କାଳିଆ ରହିବ, କିଷାନ୍‌ ରହିବ – ଚାଷୀ ପାଇବ ଗାଏମୋଟ ୧୦!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କାଳିଆ ଓ ପିଏମ୍‌ କିଷାନ୍‌ ଯୋଜନାରେ ଚାଷୀ ବର୍ଷକୁ ୧୬ ହଜାର ଟଙ୍କା ପାଇବାକୁ ଆଶା ରଖିଥିଲେ। ହେଲେ ସେ ଆଶା ମଉଳି ଯାଇଛି। ନିର୍ବାଚନ ପୂର୍ବରୁ ଉଭୟ କେନ୍ଦ୍ର ଓ...

‘ପିଆଜ’ ପଲିଟିକ୍ସ – ୧୯୮୦ରୁ ୨୦୧୯

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭାରତୀୟ ରାଜନୀତିରେ ‘ପିଆଜ’ର ବଡ଼ ପ୍ରଭାବ ରହିଛି। ପିଆଜ ଦର ଯେତେବେଳେ ରେକର୍ଡ ଭାଙ୍ଗିଛି ସେତେବେଳେ ରାଜନୀତି ତେଜିଛି। (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ପିଆଜ ଚୋପା ଛଡ଼େଇଲେ ଆଖିରେ ପାଣି ଆସିଯାଏ।...

ଏ କି ଦୃଶ୍ୟ! ରାଜ୍ୟପାଳଙ୍କ ପାଇଁ ଖୋଲିଲାନି ପଶ୍ଚିମବଙ୍ଗ ବିଧାନସଭା ଗେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧଙ୍କରଙ୍କ ମଧ୍ୟରେ ଦିନକୁ ଦିନ ବିବାଦ ବଢ଼ିଛାଲିଛି। ଏହାରି ମଧ୍ୟରେ ଆଜି ଆଉ ଏକ ଘଟଣା ଘଟିଛି ଯାହା ଉଭୟଙ୍କ ବିବାଦକୁ...

ସଂସଦରେ ପିଆଜ ଚର୍ଚ୍ଚା – ନିର୍ମଳା କହିଲେ, ମୁଁ ପିଆଜ ଖାଏନି, ଚିଦାମ୍ବରମ ପଚାରିଲେ ଆଉ କ’ଣ ଖାଆନ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାମିନ ପାଇ ଜେଲରୁ ମୁକୁଳିବା ପରେ ଗୁରୁବାର ସଂସଦରେ ପହଞ୍ଚିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ। ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁ...

ଲୋକସଭା ଓ ବିଧାନସଭାରେ ଏସ୍‌ସି ଏସ୍‌ଟି ସଂରକ୍ଷଣ ମିଆଦ ବଢ଼ିବ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ଲୋକସଭା ଓ ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ...

‘ପିଏମ୍‌ କିଷାନ୍’ ସହିତ ମିଶିଯିବ କି ‘କାଳିଆ’ ଯୋଜନା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ‘କାଳିଆ’ ଯୋଜନାକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାରଙ୍କ ପିଏମ୍‌ କିଷାନ୍‌ ଯୋଜନା ସହିତ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯିବ ବୋଲି ଚର୍ଚ୍ଚା ହେଉଛି। ଏହି...

ଲୋକସଭାରେ ଏଙ୍ଗ୍ଲୋ-ଇଣ୍ଡିଆନ ସଂରକ୍ଷଣ ଶେଷ ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ଏଙ୍ଗ୍ଲୋ-ଇଣ୍ଡିଆନଙ୍କ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିଛି ତାହାକୁ ଉଠାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲୋକସଭାରେ ଏହି ଗୋଷ୍ଠୀର ଦୁଇ ଜଣ ସଦସ୍ୟ ମନୋନିତ ହୋଇଥାନ୍ତି।...

ସଂସଦରେ ‘ପିଆଜ’ ଝଡ଼ – ପିଆଜ ମାଳ ପିନ୍ଧି ଧାରଣା ଦେଲେ ଆପ୍ ସାଂସଦ

ଓଡ଼ିଶାଲାଇଭ୍ ବ୍ୟୁରୋ ପିଆଜ ଦର ସାରା ଦେଶରେ ରେକର୍ଡ ଭାଙ୍ଗିଛି। ପ୍ରମୁଖ ସହରରେ ପିଆ କିଲୋ ୧୦୦ ଟପିଲାଣି। କେଉଁଠି ୧୦୦ ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୧୨୦ ଟଙ୍କା ଏବଂ...

ପୁରୀ ଗଣଦୁଷ୍କର୍ମ – ମନ୍ତ୍ରୀଙ୍କ ଘରକୁ ଟମାଟୋ ଫିଙ୍ଗି ପ୍ରତିବାଦ ଜଣାଇଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ପୋଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମକୁ ନେଇ ଜୋରଦାର ହେଉଛି ପ୍ରତିବାଦ। ମଙ୍ଗଳବାର ପରି ବୁଧବାର ମଧ୍ୟ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର...

କାହିଁକି ଦୌଡ଼ି ଦୌଡ଼ି ସଂସଦରେ ପହଞ୍ଚିଲେ ରେଳମନ୍ତ୍ରୀ ପିୟୁଷ ଗୋଏଲ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୌଡ଼ି ଦୌଡ଼ି ବୁଧବାର ସଂସଦରେ ପହଞ୍ଚିଥିଲେ ରେଳମନ୍ତ୍ରୀ ପିୟୂଷ ଗୋଏଲ। ଆଖପାଖରେ ଥିବା ଲୋକ ଗୋଏଲଙ୍କୁ ଚାହିଁ ରହିଥିଲେ। କେହି କିଛି ବୁଝିବା ଆଗରୁ ଗୋଏଲ ଲୋକସଭା ଭିତରକୁ ପ୍ରବେଶ କରିଥିଲେ।...