ପ୍ରଣବ-ସଞ୍ଜୟଙ୍କ ପାଇଁ ବିଜେଡିରେ ଖୋଲିଲା ନୂଆ ପଦବୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଣବ ପ୍ରକାଶ ଦାସ ଏବଂ ସଞ୍ଜୟ ଦାସବର୍ମାଙ୍କୁ ଥଇଥାନ କରିବା ପାଇଁ ବିଜେଡିରେ ନୂଆ ପଦବୀ।
ବିଜୁ ଜନତା ଦଳ ଗଠନକୁ ୨୨ ବର୍ଷ ପୂରିଲାଣି। ୨୨ ବର୍ଷ ଭିତରେ ଯାହା...
ରଞ୍ଜନ ଗୋଗୋଇ : ଜଣେ ସାଧାରଣ ଓକିଲରୁ ସୁପ୍ରିମେକାର୍ଟର ପ୍ରଧାନ ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୌହାଟି ହାଇକୋର୍ଟ ଜଜ୍ରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ଜଷ୍ଟିସ୍ ରଞ୍ଜନ ଗୋଗୋଇ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳର ଆଜି ଶେଷଦିନ। ନଭେମ୍ବର ୧୭ରେ ସେ...
ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାସ୍ତା ସଫା, ଶନିବାର ରାଜ୍ୟପାଳଙ୍କୁ ଭେଟିବେ ତିନି ଦଳ ନେତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ରାସ୍ତା ଏକ ପ୍ରକାର ସଫା ହୋଇଛି। ତିନି ଦଳ ଏନସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ନ୍ୟୁନତମ ନିଶ୍ଚିତ କାର୍ଯ୍ୟକ୍ରମର ରୂପରେଖ ନେଇ...
ପ୍ରଣବ, ପ୍ରତାପ ଓ ସଂଜୟଙ୍କୁ ବିଜେଡିର ନୂଆ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦଳର ତିନି ପ୍ରମୁଖ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ସେମାନେ ହେଲେ ପ୍ରବଣ ପ୍ରକାଶ ଦାସ, ପ୍ରତାପ କେଶରୀ ଦେବ ଓ ସଞ୍ଜୟ ଦାସ...
ଝାଡ଼ଖଣ୍ଡ ପାଇଁ କଂଗ୍ରେସର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା – ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଛି। ହେଲେ ବିଡ଼ମ୍ବନାର ବିଷୟ ଏହି ୪୦ ଜଣିଆ ତାଲିକାରେ ଏଆଇସିସି ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ...
କ’ଣ ହେବ ମହାରାଷ୍ଟ୍ର ଭାଗ୍ୟ? ଏକାଠି ହେବେ କି ଶିବସେନା-ଏନ୍ସିପି-କଂଗ୍ରେସ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ଏବେ ମୁଖ୍ୟତଃ ତିନି ଦଳ ଶିବସେନା, ଏନ୍ସିପି ଓ କଂଗ୍ରେସ ବାଉଳା ହେଉଛନ୍ତି। କେମିତି ମହାରାଷ୍ଟ୍ରରେ...
ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ – ‘‘ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଗତ ଦୁଇ ଦିନ ହେଲା ବିଧାନସଭା ଉଠୁଥିଲା ପଡୁଥିଲା। ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ଏଥିପାଇଁ ଗୃହ ଅଚଳ ହୋଇଥିଲା।...
ସୁପ୍ରିମକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି – ଆଉ ଚାଲିବ ନାହିଁ ମାନହାନି ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଚୋକିଦାର ଚୋର ହୈ’ କହିଥିଲେ ରାହୁଲ। ରାହୁଲଙ୍କ ଏହି ବୟାନ ପାଇଁ...
ଅଧିକ ମଦ ଦୋକାନ ଖୋଲା ନିଷ୍ପତ୍ତିକୁକୁ ବିରୋଧ, ବିଧାନସଭା ହୁଲ୍ସ୍ତୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକ ମଦ ଦୋକାନ ଖୋଲିବେ ରାଜ୍ୟ ସରକାର। ଏହାସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବା ପରେ ବିରୋଧୀ...
ବିଧାନସଭାରେ ସ୍ମିତାରାଣୀ ଝଡ଼ – ଆରମ୍ଭରୁ ତାତିଲା ଶୀତ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ମହିଳା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଛି। ବିରୋଧୀ କଂଗ୍ରେସ ଏବଂ ବିଜେପିର ନାରାବାଜିରେ ଆରମ୍ଭରୁ ବିଧରାନସଭାରେ ତାତି ଦେଖିବାକୁ...




















