କାଳିଆ ଯୋଜନାର ନୂଆ ଗାଇଡଲାଇନ୍ – ଏଣିକି କେନ୍ଦ୍ର ଦେବ ୬ ହଜାର, ରାଜ୍ୟ ଦେବ ୪ ହଜାର...

ଓଡ଼ିଶାଲାଇଭ ବ୍ୟୁରୋ କାଳିଆ ଯୋଜନାରେ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଆଣିଛନ୍ତି। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଗଲା ପରେ କୃଷି ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନୂଆ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୨୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୨୦ ଆସନରେ ଆଜି ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ରାଜ୍ୟର ୨୦ଟି ଆସନରେ ୨୬୦...

ଏନ୍‌କାଉଣ୍ଟର ନା ହତ୍ୟା? ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ତେଲେଙ୍ଗାନା ହାଇକୋର୍ଟରେ ଶୁଣାଣି ମୃତକଙ୍କ ଶବ ସୁରକ୍ଷିତ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଶନିବାର ହାଇଦ୍ରାବାଦ ଆସିବେ ମାନବାଧିକାର କମିସନଙ୍କ ଟିମ୍‌ ମୁମ୍ବାଇ ଓକିଲ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଲେ...

ଫିଲ୍ମ ଷ୍ଟାଇଲ୍‌ରେ ହାଇଦ୍ରାବାଦ ଖେଳ ଖତମ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=VolULrNiNQI&t=32s ମାତ୍ର ୧୫ ମିନିଟରେ ଫିଲ୍ମ ଷ୍ଟାଇଲ୍‌ରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ପୂର୍ଣ୍ଣଛେଦ ପକାଇଲା ପୋଲିସ। ଶୀତୁଆ ସକାଳ। ପୂରା ପରିବେଶକୁ ଘୋଡ଼େଇ ରଖିଥିଲା କୁହୁଡ଼ିର ଚାଦର। ସୂର୍ଯ୍ୟ ଉଦୟ ହୋଇ ନଥିଲେ କି...

ହାଇଦ୍ରାବାଦ ଗଣଦୁଷ୍କର୍ମ – ୧୦ ଦିନରେ ମାମଲା ସଫା

ଓଡ଼ିଶାଲାଇଭ୍ ବ୍ୟୁରୋ ମାତ୍ର ୧୦ ଦିନରେ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାର ରଫାଦଫା ହୋଇଛି। କୋର୍ଟରୁ ଦୁଷ୍କର୍ମକାରୀଙ୍କ ଫଇସଲା ଆସିବା ପୂର୍ବରୁ ପୋଲିସ ଏନ୍‌କାଉଣ୍ଟରରେ ୪ ଅଭିଯୁକ୍ତ ପୂରା ସଫା ହୋଇଛନ୍ତି। ନଭେମ୍ବର ୨୭ – ହାଇଦ୍ରାବାଦରେ...

ନବୀନଙ୍କ ପଞ୍ଚମ ପାଳି ସରକାରକୁ ୬ ମାସ – ବିଜେପି ପଚାରିଲା ୬ ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଛି ୬ ମାସ। ୬ ମାସରେ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି...

ବିଜେପି ସାଂସଦଙ୍କ ମନ୍ତବ୍ୟରେ ଆପଣ ହସିବେ ନା କାନ୍ଦିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସକ ବିଜେପିର ବରିଷ୍ଠ ନେତା ଓ ସାଂସଦ ମାନେ ଗତ କିଛି ଦିନ ଧରି ଅଜବ ଅଜବ ମନ୍ତବ୍ୟ ଦେବା ଦେଖାଯାଉଛି। କିଏ କହୁଛି ସମାଜରେ ଅପରାଧ ରୋକିବା ଗ୍ୟାରେଣ୍ଟି ସ୍ୱୟଂ...

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସବୁ ଜିଲ୍ଲାରେ ଏତଲା ଦେବ ନବ ନିର୍ମାଣ କୃଷକ ସଙ୍ଗଠନ

ଓଡ଼ିଶାଲାଇଭ୍ ବ୍ୟୁରୋ ପିଏମ୍‌ କିଷାନ୍‌ ଯୋଜନା ସହିତ କାଳିଆ ଯୋଜନା ମିଶାଇ ଦେଇଛନ୍ତି ରାଜ୍ୟ ସରକାର। ଯେଉଁ କାଳିଆ ଯୋଜନାରେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ପାଇଥାନ୍ତେ ସେହି ଯୋଜନାରେ ଏଣିକି ଚାଷୀ...

ମହିଳା ସୁରକ୍ଷା ପାଇଁ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି – ସବୁ ଥାନାରେ ଖୋଲିବ ମହିଳା ଡେସ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ବଢୁଥିବା ଦୁଷ୍କର୍ମ ମାମଲାକୁ ଦୃଷ୍ଟିରେ ମୋଦୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଦେଶ ସାରା ସବୁ ଥାନାରେ ସ୍ୱତନ୍ତ୍ର ମହିଳା ଡେସ୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।...

‘ଅପରାଧ ରୋକିବା ଗ୍ୟାରେଣ୍ଟି ଭଗବାନ ରାମ ବି ଦେଇପାରି ନାହାନ୍ତି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଦୈନନ୍ଦିନ ଘଟୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ଜଣେ ମନ୍ତ୍ରୀ ଅଜବ ମନ୍ତବ୍ୟ ଦେଇଛନ୍ତି। ଉତ୍ତର ପ୍ରଦେଶ ସରକାରରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣବେନ୍ଦ୍ର ପ୍ରତାପ ସିଂହ...