ଲୋକସଭାରେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକ ସଂଶୋଧନ ବିଲକୁ ବିଜେଡିର ସମର୍ଥନ ପରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ।
ଲୋକସଭାରେ ଆଗତ ହୋଇଥିବା ନାଗରିକ ସଂଶୋଧନ ବିଲକୁ ସମର୍ଥନ କରିଛି ବିଜେଡି। ସୋମବାର ଲୋକସଭାରେ କେନ୍ଦ୍ର...
କର୍ଣ୍ଣାଟକରେ କଂଗ୍ରେସକୁ ଲାଗିଲା ଝଟ୍କା – ସିଦ୍ଧରମେୟା ଦେଲେ ଇସ୍ତଫା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି। ଦଳର ବିପର୍ଯ୍ୟୟକୁ ନେଇ ବିଧାନସଭାରେ ବିରୋଧୀ ଦଳ ନେତା ସିଦ୍ଧରମେୟା ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ...
ନାଗରିକ ସଂଶୋଧନ ବିଲ୍ ଆଗତ କଲେ ଅମିତ ଶାହ, ବିରୋଧୀଙ୍କ ହଟ୍ଟଗୋଳରେ ଉଠିଲା ପଡ଼ିଲା ଲୋକସଭା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ନାଗରିକ ସଂଶୋଧନ ବିଲ ଉପସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସୋମବାର ଅମିତ ଶାହ ବିଲକୁ ଆଗତ କରିବା ପରେ ଲୋକସଭାରେ ବିରୋଧୀମାନଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।
ଲୋକସଭାରେ ନାଗରିକ ସଂଶୋଧନ...
କର୍ଣ୍ଣାଟକ ଉପନିର୍ବାଚନ: ବିଜେପିର ବିଜୟ ପକ୍କା, ପରାଜୟକୁ ସ୍ୱୀକାର କଲା କଂଗ୍ରେସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ବାଜି ମାରିଛି ବିଜେପି। ରାଜ୍ୟର ୧୫ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରୁ ବିଜେପି ୬ରେ ଜିତାପଟ ହାସଲ କରିବା ସହ ବର୍ତ୍ତମାନ ସୁଦ୍ଧା ୬ଟି ସିଟରେ...
ନାଗରିକତା ସଂଶୋଧନ ବିଲ୍ କ’ଣ, କାହିଁକି ହେଉଛି ଏହାର ବିରୋଧ? ଜାଣନ୍ତୁ ପୂରା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦୀ ସରକାର ନାଗରିକତା ସଂଶୋଧନ ବିଲ୍ ଆଣିବାକୁ ଯାଉଛନ୍ତି। ଏହି ବିଲ୍ ନାଗରିକତା ଅଧିନିୟମ ୧୯୫୫ରେ ପରିବର୍ତ୍ତନ କରିବ।
ଏହି ନାଗରିକତା ସଂଶୋଧନ ବିଲ ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଆନ...
ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଉପସ୍ଥାପନ କରିବେ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଉପସ୍ଥାପନ କରିବେ। ଏହି ବିଲ୍କୁ ବିରୋଧୀ ଜୋରସୋର ବିରୋଧ କରୁଥିଲା ବେଳେ ମୋଦୀ ସରକାର କିନ୍ତୁ ଗୃହରେ ଏହି ବିଲ୍କୁ...
ଅପରାଜିତା ଧରିବେ କି ରାଜ୍ୟ ବିଜେପିର ମଙ୍ଗ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କିଏ ହେବେ ରାଜ୍ୟ ବିଜେପିର ସଭାପତି? ଏହି ପ୍ରସଙ୍ଗକୁ ନେଇ ଗତ ଦୁଇ ମାସ ହେଲା ବିଜେପି ଶିବିରରେ ଚର୍ଚ୍ଚା ଚାଲିଛି। ରାଜ୍ୟ ବିଜେପିର ମଙ୍ଗ ଧରିବା ପାଇଁ ଅନେକ...
ପରଲୋକରେ ଭାଗବତ ପ୍ରସାଦ ମହାନ୍ତି – ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ଜାତୀୟ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ବିଶେଷକରି କେନ୍ଦ୍ରାପଡା ଜିଲ୍ଲା ମୁରବି ଶୂନ୍ୟ ହୋଇଯାଇଛି। ବୁଦ୍ଧିଜୀବୀଙ୍କଠାରୁ...
୭୫ ବର୍ଷ ଭିତରେ ଶିକ୍ଷାର ମନ୍ଦିର ପାଲଟିଛି ଉତ୍କଳ ବିଶ୍ୱବିଦ୍ୟାଳୟ – ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।
‘‘ଉତ୍କଳ ବିଶ୍ୱବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରି ପ୍ଲାଟିନମ୍ ଜୁବୁଲି ପାଳନ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ। ଏହି ବିଶ୍ୱବିଦ୍ୟାଳୟ ଅନେକ...
ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଟ୍ରେନ୍ ଦାବି ଦୋହରାଇଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଣା ଦାବି ଦୋହରାଇଛନ୍ତି। ପାଇକ ବିଦ୍ରୋହର ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ନାଁରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ...




















