୟରେ ରାଷ୍ଟ୍ରପତିଙ୍କ ମୋହର ବସିବା ପରେ ତାହା ଆଇନରେ ପରିଣତ ହୋଇଛି। ବିଗତ କିଛି ଦିନ ଧରି ଅର୍ଥନୀତିରେ ମାନ୍ଦା ଅବସ୍ଥା, ଜିଡ଼ିପିରେ ହ୍ରାସ ଓ...




















