ନାଗରିକତା ବିଲ୍ ପାସ୍ – ମୋଦୀ କହିଲେ ‘ଐତିହାସିକ’, ସୋନିଆ କହିଲେ ‘କଳା ଦିବସ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ପାସ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଖୁସି ପ୍ରକାଶ କରିଛନ୍ତି। ମୋଦୀ ଟୁଇଟ୍ କରି ଆଜିର...
ଦିଦିଙ୍କ କଡ଼ା ଜବାବ – ପଶ୍ଚିମବଙ୍ଗରେ ଲାଗୁ ହେବନି ନାଗରିକତା ବିଲ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ନାଗରିକତା ସଂଶୋଧନ ବିଲ୍। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ବିଲ୍...
ରାଜ୍ୟସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ନାଗରିକତା ସଂଶୋଧନ ବିଲ୍। ଦିନ ସାରା ଆଲୋଚନା ପରେ ସନ୍ଧ୍ୟାରେ ଏହି ବିଲ୍ ପାସ୍ ହୋଇଛି। ବିଲ୍ ପାସ୍ ହେବା ପାଇଁ ରାଜ୍ୟସଭାରେ ଭୋଟିଂ...
ଚୟନ କମିଟିକୁ ଯିବନି ନାଗରିକତା ସଂଶୋଧନ ବିଲ୍, ଭୋଟିଂରେ ଫେଲ୍ ମାରିଲେ ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୟନ କମିଟିକୁ ଯିବନି ନାଗରିକତା ସଂଶୋଧନ ବିଲ୍। ଏନେଇ ବୁଧବାର ରାଜ୍ୟସଭାରେ ଭୋଟିଂ ହୋଇଥିଲା। ଭୋଟିଂରେ ବହୁମତ ନଥିବାରୁ ବିଲକୁ ଚୟନ କମିଟିକୁ ପଠାଯିବନାହିଁ।
ଭୋଟରେ ଚୟନ କମିଟି ଯିବା ସପକ୍ଷରେ ୯୯ଟି...
ନାଗରିକତା ସଂଶୋଧନ ବିଲ୍କୁ ବିରୋଧ, ଜଳୁଛି ଉତ୍ତର-ପୂର୍ବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହେବା ପରେ ଉତ୍ତର-ପୂର୍ବ ଭାରତ ଅଶାନ୍ତ ହୋଇଯାଇଛି। ବିଶେଷକରି ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ଅରୁଣାଞ୍ଚଳ ପ୍ରଦେଶ ଏବଂ ମେଘାଳୟରେ ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ...
ନାଗରିକତା ବିଲରେ କାହିଁକି ନାହାନ୍ତି ମୁସଲମାନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ବିଲରେ କାହିଁକି ମୁସଲମାନଙ୍କୁ ରଖାଯାଇନି ସେନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ନାଗରିକତା ବିଲକୁ ନେଇ ଏବେ ଚାରିଆଡ଼େ ଜୋରସୋରରେ ଚର୍ଚ୍ଚା। କାହିଁକି ଏହି ବିଲରେ ମୁସଲମାନଙ୍କୁ...
ଆସାମରେ ୨୪ ଘଣ୍ଟା ପାଇଁ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଆନ୍ଦୋଳନ ତେଜିଛି। ବିଶେଷକରି ଆସାମରେ ଆନ୍ଦୋଳନ ଜୋରଦାର ହୋଇଛି। ଏହି ବିଲ୍କୁ ବିରୋଧ କରି ଆସାମର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ...
ଶ୍ରୀଲଙ୍କା ଶରଣାର୍ଥୀଙ୍କୁ ଭାରତର ସ୍ଥାନ ଦେବାକୁ ବିଜେଡିର ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ନାଗରିକତା ବିଲକୁ ସମର୍ଥନ କରିବ ବିଜେଡି। ତେବେ ଏଥିରେ ଶ୍ରୀଲଙ୍କା ଶରଣାର୍ଥୀମାନଙ୍କୁ ସ୍ଥାନ ଦେବା ପାଇଁ ଦାବି କରିବ ବିଜେଡି। ଏନେଇ ବୁଧବାର ବିଜେଡି ରାଜ୍ୟସଭା...
ଓଡ଼ିଶାରେ ଶିଳ୍ପ ବିକାଶଧାରାକୁ ଆଗକୁ ନେବା ପାଇଁ ଏମ୍ଏସ୍ଏମ୍ଇ ମନ୍ତ୍ରୀଙ୍କୁ ଭେଟିଲେ ଫିକିର ଉପ-ମହାସଚିବ ଅରୁଣ ଚାୱଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଶିଳ୍ପର ବିକାଶଧାରାକୁ ଆଗକୁ ନେବା ପାଇଁ ଫିକି (ଏଫ୍ଆଇସିସିଆଇ)ର ଉପ-ମହାସଚିବ ଅରୁଣ ଚାୱଲା ବୁଧବାର ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ...
ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ ୨୦୧୯
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ୍ ୨୦୧୯। ଦିନ ୧୨ଟାରେ ରାଜ୍ୟସଭାରେ ବିଲ୍ ଉପରେ ହେବ ଆଲୋଚନା। ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ନଥିଲେ ବି କେନ୍ଦ୍ର ସରକାର ବିଲ୍କୁ...




















