ସୋନିଆ ଗାନ୍ଧୀଙ୍କ ବଡ଼ ବୟାନ, ‘ଉତ୍ତର-ପୂର୍ବ ରାଜ୍ୟକୁ ଯିବା ପାଇଁ ଅମିତ ଶାହଙ୍କ ସାହସ ହେଉନି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ମୋଦି ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହକୁ ଟାର୍ଗେଟ୍‌ କଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ସାରା ଦେଶରେ ନାଗରିକତା ଆଇନ୍‌କୁ ଝଡ଼ ଲାଗିଥିବା ବେଳେ...

ଝାଡ଼ଖଣ୍ଡ: ସରିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୬୨.୪୬ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭାର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି।  ଏହି ପର୍ଯ୍ୟାୟରେ  ମୋଟ ୬୨.୪୬ ପ୍ରତିଶତ ମତଦାନ ହୋଇଛି।  ଚତୁର୍ଥ ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ସକାଳ ୭ଟାରୁ ଭୋଟ ଆରମ୍ଭ...

ଜାମିଆ ମାଲିଆ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୋଲିସର ମାଡ଼ – ଦିଲ୍ଲୀରେ ଧାରଣା ଦେଲେ ପ୍ରିୟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ସୁରକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଦିଲ୍ଲୀର ଇଣ୍ଡିଆ ଗେଟ୍‌ ସମ୍ମୁଖରେ ସମର୍ଥକଙ୍କୁ ନେଇ ପ୍ରିୟଙ୍କା ଧାରଣାରେ ବସିଛନ୍ତି। ଏହାସହ ଜାମିଆ ମାଲିଆ ବିଶ୍ୱବିଦ୍ୟାଳୟରେ ଚାଲିଥିବା...

ଆଗାମୀ ୪ ମାସରେ ଅଯୋଧ୍ୟାରେ ନିର୍ମାଣ ହେବ ରାମ ମନ୍ଦିର – ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ବଡ଼ ବୟାନ ଦେଇଛନ୍ତି ଅମିତ ଶାହ। “ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାରେ ବିଚାର ସରିଛି। ଆଗାମୀ ୪ ମାସ ଭିତରେ ସେଠାରେ ସୁଉଚ୍ଚ ରାମ ମନ୍ଦିର ନିର୍ମାଣ...

ନାଗରିକତା ଆଇନ – ଏବେ ମୋଦୀଙ୍କ ‘ଶାନ୍ତି’ ବାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନାଗରିକତା ସଂଶୋଧନ ଆଇନ ପ୍ରଣୟନ ହେବା ପରେ ଦେଶ ତମାମ୍‌ ଯେଉଁ ବିରୋଧ ପ୍ରଦର୍ଶନ ହେଉଛି ତାହାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ...
supremecourt

ସୁପ୍ରିମକୋର୍ଟରେ ଜାମିଆ ହିଂସା: ଆସନ୍ତାକାଲି ଶୁଣାଣି, ଜାଣନ୍ତୁ ପୂରା ଘଟଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟରେ ପହଞ୍ଚିଲା ଦିଲ୍ଲୀ ଜାମିଆ ବିଶ୍ୱ ବିଦ୍ୟାଳୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିବାଦ। ପୋଲିସ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଛି ଜାମିଆ ବିଶ୍ୱ ବିଦ୍ୟାଳୟର ଆଲୁମିନି ଆସୋସିଏସନ। କୋର୍ଟରେ ମଙ୍ଗଳବାର ଏହି ମାମଲାର...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଚତୁର୍ଥ ପର୍ଯ୍ୟାୟରେ ୧୫ ଆସନରେ ମତଦାନ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର  ସୋମବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ମୋଟ ୧୫ଟି ଆସନରେ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ...

CAAକୁ ନେଇ ମୁହଁ ଖୋଲିଲେ ମୋଦୀ – କହିଲେ, ଏବେ ପାକିସ୍ତାନର କାମ କଂଗ୍ରେସ କରୁଛି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାଡ଼ଖଣ୍ଡର ଦୁମକା ଅଞ୍ଚଳରେ ଆଜି ନିର୍ବାଚନ ପ୍ରଚାର କଲାବେଳେ ମୋଦୀ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,...

ସର୍ଦ୍ଦାର ପଟେଲଙ୍କ ତିରୋଧାନ ଦିବସ – ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ସ୍ଵାଧିନତାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ୬୯ତମ ତିରୋଧାନ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ...

ରାହୁଲ ଗାନ୍ଧୀଙ୍କୁ ଶିବସେନାର କଡ଼ା ଜବାବ – ‘ସବରକର୍’ଙ୍କୁ ଅପମାନିତ କରନାହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ମୋ ନାଁ ରାହୁଲ ସବରକର ନୁହେଁ, ମୋ ନାଁ ହେଉଛି ରାହୁଲ ଗାନ୍ଧୀ। ମୁଁ କ୍ଷମା ମାଗିବି ନାହିଁ’’ – ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ...