ମହାରାଷ୍ଟ୍ରରେ ବିଜେପି କାହାକୁ ଧୋକା ଦେଇନି – ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ଚାଲିଥିବା ମହାପାଲାକୁ ନେଇ ପ୍ରଥମଥର ପାଇଁ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ମୁହଁ ଖୋଲିଛନ୍ତି। ମହାରାଷ୍ଟ୍ରରେ ବିଜେପି କାହାକୁ ଧୋକା ଦେଇନି ବୋଲି କହିଛନ୍ତି ଅମିତ୍‌ ଶାହ। "ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର...

ବିଧାନସଭାରେ ୮୧୨୬.୩୨ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ୍‌। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ୍‌ ବ୍ୟୟ ମଞ୍ଜୁରୀ ବିଲ୍‌ ଆଗତ କରିଥିଲେ। ଅତିରିକ୍ତ ବଜେଟ୍‌ ପରିମାଣ ମୋଟ...

ଏଣିକି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇରେ ତଥ୍ୟ ଦେବାକୁ ବାଧ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ ଆର୍‌ଟିଆଇ ପରିସରଭୁକ୍ତ ହେଲା ସିଜେଆଇ ଅଫିସ୍‌ ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଇଲେ ରାୟ ସୁପ୍ରିମକୋର୍ଟ କହିଲେ, ‘‘ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେଉଛି ପବ୍ଲିକ ଅଥରିଟି’’ ଐତିହାସିକ...
supremecourt

କର୍ଣ୍ଣାଟକରେ ଫସିଲା ବିଜେପି, ଛକା ନ ମାରିଲେ ସରକାର ଗୋଲ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକରେ ଦଳ ବଦଳ କରିଥିବା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ ରହିବା ପରେ ସେଠାକାର ରାଜନୀତି ଏବେ ଗୋଳମାଳିଆ ହୋଇପଡ଼ିଛି। ଏଣେ ମହାରାଷ୍ଟ୍ରରେ ତ ବିଜେପି...

ବିଧାନସଭାରେ ଅନୁପସ୍ଥିତ ରହିଲେ ନେବାକୁ ପଡ଼ିବ ନବୀନଙ୍କ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାପନ ନେଇ ଆଜି ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ସଦସ୍ୟଙ୍କୁ ଦୈନିକ ବିଧାନସଭାରେ ଉପସ୍ଥିତ ରହିବାକୁ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ...

ଗୃହର ପ୍ରଥମ ଦିନରେ ବିରୋଧୀଙ୍କ ହୋହଲ୍ଲା, ୩ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି

ଓଡ଼ିଶାଲାଇଭ୍ ବ୍ୟୁରୋ   ଆଜିଠୁ ଷୋଡ଼ଶ ଶୀତକାଳୀନ ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ୩ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ...

ବିଧାନସଭାରେ ପିସି କାରବାର ଓ ନାରୀ ନିର୍ଯାତନାକୁ ଅସ୍ତ୍ର କରିବ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନରେ ଗୃହ କମ୍ପିବ। ଚାଷୀ, ପିସି କାରବାର, ନାରୀ ନିର୍ଯାତନାକୁ ନେଇ କଂଗ୍ରେସ ସରକାରଙ୍କୁ ଘେରିବ। ଏନେଇ କଂଗ୍ରେସ ବିଧାୟକ ଦଳ...

ଜାଣନ୍ତୁ, କେବେ ଓ କାହିଁକି ଲାଗିଥାଏ ରାଷ୍ଟ୍ରପତି ଶାସନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ନେଇ ଲାଗିଥିବା ବାଦ ବିବାଦର ଅନ୍ତ ଘଟିଲା। ବିଜେପି ସରକାର ଗଢ଼ିପାରିବନି ବୋଲି କହିବା ପରେ ଶେଷରେ ଶିବସେନା ମଧ୍ୟ ସରକାର ଗଢ଼ିବାରେ ଅସମର୍ଥ ହୋଇଛି। ଫଳରେ...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ – କଂଗ୍ରେସ-ଏନ୍‌ସିପିର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁକୁ ବିରୋଧ କରିଛନ୍ତି ଏନ୍‌ସିପି-କଂଗ୍ରେସ। ମୁମ୍ବାଇରେ ଏନ୍‌ସିପି-କଂଗ୍ରେସର ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ରାଷ୍ଟ୍ରପତି ଶାସନ ଜାରି କରି ଗଣତନ୍ତ୍ର ଏବଂ ସମ୍ବିଧାନର ମଜା ଉଡ଼ାଇବାକୁ...

ବୁଧବାରଠୁ ବିଧାନସଭାର ଶୀତ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ...