ହାଇଦ୍ରାବାଦ ଏନ୍‌କାଉଣ୍ଟର – ଜଷ୍ଟିସ୍ ଲୋଧା କହିଲେ, ‘‘ଦେଶରେ ଚାଲିଛି ଅରାଜକତାର ମାହୋଲ’’

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଆର୍‌ ଏମ୍‌ ଲୋଧା। ଜାତୀୟ ମାନବାଧିକାର ଦିବସ ଉପରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍‌...

ଓଡ଼ିଶା ବିଧାନ ପରିଷଦ ପାଇଁ ବିଜେଡିର ‘ଗିଭ୍‌ ଆଣ୍ଡ ଟେକ୍’ ପଲିସି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନାଗରିକତା ସଂଶୋଧନ ବିଲ୍‌କୁ ବିଜେଡିର ସମର୍ଥନ ପରେ ବିଜେପି-ବିଜେଡିର ସମ୍ପର୍କକୁ ନେଇ ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା। ଦିଲ୍ଲୀରେ ଦୋସ୍ତି, ଓଡ଼ିଶାରେ କୁସ୍ତି ବୋଲି କଂଗ୍ରେସ ଆକ୍ଷେପ କରିଥିଲା। ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି...

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନିରଞ୍ଜନ ବିରୋଧୀ ଗୋଷ୍ଠୀ, ପିସିସି ସଭାପତି ପରିବର୍ତ୍ତନ ପାଇଁ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ନୂଆଦିଲ୍ଲୀ ଯାଇ ସଭାପତି ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଦାବି କରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କଲେ ନିରଞ୍ଜନ...

କିଏ ହେବେ ବିଜେପି ରାଜ୍ୟ ସଭାପତି – ପୃଥ୍ୱୀରାଜ ନା ସମୀର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ରାଜ୍ୟ ସଭାପତି ରେସ୍‌ରେ ପୃଥ୍ୱୀରାଜ ହରିଚନ୍ଦନ ଓ ସମୀର ମହାନ୍ତି। ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରୁ ରାଜ୍ୟ ବିଜେପିର ହେବ ନବକଳେବର। ବସନ୍ତ ଯିବେ, ତାଙ୍କ ଜାଗାରେ ନୂଆ...

ରାଜ୍ୟସଭାରେ ନାଗରିକତା ବିଲ୍ – ବିଜେପି ଗଣିତ ବିଗାଡୁଛି ଶିବସେନା, ଶାହଙ୍କ ଚିନ୍ତା ବଢ଼ିଲା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ୍ ଆଣିବାକୁ ବିଜେପି ଯେଉଁ ରୋଡ୍ ମ୍ୟାପ୍ କରିଥିଲା ସେଥିରେ ବାଟ ଓଗାଳିଛି ଶିବସେନା। ମଙ୍ଗଳବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନାଗରିକ ସଂଶୋଧନ ବିଲକୁ...

ଯୋଗାଣ ମନ୍ତ୍ରୀଙ୍କ ଘରକୁ ଛାତ୍ର କଂଗ୍ରେସର ପିଆଜ ମାଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ପିଆଜର ଅହେତୁକ ଦର ବୃଦ୍ଧି ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛି। ତେଣୁ ପିଆଜ ଦର ବୃଦ୍ଧିକୁ ପ୍ରତିବାଦ କରି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବହିଷ୍କାର ଦାବି କରିଛି ଛାତ୍ର କଂଗ୍ରେସ।...

ନାଗରିକତା ବିଲ: ରାଜ୍ୟସଭାରେ ଫସିବେ ଶାହ? ଦେଖନ୍ତୁ ପୂରା ଗଣିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ବହୁମତ ଥିବା ଦୃଷ୍ଟିରୁ ନାଗରିକତା ସଂଶୋଧନ  ବିଲ ସହଜରେ ପାସ୍‌ ହୋଇଥିଲା। କିନ୍ତୁ ରାଜ୍ୟସଭାର ଗଣିତ ପୂରା ଅଲଗା। ପାକିସ୍ତାନ,ଆଫଗାନିସ୍ତାନ ଓ ବଙ୍ଗଳାଦେଶରେ ରହୁଥିବା ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତରେ ନାଗରିକତା ମିଳିବା...

ଆଜି ରାଜ୍ୟସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପୀ ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହୋଇଛି ନାଗରିକତା ସଂଶୋଧନ ବିଲ୍‌। ଲୋକସଭାରେ ବିଲ୍‌ ପାରିତ ହେବା ପରେ ମଙ୍ଗଳବାର ରାଜ୍ୟସଭାରେ ଏହି ବିଲ୍‌ ଆଗତ ହୋଇପାରେ। ରାଜ୍ୟସଭାରେ ଏହାକୁ କଡ଼ା...

ବୈଜୟନ୍ତ ପଣ୍ଡାଙ୍କୁ ରାଜ୍ୟ ବିଜେପି ସଭାପତି କରିବା ପାଇଁ ଦଳ ଚାହିଁବ କି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସୋସିଆଲ ମିଡିଆରେ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା ଜୋର୍‌। ‘ଅପରାଜିତା ଧରିବେ କି ରାଜ୍ୟ ବିଜେପିର ମଙ୍ଗ’? ଏ ସମ୍ପର୍କୀତ ଖବର ଗତ ୮ ତାରିଖରେ ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ହୋଇଥିଲା। ଏହି ଖବରକୁ...

ବ୍ରିଟେନ ନିର୍ବାଚନରେ କଶ୍ମୀର ପ୍ରସଙ୍ଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରିଟେନ ସାଧାରଣ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଛି କଶ୍ମୀର ପ୍ରସଙ୍ଗ। ଏହାକୁ କେନ୍ଦ୍ର କରି ଲେବର ଓ କଞ୍ଜରଭେଟିବ ପାର୍ଟି ଭାରତୀୟ ମତଦାତାଙ୍କୁ ଆକର୍ଷିତ କରୁଛନ୍ତି। କୁହାଯାଏ କି ନିର୍ବାଚନ ସ୍ଥାନୀୟ ପ୍ରସଙ୍ଗକୁ ନେଇ...