ଓଡ଼ିଶାରେ ବଢ଼ିଛି ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବୃଦ୍ଧି ପାଇଛି। ୨୦୦୧ର ସର୍ଭେ ଅନୁସାରେ ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ଥିଲା ୫୧.୧ ପ୍ରତିଶତ। ସେହିପରି ୨୦୧୧ରେ ସାକ୍ଷରତା ହାର...

ବଦଳିଲେ ଡିଜି, ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲିସ ଡିଜି ବି କେ ଶର୍ମାଙ୍କୁ ରାତାରାତି ବଦଳାଇବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ଡାକି ମିଡିଆ ସେଲ୍‌ ମୁଖ୍ୟ ସତ୍ୟପ୍ରକାଶ ନାୟକ...

ଅନଲାଇନରେ ସହରବାସୀଙ୍କୁ ମିଳିବ ସମସ୍ତ ସୁବିଧା, ତିନି ସଂସ୍ଥା ସହ ଏମ୍‌ଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ସହରବାସୀଙ୍କୁ ଅନଲାଇନ୍ ସାହାଯ୍ୟରେ ସମସ୍ତ ସୁବିଧାସୁଯୋଗ ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର। ଗୁରୁବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ସହରବାସୀଙ୍କୁ ରାଜ୍ୟସରକାର ଅନଲାଇନ୍...

ଉଦ୍ଧବ ଠାକ୍‌ରେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପ୍ରାୟ ମାସେ ହେଲା ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ମହାଡ୍ରାମା ଚାଲିଛି। ସରକାର କିଏ ଗଠନ କରିବ ଏବଂ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ...

ଲୋକସଭାରେ ଉଠିଲା ମାଙ୍କଡ଼ ଉପଦ୍ରବ, ହେମାମାଳିନୀ କହିଲେ ହାଲ୍‌କା ଭାବେ ନିଅନି

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ମାଙ୍କଡ଼ ଉପଦ୍ରବକୁ ନେଇ ଗୁରୁବାର ଘମାଘୋଟ ଆଲୋଚନା ହୋଇଛି। ମଥୁରା ଓ ଦିଲ୍ଲୀରେ ମାଙ୍କଡ଼ ଉପଦ୍ରବ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ସାଂସଦମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବଲିଉଡ...

ବିଜୟ ଶର୍ମାଙ୍କ ବିରୋଧରେ ଅଭିଯୋଗ – ତଦନ୍ତ କରିବେ ତିନି ଜଣିଆ କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସ ଡିଜି ପଦରୁ ବିଜୟ ଶର୍ମାଙ୍କୁ ହଟାଯିବା ପଛରେ କ’ଣ କାରଣ ରହିଛି ତାହା ଏବେ କ୍ରମଶଃ ପଦାକୁ ଆସିବାରେ ଲାଗିଛି। ବୁଧବାର ସନ୍ଧ୍ୟାରେ ଓଡ଼ିଶା ସରକାର ଅଭୟଙ୍କୁ ପୋଲିସ ମହାନିର୍ଦ୍ଦେଶକ...

୨୩ରେ କଂଗ୍ରେସର ‘ଦେଶ ବଞ୍ଚାଅ’ ଆନ୍ଦୋଳନ, ଭୁବନେଶ୍ୱରରେ ହେବ ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବେରୋଜଗାରୀ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାରକୁ ଅସ୍ତ୍ର କରିଛି କଂଗ୍ରେସ। ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ କଂଗ୍ରେସ ‘ଦେଶ ବଞ୍ଚାଅ’ ଆନ୍ଦୋଳନ କରିବ। ମୋଦି ସରକାରଙ୍କ ଅସଲ ଗୁମରକୁ...

ଆନ୍ଦୋଳନରୁ ଓହରିଲେ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଚାଷୀ। ପଶ୍ଚିମ ଓଡ଼ିଶାରେ ଦୀର୍ଘ ତିନି ଦିନ ହେଲା ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇଛି।  ଗୁରୁବାର ଚାଷୀ ପ୍ରତିନିଧିମାନଙ୍କ ସହ ବୈଠକ...

ବିଜେପି ଉଠାଇଲା ପ୍ରଶ୍ନ – ରାତି ଅଧିଆ ବିଜୟ ଶର୍ମାଙ୍କୁ କାହିଁକି ବିଦା କରାଗଲା?

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲିସ ଡିଜି ବିଜୟ ଶର୍ମାଙ୍କ ବଦଳିକୁ ନେଇ ଜୋର୍‌ ଧରିଛି ରାଜନୀତି। ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ୫ ମାସ ତଳେ ବିଜୟ ଶର୍ମାଙ୍କୁ କାହିଁକି ଡିଜି...

ନୂଆ ଓଡ଼ିଶାର ନିର୍ମାତା ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ। ୧୮୯୯ ମସିହା, ନଭେମ୍ବର ୨୧ରେ ଭଦ୍ରକର ଅଗରପଡ଼ାରେ ଜନ୍ମ ହୋଇଥିଲେ ସେ। ଆଜି ତାଙ୍କ...