ଭୁବନେଶ୍ୱର-ୟୁଏଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ରକୁ ଧର୍ମେନ୍ଦ୍ରଙ୍କ ଚିଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଓ ୟୁଏଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରକୁ ଚିଠି ଲେଖିଛନ୍ତି।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖି...
କାହିଁକି ଅଚାନକ୍ ବଦଳିଗଲେ ପୋଲିସ ଡିଜି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟ ପୋଲିସ ମୁଖିଆ ପଦରୁ ହଟିଲେ ବି କେ ଶର୍ମା। ତାଙ୍କ ଜାଗାରେ କେନ୍ଦ୍ର ଡେପୁଟେସନରେ ଥିବା ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ଅଭୟଙ୍କୁ ପୋଲିସ ଡିଜି ଭାବେ ନିଯୁକ୍ତି...
ଓଡ଼ିଶା ପୋଲିସର ନୂଆ ଡିଜି ହେଲେ ଅଭୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଲିସର ନୂଆ ଡିଜି ହେଲେ ଆଇପିଏସ୍ ଅଫିସର ଅଭୟ। ଅଭୟ ଏବେ କେନ୍ଦ୍ର ଡେପୁଟେସନରେ ଅଛନ୍ତି। ସେ ଡେପୁଟେସନରୁ ଆସିବା ପର୍ଯ୍ୟନ୍ତ ଡିଜି ଦାୟିତ୍ୱ ସତ୍ୟଜିତ ମହାନ୍ତି ସମ୍ଭାଳିବେ...
ନଇଁଲେ ସରକାର! ଟୋକନ୍ ବ୍ୟବସ୍ଥା ସରଳୀକରଣ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖରିଫ୍ ଧାନ କିଣାରେ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଦେଖାଦେଇଥିବା ଚାଷୀ ଆନ୍ଦୋଳନରେ ଟୁଇଷ୍ଟ ଆସିଛି। ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ରେ ଚାଷୀ ପ୍ରତିନିଧି ଏବଂ...
କାହିଁକି ମୋଦୀଙ୍କୁ ଭେଟିଲେ ଶରଦ ପାୱାର?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୋଦୀ-ଶରଦ ପାୱାରଙ୍କ ଭେଟ୍ଘାଟ୍କୁ ନେଇ ଗରମ ହେଲା ରାଜନୀତି ପାଣିପାଗ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଏନ୍ସିପି ମୁଖ୍ୟ ଶରଦ ପାୱାର। ପ୍ରଧାନମନ୍ତ୍ରୀଙ୍କ ଅଫିସ୍ରେ ମୋଦୀ-ପାୱାର ଭେଟ୍ଘାଟ୍ ହୋଇଛି।...
ବିଧାନସଭାରେ ମହାରଥୀଙ୍କ ପ୍ରଶ୍ନବାଣ – କାଲି ଥିଲେ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ଆଜି ଗଣଶିକ୍ଷା ମନ୍ତ୍ରୀଙ୍କୁ ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିଜେଡି ବିଧାୟକ ପ୍ରଦୀପ ମହାରଥୀ।
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ବିଧାନସଭାରେ ନୂଆ ଅବତାରରେ ଦେଖିବାକୁ ମିଳୁଛି। ଶାସକ ଦଳ ସଭ୍ୟ ହୋଇ ସେ ମନ୍ତ୍ରୀଙ୍କୁ...
୨ ଦିନିଆ ବଲାଙ୍ଗିର ବନ୍ଦ – ସରକାରୀ ଅଫିସ୍ରେ ତାଲା, ବ୍ୟାଙ୍କ ସେବା ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪୮ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଗୁରୁବାର ଯାଏଁ ଚାଲିବ।
ବନ୍ଦ ପ୍ରଭାବରେ ସରକାରୀ...
ରାଜ୍ୟସଭାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବଦଳିଗଲା ଆସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି-ଶିବସେନା ଭିତରେ ଯେଉଁ ଛକାପଞ୍ଝା ଚାଲିଥିଲା ତାର ପ୍ରଭାବ ରାଜ୍ୟସଭାରେ ପଡ଼ିଛି। ରାଜ୍ୟସଭାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଆସନ ବଦଳି ଯାଇଛି। ସେ...
କୃଷି ମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ଆଣିଲେ ସ୍ୱାଧୀକାର ଭଙ୍ଗ ନୋଟିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ କଂଗ୍ରେସ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଛନ୍ତି। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ କୃଷି ମନ୍ତ୍ରୀ ଭୁଲ୍...
କଶ୍ମୀରକୁ ସଠିକ୍ ସମୟରେ ମିଳିବ ଇଣ୍ଟରନେଟ୍ ସୁବିଧା – ରାଜ୍ୟସଭାରେ କହିଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀରର ବର୍ତ୍ତମାନର ପରିସ୍ଥିତି ବିଷୟରେ ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୁଧବାର କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ କଶ୍ମୀରରେ ଇଣ୍ଟରନେଟ୍ ସୁବିଧା ବନ୍ଦ ହେବାକୁ ନେଇ...




















