ମହାରାଷ୍ଟ୍ରରେ ବିଜେପିର ନୂଆ ଷ୍ଟ୍ରାଟେଜି – ବାଇ ‘ହୁକ୍ ଅର୍ କ୍ରୁକ୍’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ର ମହାନାଟକ ଶେଷ। ‘ହୁକ୍‌ ଅର୍‌ କ୍ରୁକ୍‌’ ପଲିସିରେ ମହାରାଷ୍ଟ୍ର ଦଖଲ କଲା ବିଜେପି। ରାତାରାତି ସରକାର କେମିତି ଗଠନ କରାଯାଏ ତାହା ମହାରାଷ୍ଟ୍ର ରାଜନୀତିରୁ ଦେଖିବାକୁ ମିଳିଛି।...

ଏନ୍‌ସିପି ବିଧାୟକ ଦଳର ନେତା ପଦରୁ ବିଦା ହେଲେ ଅଜିତ ପାୱାର

ଓଡ଼ିଶାଲାଇଭ୍ ବ୍ୟୁରୋ ଏନସିପି ବିଧାୟକ ଦଳର ନେତା ପଦରୁ ବିଦା ହୋଇଛନ୍ତି ଅଜିତ୍ ପାୱାର। ତାଙ୍କ ବଦଳରେ ଦିଲ୍ଲୀପ ପାଟିଲଙ୍କ ଦଳର ନୂଆ ବିଧାୟକ ଦଳର ନେତା ବଛାଯାଇଛି। ଶନିବାର ଶରଦ ପାୱାରଙ୍କ ଅଧ୍ୟକ୍ଷତା...

ବିଜେଡିରେ ଯୋଗ ଦେଲେ ପ୍ୟାରୀ ମହାପାତ୍ରଙ୍କ ଝିଅ ସିକ୍ତା ପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରେ ଯୋଗ ଦେଲେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି। ଶନିବାର ସିକ୍ତା ନବୀନ ନିବାସ ଯାଇ ବିଧିବଦ୍ଧ ଭାବେ ବିଜେଡି ଦଳରେ ମିଶିଛନ୍ତି। ସିକ୍ତା ପତି...

ଏନ୍‌ସିପିର ବିଭୀଷଣ ଅଜିତ ପାୱାର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପିକୁ ରାତି ଅଧରେ ସମର୍ଥନ କରି ଅଡୁଆରେ ଅଜିତ ପାୱାର। ରାଜନୀତିର ହାଇଭୋଲ୍‌ଟେଜ ଡ୍ରାମା ଦେଖିବାକୁ ଚାହୁଁଛନ୍ତି କି? ଯଦି ହଁ ତାହାଲେ ମହାରାଷ୍ଟ୍ର ଆସନ୍ତୁ। କାରଣ ଶୁକ୍ରବାର ରାତିରେ...
supremecourt

ସୁପ୍ରିମକୋର୍ଟ ଗଲା ମହାରାଷ୍ଟ୍ରର ପଲିଟିକାଲ ଡ୍ରାମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ରାଜନୀତିରେ ଘଣ୍ଟାକୁ ଘଣ୍ଟା ନୂଆ ମୋଡ଼ ଦେଖିବାକୁ ମିଳୁଛି। ଏନ୍‌ସିପିର ସମର୍ଥନ ପାଇ ରାତାରାତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହାକୁ ବିରୋଧ...

ମହାରାଷ୍ଟ୍ରରେ ଦାଦା-ପୁତୁରା ଲଢ଼େଇ – ରାତାରାତି ବଦଳିଗଲା ଗଣିତ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ରାତାରାତି ଗଣିତ ବଦଳି ଯାଇଛି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ଶିବସେନାକୁ ସମର୍ଥନ କରିବା ପାଇଁ ଗୋଟି ଚଳନା କରି ଶୁକ୍ରବାର ରାତିରେ ଶୋଇଥିବା ବେଳେ ତାଙ୍କ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ବିଜେପିକୁ ଟକ୍କର ଦେବ ତିନୋଟି ଦଳର ମିଳିତ ମେଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ୩୦ରୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଏଥର ଏକାକି ନିର୍ବାଚନ ଲଢ଼ିବ ବିଜେପି ବିଜେପି ବିପକ୍ଷରେ ଏକାଠି ହୋଇଛନ୍ତି ୩ ଦଳ ବିପକ୍ଷରେ ଏକାଠି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ...

ମହାରାଷ୍ଟ୍ର ଖେଳ – କେତେବେଳେ କ’ଣ ହେଲା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଜାଣନ୍ତୁ, ମହାରାଷ୍ଟ୍ରରେ ରାତାରାତି କେମିତି ହେଲା ସରକାର? ନଭେମ୍ବର ୨୨ ରାତି ୧୧.୪୫ - ଅଜିତ ପାୱାର ଓ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ ଫାଇନାଲ। ରାତି ୧୧.୫୫ -...

“ଦଳ ଭାଙ୍ଗିଗଲା, ପରିବାର ବି ଭାଙ୍ଗିଗଲା”

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତାରାତି ବଦଳିଗଲା ମହାରାଷ୍ଟ୍ର ରାଜନୀତିର ସମୀକରଣ। କାଲି ଶିବସେନା-ଏନ୍‌ସିପି ସରକାର ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଫଳ କିଛି ଓଲଟା ହୋଇଛି। ଶନିବାର ମହାରାଷ୍ଟ୍ରରେ ବିଜେପି ଏସିପି ସହ...

ଏନ୍‌ସିପି ପାଖରେ ନମ୍ବର ଅଛି , ମହାରାଷ୍ଟ୍ରରେ ଏନ୍‌ସିପି ସରକାର ଗଢ଼ିବ – ଶରଦ ପାଓ୍ୱାର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ପରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା ଦେଖିବାକୁ ମିଳୁଛି। ଶନିବାର ଶିବସେନା ଓ ଏନସିପିର ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ମହାରାଷ୍ଟ୍ର ରାଜନୀତି ଆହୁରି ରୋଚକ...