ଅନୁପ୍ରବେଶକାରୀ ବୋଧେ କଂଗ୍ରେସର ସଂପର୍କୀୟ ଭାଇ – ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଏନ୍ଆରସି ଓ ଆତଙ୍କବାଦ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ।
“୨୦୨୪ ସୁଦ୍ଧା ଭାରତରୁ ସବୁ ଅନୁପ୍ରବେଶକାରୀଙ୍କୁ ହଟାଯିବ। ହେଲେ...
କୁନ୍ଦୁଲି ପୀଡ଼ିତାଙ୍କ ମା’ କହିଲେ – ‘‘ନ୍ୟାୟ ନମିଳିଲେ ଝିଅ ଭଳି ମୁଁ ବି ଜୀବନ ହାରିଦେବି’’
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଏସ୍ଆଇଟି ତଦନ୍ତ ଆରମ୍ଭ।
‘‘ମୁଁ ଚାହୁଁଛି ମତେ ନ୍ୟାୟ ମିଳୁ। ମୋ’ ଝିଅ ନ୍ୟାୟକୁ ଚାହିଁ ଚାହିଁ ଜୀବନ ହାରିଦେଲା। ମୁଁ ଏବେ ନ୍ୟାୟ ଚାହୁଁଛି। ନ୍ୟାୟ ନମିଳିଲେ...
କାହିଁକି ଫଡନାଭିସ୍ ହୋଇଥିଲେ ମହାରାଷ୍ଟ୍ରର ତିନି ଦିନିଆ ମୁଖ୍ୟମନ୍ତ୍ରୀ? କାରଣ କହିଲେ ବିଜେପି ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଥିବା ୪୦ ହଜାର କୋଟି ଟଙ୍କାକୁ କେନ୍ଦ୍ରକୁ ଫେରାଇ ଦେବା ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଡ୍ରାମା କରିଥିଲା ବୋଲି କହିଛନ୍ତି ବିଜେପି ନେତା...
‘ମୋ’ ସରକାର’ ଅଧିନକୁ ଆସିଲା ୬ ବିଭାଗ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ମୋ ସରକାର’। ଏହା ଅଧିନରେ ରହିଥିଲା ଥାନା ଓ ଡାକ୍ତରଖାନା। ଦୁଇ ମାସ ପରେ ମୋ ସରକାର ଯୋଜନା...
ମହାରାଷ୍ଟ୍ର ବିଜେପିରେ ବିଦ୍ରୋହ – ଦଳ ଛାଡ଼ିବେ କି ପଙ୍କଜା ମୁଣ୍ଡେ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହାରାଷ୍ଟ୍ରରେ ତିନି ଦିନରେ ଫଡ୍ନବିସ୍ ସରକାର ଭାଙ୍ଗିବା ପରେ ବିଜେପିରେ ବିଦ୍ରୋହ ଦେଖାଦେଇଛି। ଏହି ବିଦ୍ରୋହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ କରିଛନ୍ତି। ଯଦିଓ ସେ...
କିଏ ନାନା ପାଟୋଲେ? ଯିଏ ହେଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି। ତେବେ ଜାଣନ୍ତୁ କିଏ ନାନା ପାଟୋଲେ ଯାହାଙ୍କ ଉପରେ କଂଗ୍ରେସ ଭରସା କରିଛି।
କଂଗ୍ରେସ ନାନା ପଟେଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି।...
‘ମୋ’ ସରକାର’ ଅଧିନରେ ଆସିବ କାଳିଆ ଯୋଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୋ ସରକାର’ ଅଧିନରେ ଆସିବ ‘କାଳିଆ’ ଯୋଜନା। ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ। କାଳିଆ ଯୋଜନା ମୋ ସରକାର ଅଧିନରେ ଆସିବା ପରେ ପ୍ରଶାସନିକ ଅଧିକାରୀମାନେ ଫୋନ୍...
ଅମିତ ଶାହଙ୍କ ଭରସା – କଡ଼ା ପଦକ୍ଷେପର ଯୁଗ ସରିଲା, ଏବେ ଦୌଡ଼ିବ ଅର୍ଥନୀତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦେଶରେ ଆର୍ଥିକ ମାନ୍ଦା ଅବସ୍ଥାକୁ ନେଇ ସବୁ ସ୍ତରରେ ଚିନ୍ତା ପ୍ରକଟ କରାଯାଉଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭରସା ଦେଇ କହିଛନ୍ତି ଯେ ଯେତେ ସବୁ...
କଂଗ୍ରେସର ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହେଲେ କଂଗ୍ରେସର ନାନା ପାଟୋଲେ। ବାଚସ୍ପତି ପଦ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ନାନା ପାଟୋଲେ। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ...
ଝାଡ଼ଖଣ୍ଡରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍, ମୋଟ୍ ୬୨.୮୭ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୨.୮୭ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ...




















