ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର ଶୁକ୍ରବାର ୮୩୦୦କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ କରିଛନ୍ତି। ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ଏହି ବଜେଟକୁ ଆଗତ କରାଯିବ। ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ...

ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇବେ ପ୍ରତାପ ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିବ ଫେମ୍‌ ଇଣ୍ଡିଆ ପକ୍ଷରୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର। ନଭେମ୍ବର ୯ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ...

୯୨ ବର୍ଷରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଆଜି ୯୨ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡଭାନୀଙ୍କୁ...

ମହାରାଷ୍ଟ୍ର ରାଜ୍ୟପାଳଙ୍କ ପାଖରେ ୪ଟି ବିକଳ୍ପ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ କୌଣସି ବୁଝାମଣା ଆଖିରେ ପଡୁନାହିଁ। ଏହି ପରିସ୍ଥିତିରେ ସେଠାକାର ରାଜ୍ୟପାଳ ୪ ଟି ବିକଳ୍ପ ପନ୍ଥା ଅବଲମ୍ବନ କରି...

ଛିଣ୍ଡୁନି ମହାରାଷ୍ଟ୍ର ଗଣିତ – ରାଷ୍ଟ୍ରପତି ଶାସନ ଲାଗୁ ହେବ କି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିନ ଯେତିକି ଗଡୁଛି ମହାରାଷ୍ଟ୍ର ଗଣିତ ସେତିକି ଜଟିଳ ହେଉଛି। ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ଏହିଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦେବେନ୍ଦ୍ର ଫଡ୍‌ନାବିସ୍‌।...

ବିମାନ ଭଡ଼ା – ଦିଲ୍ଲୀରୁ ମହଙ୍ଗା, ଦିଲ୍ଲୀକୁ ଶସ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଦିଲ୍ଲୀରେ ନିକଟରେ ଯେଉଁ ବାୟୁ ପ୍ରଦୂଷଣ ଦେଖାଦେଇଥିଲା, ତାହାର ପ୍ରଭାବ ବିମାନ ଭଡ଼ା ଉପରେ ବି ଦେଖିବାକୁ ମିଳିଛି। ଯଦି ଆପଣ ଦିଲ୍ଲୀରୁ ଅନ୍ୟ କୌଣସି ଦୂର ସହରକୁ ଯାଉଛନ୍ତି...

ଓଡ଼ିଶାରେ ଆଂଶିକ ପଡ଼ିବ ବାତ୍ୟା ପ୍ରଭାବ – ଜାଣନ୍ତୁ କେବେ କେଉଁଠି ହେବ ବର୍ଷା?

ଓଡ଼ିଶାଲାଇଭ୍ ବ୍ୟୁରୋ ୮ ତାରିଖ ଅପରାହ୍‌ଣରୁ ବର୍ଷା ୯ ତାରିଖରେ ପ୍ରବଳ ବର୍ଷା ୮୦ରୁ ୯୦ କିଲୋମିଟର ବେଗରେ ବହିପାରେ ପବନ ୯ ତାରିଖରେ ୯ ଜିଲ୍ଲାରେ ସ୍କୁଲ ଛୁଟି ଆଣ୍ଡାମାନ ସାଗରରେ ସୃଷ୍ଟ...

ଆସୁଛି ଅଯୋଧ୍ୟା ରାୟ – ସବୁ ରାଜ୍ୟ ପାଇଁ ଆଡଭାଇଜରି ଜାରି କଲା ଗୃହ ମନ୍ତ୍ରାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟରୁ ଅଯୋଧ୍ୟା ରାୟ ଆସିବା ପୂର୍ବରୁ କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ଆଡଭାଇଜରି ଜାରି କରିଛନ୍ତି। ରାୟ ଆସିବା ପୂର୍ବରୁ ସବୁ ରାଜ୍ୟରେ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ଗୃହ...

ରାୟ ଆସିବା ପୂର୍ବରୁ ଅଯୋଧ୍ୟାରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଇ କିଛିଦିନ ଭିତରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଶୁଣାଇବେ। ୧୦ ତାରିଖ ଭିତରେ ଏହି ରାୟ କେଉଁ ସମୟ ଭିତରେ ବି ଆସିପାରେ। ଚୂଡ଼ାନ୍ତ ରାୟ ଆସିବା ପୂର୍ବରୁ...

ମହାରାଷ୍ଟ୍ର ପାଇଁ ଆସନ୍ତା କେଇ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ୯ ଟି ସମ୍ଭାବ୍ୟ ଚିତ୍ର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆସନ୍ତା କେତେ ଘଣ୍ଟା ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୧୪ରେ ଗଠିତ ମହାରାଷ୍ଟ୍ର ବିଧାନସଭାର ଶୁକ୍ରବାର ହେଉଛି ଶେଷ ଦିନ। କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଗଠନ...