ସୁପ୍ରିମକୋର୍ଟର ପ୍ରଧାନ ଚିଚାରପତି ଭାବେ ଶପଥ ନେଲେ ଶରଦ ଅରବିନ୍ଦ ବୋବଡେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟର ପ୍ରଧାନ ଚିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଶରଦ ଅରବିନ୍ଦ ବୋବଡେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ବୋବଡେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଏଥିସହ ଶରଦ ଅରବିନ୍ଦ...
ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଜେଡିର ଦାବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ସଂସଦରେ ଆଗତ ହେବ ବିଲ୍। ରବିବାର ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ଦଳର ନେତା ପୀନାକି ମିଶ୍ର ଦାବି ଜଣାଇଛନ୍ତି।
ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର...
ଲକ୍ଷ୍ମୀପୁର ବିଧାୟକଙ୍କ ଉପରେ ଜରିମାନା ଲଗାଇଲେ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକ୍ଷ୍ମୀପୁରର ବିଜେଡ଼ି ବିଧାୟକ ପ୍ରଭୁ ଜାନିଙ୍କ ଉପରେ ଓଡ଼ିଶା ହାଇକୋର୍ଟ ଦୁଇ ହଜାର ଟଙ୍କା ଜରିମାନା କରିଛନ୍ତି। ତାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ଯେଉଁ ମକଦ୍ଦମା ରୁଜୁ କରାଯାଇଛି ତାହାର ଉତ୍ତର...
ମହାରାଷ୍ଟ୍ରରେ ସସପେନ୍ସ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ସରକାର ଗଠନ ଏବେ ବି ଅନିଶ୍ଚିତତା ଦେଇ ଗତି କରୁଛି। ସେଠି ମିଳିତ ସରକାର ଗଠନ ହେବ କି ନା ତାହା ଏବେ ପୂରାପୂରି ନିର୍ଭର କରୁଛି କଂଗ୍ରେସ ସଭାପତି...
ଧନ୍ୟ ଗଣଶିକ୍ଷା ବିଭାଗ – ଲେଖିଲେ ଗାନ୍ଧୀଙ୍କ ମୃତ୍ୟୁ ଏକ ‘ଆକସ୍ମିକ ଘଟଣା’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗଣଶିକ୍ଷା ବିଭାଗର ବିଚିତ୍ର ନୀତି। ପୁସ୍ତିକାରେ ଗାନ୍ଧୀ ମୃତ୍ୟୁକୁ ‘ଆକସ୍ମିକ ଘଟଣା’ ଲେଖିବାକୁ ନେଇ ଝଡ଼।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କିଏ ହତ୍ୟା କରିଥିଲେ? ଏହି କଥା ଯଦି ଯେ...
ବିଧାନସଭାରେ କାହିଁକି କକ୍ଷ ତ୍ୟାଗ କରି ଧାରଣାରେ ବସିଲେ ବିଜେପି ବିଧାୟକ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାନସଭାରେ ବାଚସ୍ପତି ଓ ବିରୋଧୀ ଦଳ ଉପନେତା କଥା କଟାକଟି।
ଗତ ଚାରି ଦିନ ହେଲା ବିଧାନସଭାର ଶୀତ ଅଧିବେଶନ ଚାଲିଛି। ହେଲେ ଗତ ତିନି ଦିନ ଅପେକ୍ଷା ଚତୁର୍ଥ ଦିନର...
ଫେବ୍ରୁଆରି ଶେଷ ସୁଦ୍ଧା ବିଜେଡିର ସାଙ୍ଗଠନିକ ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୁବ୍ଶୀଘ୍ର ବିଜେଡି ଆରମ୍ଭ କରିବ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା। ତିନି ମାସ ଭିତରେ ଏହି ପ୍ରକ୍ରିୟା ଶେଷ ହେବ। ଫେବ୍ରୁଆରି ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି...
ସ୍ମିତାରାଣୀ ମୃତ୍ୟୁ ନେଇ ସରଗରମ ବିଧାନସଭା – ଗୃହ ତ୍ୟାଗ କରି ଧାରଣାରେ ବିଜେପି ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଧାନସଭା ଛାଡ଼ି ଶନିବାର ଧାରଣାରେ ବସିଛନ୍ତି ବିଜେପି ବିଧାୟକ। ବିଧାନସଭା କକ୍ଷ ତ୍ୟାଗ କରି ବିଜେପି ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ...
ବିଧାନସଭାରେ ଥମୁନି ‘ସ୍ମିତାରାଣୀ’ ଝଡ଼ – ମୁହଁରେ କଳାପଟି ବାନ୍ଧି ବସିଲେ ବିଜେପି ବିଧାୟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାନସଭା ଶୀତ ଅଧିବେଶନର ଥମୁନି ସ୍ମିତାରାଣୀ ବିଶ୍ୱାଳ ଝଡ଼। ପ୍ରଥମ ଓ ଦ୍ୱିତୀୟ ଦିନ ସ୍ମିତାରାଣୀ ଝଡ଼ରେ ବିଧାନସଭା ଧୋଇ ହୋଇ ଯାଇଥିବା ବେଳେ ତୃତୀୟ ଦିନରେ ବିଜେପି ବିଧାୟକମାନେ...
ସରକାରଙ୍କୁ କଟାକ୍ଷ କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର – ନାଥୁରାମ ଗଡ୍ସେଙ୍କ ମନ୍ଦିର କେବେ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେବେ ହେବ ନାଥୁରାମ ଗଡ୍ସେଙ୍କ ମନ୍ଦିର ନିର୍ମାଣ? ଏମିତି ପ୍ରଶ୍ନ ଆଜି ବିଧାନସଭାରେ ପଚାରି ସରକାରଙ୍କୁ ଘେରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ବିଧାନସଭାରେ ଆଜି ରାଜସ୍ୱ ବିଭାଗ...




















