ମହାରାଷ୍ଟ୍ର ମହାନାଟକ – ସରକାର ଗଠନ କରିବାକୁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ହୋଇଛି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ। ଶେଷ ଦିନରେ ରାଜ୍ୟପାଳ ଭଗତ ସିଂହ ବିଜେପିକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ବିଜେପି ଚଳିତ ନିର୍ବାଚନରେ ସର୍ବ ବୃହତ୍ତ ପାର୍ଟି ଭାବେ...
‘ବାବ୍ରୀ ମସ୍ଜିଦ୍’ – ୨୭ ବର୍ଷ ତଳର ଅଭୁଲା କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=cLPC8jaPGXU&feature=emb_logo
୨୭ ବର୍ଷ ତଳେ ଅଯୋଧ୍ୟାରେ ମାଟିରେ ମିଶିଥିଲା ବାବ୍ରୀ ମସ୍ଜିଦ୍। ଜାଣନ୍ତୁ କେମିତି ଭଙ୍ଗା ହେଲା ଷୋଡ଼ଶ ଶତାବ୍ଦୀର ପ୍ରାଚୀନ ବାବ୍ରୀ ମସ୍ଜିଦ୍।
ମୁହଁରେ ଥିଲା ‘ଜୟ ଶ୍ରୀରାମ’ର ନାରା। ହାତରେ ଥିଲା...
ଅଯୋଧ୍ୟାରେ ହେବ ରାମ ମନ୍ଦିର! ସୁପ୍ରିମକୋର୍ଟରେ ହିନ୍ଦୁ ଓ ମୁସଲିମ୍ ପକ୍ଷ କ’ଣ ରଖିଥିଲେ ଯୁକ୍ତି?
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ହିନ୍ଦୁ ଓ ମୁସ୍ଲିମ୍ ପକ୍ଷଙ୍କ କଥା...
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସର ସ୍ୱାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ କଂଗ୍ରେସ ସ୍ୱାଗତ କରିଛନ୍ତି। ଏହି ରାୟ ଉପରେ କଂଗ୍ରେସର ଆଭିମୁଖ୍ୟ କ’ଣ ରହିଛି ତାହା ସାମ୍ନାକୁ ଆସିଛି। ଏନେଇ କଂଗେସର ଜାତୀୟ...
ସୁପ୍ରିମକୋର୍ଟରୁ ଆସିବ ଅଯୋଧ୍ୟା ମାମଲା ରାୟ – ଶାନ୍ତି ବଜାୟ ରଖିବାକୁ ମୋଦୀ କଲେ ନିବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଶନିବାର ସକାଳ ସାଢ଼େ ୧୦ଟାରେ ସୁପ୍ରିମକୋର୍ଟରୁ ଆସିବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ କ’ଣ ରାୟ ଦେବେ ତାକୁ...
ବୈଜୟନ୍ତଙ୍କ ପରିବାରର ଟିଭି ଚ୍ୟାନେଲ ମତେ ବାରମ୍ବାର ‘ଡିଷ୍ଟର୍ବ’ କରୁଛି – ଅନୁଭବ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡା ମୋ’ ନିକଟରୁ ଦେଢ଼ ଲକ୍ଷ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ। ଏହାପରେ ତାଙ୍କ ପରିବାର ମାଲିକାନାରେ ଥିବା ଓଟିଭି ଚ୍ୟାନେଲ...
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ସଫେଇ ଦେଲେ ଅନୁଭବ – କହିଲେ, ‘‘ଏହା ମତେ ବ୍ୟଥିତ କରିଛି’’
ଓଡ଼ିଶାଲାଇଭ୍ ବ୍ୟୁରୋ
କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ଘଟଣାରେ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ତେଜିଥିଲା। ବିଭିନ୍ନ ସାମ୍ବାଦିକ ସଂଘ ଅନୁଭବଙ୍କ ଏଭଳି ଆଚରଣକୁ ନିନ୍ଦା କରିଥିଲେ। ଶେଷରେ...
ମହାରାଷ୍ଟ୍ରରେ ତୁଟୁନି ଭାଗବଣ୍ଟା – ଶିବସେନାର ଫିପ୍ଟି-ଫିପ୍ଟି ଫର୍ମୁଲାକୁ ଫଡ୍ନାବିସ୍ କହିଲେ ମିଛ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଗବଣ୍ଟା ଛିଣ୍ଡୁନି। ଏବେ ବି ବିଜେପି ଏବଂ ଶିବସେନା ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହାରି ଭିତରେ ଦେବେନ୍ଦ୍ର ଫଡ୍ନାବିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...
ଗାନ୍ଧୀ ପରିବାର ଉପରୁ ହଟିବ SPG ସୁରକ୍ଷା, ଏଣିକି ମିଳିବ Z+ ସୁରକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାନ୍ଧୀ ପରିବାର ଉପରୁ ସୁରକ୍ଷା ବ୍ୟବସ୍ଥା କମ୍ କରିବ ଗୃହ ବିଭାଗ। ପୂର୍ବରୁ ଗାନ୍ଧୀ ପରିବାରକୁ ମିଳୁଥିବା ଏସପିଜି ସୁରକ୍ଷା ହଟାଇ ଏବେ କେବଳ Z+ ସୁରକ୍ଷା ପ୍ରଦାନ କରାଯିବ ବୋଲି...
ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଯୋଗ ଦେବେ।
କେନ୍ଦ୍ର ସରକାରରେ ପଡ଼ି...




















