ମହାରାଷ୍ଟ୍ର ମହାପାଲା, ଆଜି ଯାଏଁ ଯାହା ହେଲା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୯ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିଲା ମହାନାଟକ। ରାଷ୍ଟ୍ରପତି ଶାସନ ପରେ ନାଟକ ହେଲା ଶେଷ। ଗତ ୧୯ ଦିନ ହେଲା ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ପାଲା ଚାଲିଛି। ଅକ୍ଟୋବର...

ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ରାଜ୍ୟପାଳ ଦେଇଥିବା ସୁପାରିଶଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର କରିଛନ୍ତି। ରାଜ୍ୟରେ କୌଣସି ଦଳ କିମ୍ବା ମେଣ୍ଟ ସରକାର...

ବିଧାନସଭା ଶୀତ ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଏଥିପାଇଁ ବିଧାନସଭା ପରିସରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ବିଧାନସଭାର ସୁରକ୍ଷା ପାଇଁ ମୋଟ୍ ୩୦ ପ୍ଲାଟୁନ୍...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ! ରାଜ୍ୟପାଳଙ୍କ ପ୍ରସ୍ତାବରେ କେନ୍ଦ୍ର କ୍ୟାବିନେଟ୍‌ ମାରିଲା ମୋହର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ଜାରି ହେବ ରାଷ୍ଟ୍ରପତି ଶାସନ। ଏନେଇ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି କେନ୍ଦ୍ର ସରକାରଙ୍କୁ ପଠାଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ...

ମହାରାଷ୍ଟ୍ର ମହାନାଟକ – ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଶିବସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିବସେନା ଉଠାଇଲା ପ୍ରଶ୍ନ – ବିଜେପିକୁ ୪୮ ଘଣ୍ଟା ଆମକୁ ୨୪ ଘଣ୍ଟା ସମୟ କାହିଁକି? ମହାରାଷ୍ଟ୍ରରେ ଘଡ଼ିକେ ଘୋଡ଼ା ଛୁଟୁଛି। ସରକାର ଗଠନକୁ ନେଇ ଏବେ ବି ଅସ୍ଥିରତା ଲାଗି ରହିଛି।...

ଦୁଇ ଦିନିଆ ବ୍ରାଜିଲ ଗସ୍ତରେ ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୧ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବ୍ରାଜିଲ ଗସ୍ତ କରିଛନ୍ତି। ମଙ୍ଗଳବାର ଓ ବୁଧବାର ମୋଦୀ ଦୁଇ ଦିନ ବ୍ରାଜିଲରେ ରହିବେ। ଏହି...

ରାଷ୍ଟ୍ରପତି ଶାସନ ଆଡ଼କୁ ମୁହାଁଉଛି ମହାରାଷ୍ଟ୍ର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଏକ ରକମ ନିଶ୍ଚିତ। ବିଜେପି ଓ ଶିବସେନା ସରକାର ଗଠନ ପାଇଁ ସମର୍ଥ ନହେବା ପରେ ତୃତୀୟ ବଡ଼ ଦଳ ଭାବରେ ମହାରାଷ୍ଟ୍ର...

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାଓ୍ୱନ୍ତଙ୍କ ସ୍ଥାନ ନେଲେ ଜାଭେଦକର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ଶିବସେନା ସାଂସଦ ଅରବିନ୍ଦ ସାଓ୍ୱତଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନ ନେଲେ ପ୍ରକାଶ ଜାଭେଦକର। ମଙ୍ଗଳବାର ଭାରିଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଭାବେ ଜାଭେଦକର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି।...

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସ୍‌ପେନ୍ସ – ରାଜ୍ୟପାଳଙ୍କୁ ଭେଟିଲେ ଏନ୍‌ସିପି ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏନ୍‌ସିପିକୁ ମଙ୍ଗଳବାର ସକାଳ ସାଢ଼େ ୮ଟା ଯାଏଁ ମହଲତ ଦେଲେ ରାଜ୍ୟପାଳ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସ୍ୟାରିଙ୍କୁ ଭେଟିଲେ ଏନ୍‌ସିପି ନେତା ଅଜିତ ପାୱାର ଏବଂ ଧନଞ୍ଜୟ ମୁଣ୍ଡେଙ୍କ ସମେତ...

ଦିନକ ପରେ ବିଧାନସଭା – ନାରୀ ନିର୍ଯାତନା ଓ ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି। ଏହି ଅଧିବେଶନରେ ଓଡ଼ିଶା ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବାକୁ ଶାସକ ବିଜେଡି...