ଜାଣନ୍ତୁ ଅଜିତ ପାୱାର କିଏ? ଯିଏ ହେଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ରାତାରାତି ମହାରାଷ୍ଟ୍ର ରାଜନୀତିକୁ ପଲଟେଇ ଦେଇଥିବା ଅଜିତ ପାୱାର କିଏ? ଏହି ପଟ ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଜିତ ହେଉଛନ୍ତି ଏନସିପିର ଅଧ୍ୟକ୍ଷ ଶରଦ ପାୱାରଙ୍କ ପୁତୁରା।...

ଏନ୍‌ସିପି ନେତା ଅଜିତ ପାଓ୍ୱାର ବିଶ୍ୱାସଘାତକ – ଶିବସେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ବିଜେପିର ସରକାର ଗଠନ କରିବା ପରେ ଏନ୍‌ସିପିକୁ ଟାର୍ଗେଟ କଲା ଶିବସେନା। ଶିବସେନା ମୁଖପାତ୍ର ସଞ୍ଜୟ ରାଓ୍ୱତ ସିଧାସଳଖ ଟାର୍ଗେଟ କରି ଏନସିପି ନେତା ତଥା ମହାରାଷ୍ଟ୍ରର ନୂଆ ଉପମୁଖମନ୍ତ୍ରୀ...

ଶପଥ ନେଲା ପରେ ଫଡନାଭିସ କହିଲେ, ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଶୋଭା ଦେଉନଥିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ରାତାରାତି ନୂଆ ମୋଡ଼ ଆସିବା ପରେ ନାଟକୀୟ ଢଙ୍ଗରେ ସରକାର ଗଠନ କରିଛି ବିଜେପି। ସମସ୍ତଙ୍କୁ ଚକିତ କରି ଶନିବାର ସକାଳେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର...

ଅଚାନକ ଶପଥ ନେଲେ ଫଡନାଭିସ୍‌, ଶିବସେନା ଶିଶୁପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ର ରାଜନୀତିରେ ରାତାରାତି ନୂଆ ମୋଡ଼। ଏନସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଢ଼ିଲା ବିଜେପି। ଦେବେନ୍ଦ୍ର ଫଡ଼ନାଭିସ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ନେଇଛନ୍ତି। ଏନ୍‌ସିପିର ବରିଷ୍ଠ...

ନିର୍ବାଚନ ପୂର୍ବରୁ ଝାଡଖଣ୍ଡରେ ନକ୍ସଲ ହମ୍‌ଲା -–୪ ପୋଲିସ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୩୦ରେ ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଜମୁଛି। ହେଲେ ନିର୍ବାଚନ ପୂର୍ବରୁ ନକ୍ସଲମାନେ ବଡ଼ ଧରଣର ହମ୍‌ଲା କରିଛନ୍ତି। ପୋଲିସ ବାହିନୀ ଉପରକୁ...

ସ୍ୱଚ୍ଛତା ପାଇଁ ଓଡ଼ିଶା ପାଇଲା ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ପରିମଳରେ ସ୍ୱଚ୍ଛତା ଆଣିବାରେ ଓଡ଼ିଶା ହେଉଛି ଶ୍ରେଷ୍ଠ ରାଜ୍ୟ। ଏହି ସଫଳତା ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ ଓଡ଼ିଶାକୁ ମିଳିଛି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ପଞ୍ଚାୟତିରାଜ, ପାନୀୟ...

ବିରୋଧୀଙ୍କୁ କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ – ‘‘ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ରାଜନୀତି କରନି’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିରୋଧୀଙ୍କୁ ଆଜି କଡ଼ା ଭାଷାରେ ଜବାବ ଦେଇଛନ୍ତି। ମହିଳାମାନଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ଯେଉଁ ରାଜନୀତି କରାଯାଉଛି ତାହା ବନ୍ଦ କର...

ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ବିରୋଧରେ ସୁପ୍ରିମକୋର୍ଟରେ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ନେଇ ରାସ୍ତା ସଫା ହେଉଥିବା ବେଳେ ଏଥିରେ କେଁ ବାହାରୁଛି। ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଏବେ ଏକାଠି ହୋଇଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଦଳ। ମିଳିତ...

ମହାରାଷ୍ଟ୍ରରେ ସରକାର ଗଣିତ – ଶିବସେନାକୁ ମୁଖ୍ୟମନ୍ତ୍ରୀ, ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ଗଠନ ହେବ ମିଳିତ ସରକାର। ଗତ ଦୁଇ ଦିନ ହେଲା ଏମିତି ଚର୍ଚ୍ଚା ଚାଲିଛି। ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ହୋଇ ସରକାର ଗଠନ କରିବେ ବୋଲି ଚିତ୍ର ସ୍ପଷ୍ଟ...

ମହାରାଷ୍ଟ୍ରରେ ହେବ ଶିବସେନା ସରକାର!

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଢ଼ିବା ପାଇଁ ବାଟ ଫିଟୁଛି। ଏକଥା ନିଜେ ଉଦ୍ଧବ ଠାକ୍‌ରେ ଶିବସେନା ବିଧାୟକ ଦଳ ବୈଠକରେ କହିଥିବା ବିଧାୟକ ଭାସ୍କର ଯାଦବ କହିଛନ୍ତି। ସରକାର...