୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ଖାରବେଳ ଭବନରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୮ ହଜାର ୯୩୮ କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍ ଟେଷ୍ଟ୍‌ରେ ପାସ୍ ହେଲେ ଉଦ୍ଧବ ଠାକ୍‌ରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫ୍ଲୋର୍ ଟେଷ୍ଟରେ ପାସ୍ ହେଲେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ମହାରାଷ୍ଟ୍ର ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବହୁମତ ପରୀକ୍ଷା ଥିଲା। ଠାକ୍‌ରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।...

ମୋକିମ-ସାମନ୍ତରାୟ ନିର୍ବାଚନ ମାମଲାର ଶୁଣାଣି ୬ରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ଆସିଥିବା  ନିର୍ବାଚନ ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ। ମୋକିମଙ୍କ ନିର୍ବାଚନ ବିରୋଧରେ ପୂର୍ବତନ ବିଧାୟକ ତଥା ପରାଜିତ ପ୍ରାର୍ଥୀ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନ ପାଇଁ ଜାରି ରହିଛି ମତଦାନ। ଦିନ ୧ଟା ସୁଦ୍ଧା ୪୭ ପ୍ରତିଶତ ଭୋଟିଂ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ...

ଆଜି ଫ୍ଲୋର ଟେଷ୍ଟ ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଦିନ ୨ଟା ବେଳେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ। ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏନସିପି ବିଧାୟକ ଦିଲୀପ ବାଲସେ ପାଟିଲ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ପ୍ରଥମ ପର୍ଯ୍ୟାୟ ଭୋଟିଂରେ ପୋଲ ଉଡ଼ାଇଲେ ନକ୍ସଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ମତଦାନ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ। ଝାଡ଼ଖଣ୍ଡ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ୩ଟା...

ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର୍ ଟେଷ୍ଟ – ଉଦ୍ଧବ ଦେବେ ଅସଲି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ବିଧାନସଭାରେ ଶନିବାର ଫ୍ଲୋର୍ ଟେଷ୍ଟ୍ ହେବ। ଯେଉଁଥିରେ ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବ ଠାକରେ ଗୃହରେ ନିଜର ବହୁମତ ସାବ୍ୟସ୍ତ କରିବେ। ଗୁରୁବାର ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ...

ସରିନି ମହାରାଷ୍ଟ୍ର ଡ୍ରାମା, ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ଏକ ମାସ ଧରି ମହାରାଷ୍ଟ୍ରରେ ଚାଲିଥିବା ପଲିଟିକାଲ ଡ୍ରାମାର ପରିଣାମ ଗୁରୁବାର ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ପରେ ଶେଷ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସର ମିଳିତ ମେଣ୍ଟ ମହାରାଷ୍ଟ୍ରରେ ନୂଆ ସରକାର...

ଆସନ୍ତାକାଲିଠୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ – ପୁଣି ବାଜିମାତ୍ ଲକ୍ଷ୍ୟରେ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଥିବା ଝାଡ଼ଖଣ୍ଡ ନିର୍ବାଚନ ଶନିବାର ଆରମ୍ଭ ହେବ। ବିଧାନସଭାର ୧୩ଟି ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ...

ବାପୁଙ୍କ ହତ୍ୟାକାରୀ ଗଡସେଙ୍କୁ ଦେଶଭକ୍ତ କହିଥିଲେ – ଆଜି ଲୋକସଭାରେ ଭୁଲ ମାଗିଲେ ପ୍ରଜ୍ଞା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ନିଜର ଏହି ମନ୍ତବ୍ୟ ପାଇଁ ବହୁ ବିବାଦରେ ଫସିବା ପରେ ଆଜି ଲୋକସଭାରେ ଭୁଲ...