ରାଜ୍ୟ କ୍ୟାବିନେଟ୍ରେ ୮ଟି ପ୍ରସ୍ତାବ ଉପରେ ବାଜିଲା ମୋହର
ଓଡ଼ିଶାଲାଇଭ୍ ବ୍ୟୁରୋ
ପଲିଫାଇଭର୍ କମ୍ପାନିର ଷ୍ଟାମ୍ପ ଡ୍ୟୁଟି ଛାଡ଼
ଓଡ଼ିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନରେ ବାଜିଲା ମୋହର
ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ...
ନାଗରିକତା ଆଇନ୍କୁ ବିରୋଧ – ଜାମିଆ ପରେ ସିଲମପୁର, ଜାଫରାବାଦରେ ହିଂସାକାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି। ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେବା ପରେ ଦିଲ୍ଲୀର ସିଲମପୁର ଏବଂ ଜାଫରାବାଦ୍ ଅଞ୍ଚଳକୁ ଏହି...
କଂଗ୍ରେସକୁ ମୋଦୀଙ୍କ ଚାଲେଞ୍ଜ୍ – ପାକିସ୍ତାନୀଙ୍କୁ ଭାରତୀୟ ନାଗରିକତା ଦେବାକୁ କଂଗ୍ରେସ କହିକି ତ ଦେଖୁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ବିଲକୁ କଂଗ୍ରେସର ବିରୋଧ ପରେ ମୋଦୀ ଦେଲେ ଚାଲେଞ୍ଜ।
“ମୁଁ କଂଗ୍ରେସର ନେତାମାନଙ୍କୁ ଖୋଲାଖୋଲି ଚାଲେଞ୍ଜ୍ କରୁଛି। ସେମାନେ କୁହନ୍ତୁ ଯେ, ପାକିସ୍ତାନର ସବୁ ଲୋକଙ୍କୁ ଭାରତୀୟ ନାଗରିକତା ଦିଆଯାଉ।...
ଜାମିଆ ହିଂସା – ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମିଆ ମିଲିଆ ଇସ୍ଲାମିଆ ଓ ଅଲିଗଡ଼ ବିଶ୍ୱବିଦ୍ୟାଳୟ ହିଂସା ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବେଦନକାରୀଙ୍କୁ ସମ୍ପୃକ୍ତ ହାଇକୋର୍ଟ ଯିବାକୁ ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏହି ମାମଲାର ଶୁଣାଣି...
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟା୪୫ ମିନିଟ୍ରେ ଏହି ବୈଠକ ବସିବ।
କ୍ୟାବିନେଟ୍ ବୈଠକରେ ମୋଟ୍ ୩ଟି ପ୍ରସ୍ତାବ ଉପରେ ଆଲୋଚନା...
ଡିସେମ୍ବର ଶେଷ ସୁଦ୍ଧା ବିଜେପିର ନୂଆ ରାଜ୍ୟ ସଭାପତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପିର ନୂଆ ସଭାପତି କିଏ ହେବେ ତାହା ଫଇସଲା ହେବ। ଏକଥା କହିଛନ୍ତି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ରବିବାରଠାରୁ ବିଜେପିର ଜିଲ୍ଲା ସଭାପତି...
ବାରିପଦାରେ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗରେ ନବନିର୍ମାଣ କୃଷକ ସଙ୍ଗଠନ ମୟୂରଭଞ୍ଜ ଶାଖା ପକ୍ଷରୁ ବାରିପଦାଠାରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ...
ଜାମିଆ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଲା କଂଗ୍ରେସ, କାଲି ରାଷ୍ଟ୍ରପତିଙ୍କୁ ଫେରାଦ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମିଆ ମାଲିଆ ଇସଲାମିଆ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଲା କଂଗ୍ରେସ। ଆସନ୍ତାକାଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ରାଷ୍ଟ୍ରପତିଙ୍କୁ ଭେଟିବ। ଜାମିଆ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସର ବର୍ବତା...
ମୋଦୀ ସରକାରଙ୍କୁ ବହେ ଝାଡ଼ିଲେ ଦିଦି – ‘‘CAA ଲାଗୁ କରିବାକୁ ହେଲେ ମୋ’ ଶବ ଉପରେ ଚଢ଼ିକି...
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନ୍କୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଦିନକୁ ଏହି ନିଆଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଡେଉଁଛି। ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି...
ପ୍ରିୟଙ୍କା ହେବେ କି କଂଗ୍ରେସର ପୋଷ୍ଟର ଗର୍ଲ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁନେଇ ଉତ୍ତର ପ୍ରଦେଶ ପାଇଁ କଂଗ୍ରେସ କରୁଛି ଗୋଟି ଚାଳନା।
ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ କଂଗ୍ରେସ ଦେଖୁଛି ବଡ଼ ସ୍ୱପ୍ନ। ଏହା ଆମେ କହୁନୁ, ସାଧାରଣ ନିର୍ବାଚନ ପରେ...




















