ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ – ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ କହିଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିଧାନସଭାର ଶୀତ ଅଧିବେଶନକୁ ବନ୍ଦ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ଦଳ ଉପନେତା ବିଷ୍ଣୁ ସେଠୀ...
ପଶ୍ଚିମବଙ୍ଗ ଉପ-ନିର୍ବାଚନ, ବିଜେପି ଉପରେ ଭାରି ପଡ଼ିଲେ ଦିଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗରେ ହୋଇଥିବା ଉପ- ନିର୍ବାଚନର ଗୁରୁବାର ଫଳାଫଳ ବାହାରିଛି। ଏହି ନିର୍ବାଚନରେ ବିଜେପି ଉପରେ ଭାରି ପଡ଼ିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ କରାଯାଇଥିଲା।...
ଜାଣନ୍ତୁ, ଉଦ୍ଧବଙ୍କ ସହ ମନ୍ତ୍ରୀ ପଦ ଶପଥ ନେଇଥିବା ୬ ବିଧାୟକ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଲା। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମହା ବିକାଶ ଅଘାଡ଼ି(ଏମ୍ଭିଏ) ମେଣ୍ଟର ମୁଖ୍ୟ ଉଦ୍ଧବ ଠାକ୍ରେ। ଗୁରୁବାର ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ଭବ୍ୟ...
ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାର ଶୀତକାଳୀନ ଅଧିବେଶନ ଆଗୁଆ ଶେଷ ହୋଇଛି। ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୂଲତବୀ ଘୋଷଣା କରିଛନ୍ତି।
ବାଚସ୍ପତି ମୂଲତବୀ ଘୋଷଣା କରିବା ଦ୍ୱାରା ଡିସେମ୍ବର ୧୯ରେ...
ଫଟୋଗ୍ରାଫରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ – ଉଦ୍ଧବ ଠାକ୍ରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକ୍ରେ।
ମହାରାଷ୍ଟ୍ର ମହାମେଣ୍ଟର କମାଣ ଧରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ତେବେ...
ବିବାଦୀୟ ମନ୍ତବ୍ୟ ପରେ ସୁରକ୍ଷା ମନ୍ତ୍ରାଳୟ ପରାମର୍ଶ କମିଟିରୁ ହଟିଲେ ପ୍ରଜ୍ଞା ଠାକୁର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲୋକସଭାରେ ପ୍ରଜ୍ଞା ଠାକୁର ବୁଧବାର ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ବିଜେପି ପକ୍ଷରୁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଜ୍ଞାଙ୍କୁ ସୁରକ୍ଷା ମନ୍ତ୍ରାଳୟର ପରାମର୍ଶ କମିଟିରୁ ହଟାଇ...
ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଅଭିଯୋଗ – ମମତା ମତେ କହିଲେ, ‘ତୁ ଚିଜ ବଡି ହୈ ମସ୍ତ ମସ୍ତ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧଙ୍ଖରଙ୍କ ଭିତରେ ବିବାଦ ଥମିବାର ନାଁ ଧରୁନାହିଁ। ଏବେ ରାଜ୍ୟପାଳ ଅଭିଯୋଗ କରିଛନ୍ତି ଯେ, ମମତା ତାଙ୍କ ଉପରେ ଅଭଦ୍ର...
ବିଧାନସଭାରେ ଝଡ଼ – ‘‘ଶିଳ୍ପ ସଂସ୍ଥାମାନେ ସ୍ଥାନୀୟ ଲୋକଙ୍କୁ ଦେଉନାହାନ୍ତି ଚାକିରି’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଶିଳ୍ପ ପ୍ରତିଷ୍ଠାନମାନେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେଉନାହାନ୍ତି। ବିଧାନସଭାରେ ଏଭଳି ଏକ ଅଭିଯୋଗ କରିଛନ୍ତି ବିଧାୟକ। ବୁଧବାର ଦିନ ବିଧାନସଭାରେ ଦଳ ମତ ନିର୍ବିଶେଷରେ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି।...
ଅଜିତ ପାୱାର ପୁଣି ହୋଇପାରନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ଆଜି ଗଠନ ହେବ ଶିବସେନା ନେତୃତ୍ୱାଧିନ ନୂଆ ମେଣ୍ଟ ସରକାର। ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟର ମୁଖ୍ୟ ଭାବେ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଏନ୍ସିପିକୁ...
ଦିନେ ଶରଦଙ୍କୁ ଶିବସେନାର ଶତ୍ରୁ କହିଥିଲେ ବାଲ୍ ଠାକରେ, ଆଜି ମିଶିକି କରୁଛନ୍ତି ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଶରଦ ପାୱାରଙ୍କ ଦଳ ଏନସିପି ଓ କଂଗ୍ରେସର ହାତ ଧରି ଗୁରୁବାର ...




















