‘‘୨୫ ଲକ୍ଷ ଟଙ୍କା ଦେଇଦେଲେ ମୋ’ ଝିଅ କ’ଣ ଆଉ ଫେରି ଆସିବ’’?
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୁହରେ ଆଖି ଛଳଛଳ ହୋଇ ଯାଉଛି। କଥା କହିଲା ବେଳକୁ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଛି। ଗୋଡ଼ ହାତ ବି ଥରୁଛି। ଏମିତି ଅବସ୍ଥା ହେଉଛି ଉନ୍ନାଓ ପୀଡ଼ିତା ବାପାଙ୍କର। ପୀଡ଼ିତା...
ଶୋକାକୂଳ ପରିବେଶରେ ଗାଁରେ ପହଞ୍ଚିଲା ଉନ୍ନାଓ ପୀଡ଼ିତାଙ୍କ ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁରେ ଶୋକାକୂଳ ପରିବେଶ। ସମସ୍ତଙ୍କ ଆଖିରେ ଲୁହ। ଏଭଳି ଏକ ଭାବ ଗମ୍ଭୀର ପରିବେଶ ଭିତରେ ଗାଁରେ ପହଞ୍ଚିଲା ଉନ୍ନାଓ ଗଣସୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ। ପୀଡ଼ିତାଙ୍କ ଗାଁରେ ପୋଲିସ ଛାଉଣୀ କରାଯାଇଛି।...
ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ – ୬୪.୩୯ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୬୪.୩୯ ପ୍ରତିଶତ ମତଦାନ ହୋଇଛି। ଏନେଇ ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ବିନୟ କୁମାର...
କାହିଁକି ‘ପିଏମ୍ କିଷାନ୍’ ସହ ମିଶିଲା ‘କାଳିଆ’?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏବେ ‘କିଷାନ୍-କାଳିଆ’ ଭାଇ ଭାଇ। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ସହିତ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯିବା ପରେ ରାଜନୀତି କରିଡ଼ରରେ ଏଭଳି ଚର୍ଚ୍ଚା ହେଉଛି। ତେବେ ନିର୍ବାଚନ...
ପୋଲିସ ଏନ୍କାଉଣ୍ଟର ଘଟଣାରେ ତେଲେଙ୍ଗାନା ସରକାର ଚୁପ୍ କାହିଁକି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ହାଇଦ୍ରାବାଦ ପୋଲିସ ଏନ୍କାଉଣ୍ଟରକୁ ବିତିଲାଣି ୩୬ ଘଣ୍ଟା। ସରକାର ପୋଲିସକୁ ନା ପ୍ରଶଂସା କରୁଛନ୍ତି ନା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି?
ଦୁଷ୍କର୍ମକାରୀଙ୍କୁ ଏନ୍କାଉଣ୍ଟର କରିଥିବାରୁ ସବୁଠି ହାଇଦ୍ରାବାଦ ପୋଲିସର ଜୟ ଜୟକାର ଶୁଭୁଛି।...
ମହାରାଷ୍ଟ୍ରରେ ବିଜେପିରେ ଯୋଗଦେଲେ ୪୦୦ ଶିବସେନା କର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
'ଆମେ ହିନ୍ଦୁ ବିରୋଧୀ ଦଳ ସହ ରହିବୁ ନାହିଁ।'
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପାଇଁ ଚିନ୍ତା ବଢ଼ିଲା। ଶିବସେନାର ୪୦୦ ଜଣ କର୍ମୀ ଦଳଠାରୁ ଅଲଗା ହୋଇ ବିଜେପିରେ ଯୋଗଦେଇଛନ୍ତି।
ଗୁରୁବାର ମୁମ୍ବାଇ...
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଲେ – ‘‘ପ୍ରତିଶୋଧ ନେବା ନ୍ୟାୟ ନୁହେଁ’’
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଯଦି ପ୍ରତିଶୋଧ ନେବା ନ୍ୟାୟ ତାହାଲେ ସେ ନ୍ୟାୟ ନ୍ୟାୟ ନୁହେଁ। ନ୍ୟାୟିକ ପ୍ରକ୍ରିୟାରେ ତରବରିଆ ନିଷ୍ପତ୍ତି କେବେ ଗ୍ରହଣୀୟ ନୁହେଁ। ପ୍ରତିଶୋଧ ପରାୟଣ ହୋଇଗଲେ ନ୍ୟାୟିକ ପ୍ରକ୍ରିୟାର ଚରିତ୍ରହାନୀ ହୋଇଥାଏ’’,...
ଓଡ଼ିଶାରେ ପିଆଜ ଛୁଇଁଲା ୧୬୦ – ଯୋଗାଣ ମନ୍ତ୍ରୀ କହିଲେ, ‘‘ଏହା ଜାତୀୟ ସମସ୍ୟା’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବଜାରରେ ପିଆଜ ଦର ଦେଢ଼ଶହ ଟଙ୍କା ପାର୍ କରିଛି। ଭୁବନେଶ୍ୱର ସମେତ ପ୍ରମୁଖ ସହରରେ ପିଆଜ ୧୬୦ ଟଙ୍କାରେ ବିକ୍ରି ହେଉଛି। ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ପିଆଜ...
ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଭେଟି ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଲେ ପ୍ରିୟଙ୍କା ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ଶନିବାର ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ପରିବାରକୁ ଭେଟି ଆଶ୍ୱାସନା ଦେବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସବୁ...
ଉନ୍ନାଓ ଗଣଦୁଷ୍କର୍ମ: ଫାଷ୍ଟଟ୍ରାକ୍ କୋର୍ଟରେ ହେବ ବିଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଫାଷ୍ଟ୍ରଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଖୁବଶୀଘ୍ର ଏହି...




















