ପୁରୀ ପୋଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମ – ଅଭିଯୁକ୍ତ ଆସିବେ ରିମାଣ୍ଡରେ, ପୀଡ଼ିତାଙ୍କୁ ପ୍ରଶ୍ନ କରିବ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ପୋଲିସ୍ କ୍ୱାର୍ଟର୍ସରେ ହୋଇଥିବା ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଜଟିଳ ହେଉଛି। ଗିରଫ ଦୁଇ ଅଭିଯୁକ୍ତ ଜେଲ୍‌ ଯାଇଥିବା ବେଳେ ଦୁଷ୍କର୍ମ ସମ୍ପର୍କରେ ପୀଡ଼ିତାଙ୍କୁ ଅଧିକ ପଚରା ଉଚରା କରିବା...

ନାଗରିକତା ସଂଶୋଧନ ବିଲ୍‌କୁ ମୋଦୀ କ୍ୟାବିନେଟର ମଞ୍ଜୁରୀ – ଜାଣନ୍ତୁ କ’ଣ ଏହି ବିଲ୍?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦୀ ସରକାର ନାଗରିକତା ସଂଶୋଧନ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହି ନାଗରିକତା ସଂଶୋଧନ ବିଲ୍‌ କ’ଣ,  କାହିଁକି ହେଉଛି ଏହାର ବିରୋଧ? ଜାଣନ୍ତୁ ପୂରା କଥା। ନାଗରିକତା ସଂଶୋଧନ ବିଲ୍‌କୁ କେନ୍ଦ୍ର...

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ 5-T ସଚିବ ପାଣ୍ଡିଆନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ୍‌। ଆଜି ବଡ଼ି ଭୋରରୁ ପାଣ୍ଡିଆନ୍‌ ଲିଙ୍ଗରାଜ ମନ୍ଦିର ପହଞ୍ଚି ମନ୍ଦିରର ବାହାର ଏବଂ ଭିତର ପରିଦର୍ଶନ କରିଥିଲେ ଏବଂ ବିକାଶମୂଳକ...

୫୧ ଜଣ ପଳାତକ ଦେଶକୁ ୧୮ ହଜାର କୋଟି ଟଙ୍କାର ଚୂନ ଲଗାଇଛନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟାଙ୍କରୁ ଋଣ ନେଇ ନସୁଝିବା ଓ ଦେଶ ଛାଡ଼ି ଚାଲିଯାଇଥିବା ୫୧ ଜଣ ବ୍ୟବସାୟୀ ବିଭିନ୍ନ ବ୍ୟାଙ୍କକୁ ୧୭ ହଜାର ୯୦୦ କୋଟି ଟଙ୍କାର ଚୂନ ଲଗାଇଛନ୍ତି। ମଙ୍ଗଳବାର ଦିନ କେନ୍ଦ୍ର...

ସୁପ୍ରିୟା ସୁଲେଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଯାଚିଥିଲେ ମୋଦୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ଏନସିପି ସହିତ ମେଣ୍ଟ କରିବା ପାଇଁ ବିଜେପିର ଆଗ୍ରହ ଓ ଯଚାଯଚି ବିଷୟ ଏବେ ଆସ୍ତେ ଆସ୍ତେ ପଦାକୁ ଆସୁଛି। ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଶରଦ ପାୱାରଙ୍କ ଆଉ ଏକ ଖୁଲାସା – ‘‘ଅଜିତ ଓ ଫଡ୍‌ନାଭିସ୍‌ଙ୍କ ଭିତରେ ବୁଝାମଣା ହୋଇଥିବା ମୁଁ ଜାଣିଥିଲି’’

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ଫଡ୍‌ନାଭିସ୍‌ ସରକାର ଗଠନକୁ ନେଇ ଏନ୍‌ସିପି ମୁଖ୍ୟ ଶରଦ ପାୱାର ଆଉ ଏକ ଖୁଲାସା କରିଛନ୍ତି। ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଭିତରେ ଆଲୋଚନା ହୋଇଥିବା ଶରଦ ପାୱାର...

ମୋଦୀ ସରକାର ଦେଲେ ଭରସା – ବ୍ୟାଙ୍କ ମିଶ୍ରଣ ହେଲେ କର୍ମଚାରୀ ହରାଇବେ ନାହିଁ ଚାକିରି

ଓଡ଼ିଶାଲାଇଭ୍ ବ୍ୟୁରୋ ୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଖୁବ୍‌ଶୀଘ୍ର ମିଶ୍ରଣ ହେବ ବୋଲି କିଛି ଦିନ ତଳେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ବ୍ୟାଙ୍କ ମିଶ୍ରଣ ହେଲେ କିଛି କର୍ମଚାରୀ ଚାକିରି ହରାଇବା ନେଇ...

ପୁରୀ ଗଣଦୁଷ୍କର୍ମକୁ ନେଇ ଗର୍ଜିଲା କଂଗ୍ରେସ, ଭୁବନେଶ୍ୱରରେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଗଣଦୁଷ୍କର୍ମ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ କରିଛି ଦଳ। କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ ଯୁବ କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ...

ହାଇଦ୍ରାବାଦ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା – ସଂସଦ ହଲ୍‌ଚଲ୍‌, ସାରା ଦେଶରେ ପ୍ରତିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସାରା ଦେଶରେ ଉଠିଛି ପ୍ରତିବାଦର ସ୍ୱର। ହାଇଦ୍ରାବାଦରୁ ଦିଲ୍ଲୀ, କଟକରୁ ମୁମ୍ବାଇ ସବୁଠି ଯବୁପିଢ଼ି ଏବଂ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଷ୍କର୍ମକାରୀଙ୍କୁ...

ଭୁବନେଶ୍ୱରରେ କଂଗ୍ରେସ ବିକିଲା ପିଆଜ, ମନ୍ତ୍ରୀ କହିଲେ ଜାନୁଆରିରେ କମିବ ଦର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କିଲୋ ୪୦ ଟଙ୍କାରେ ଭୁବନେଶ୍ୱରରେ ପିଆଜ ବିକିଲା କଂଗ୍ରେସ। ‘ପିଆଜ’କୁ ନେଇ ଏବେ ରାଜନୀତି ତେଜିଛି। ପିଆଜ କିଲୋ ୧୦୦ ଛୁଇଁଥିବାରୁ ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ଅଭିନବ ପ୍ରତିବାଦ କରିଛି। ମାଷ୍ଟର...