ମହାରାଷ୍ଟ୍ରରେ ଆଜି ସରକାର ଗଠନ ପାଇଁ ଦାବି କରିବ ବିଜେପି, ରାଜ୍ୟପାଳଙ୍କୁ ଭେଟିବେ ବିଧାୟକ ଦଳର ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି ରାଜ୍ୟପାଳଙ୍କୁ ଦାବି କରିବ ବିଜେପି। ଗୁରୁବାର ଏନେଇ ବିଧାୟକ ଦଳର ନେତା ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ସାକ୍ଷାତ କରିବେ। ମହାରାଷ୍ଟ୍ରରେ ସରକାର ଗଠନ ନେଇ...

୧୩ ଦିନ ପରେ ବି ଚିତ୍ର ଅସ୍ପଷ୍ଟ – ମହାରାଷ୍ଟ୍ରରେ କିଏ ହେବ ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ଫଳ ବାହାରିବାର ୧୩ ଦିନ ବିତିଲାଣି। ତଥାପି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଗଣିତ ଛିଣ୍ଡୁନି। ବିଜେପି ଦେବେନ୍ଦ୍ର ଫଡ଼୍‌ନାବିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବକୁ ଜିଦ୍‌ ଧରିଥିବା ବେଳେ ଶିବସେନା ଫିପ୍ଟି-ଫିପ୍ଟି...

ଖୁବ୍‌ଶୀଘ୍ର ପୁରୀ ଗଡ଼ିବ ‘ମୋ ବସ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଟୁଇନ୍‌ ସିଟି କଟକ ଏବଂ ଭୁବନେଶ୍ୱରରେ ଗଡୁଥିବା ‘ମୋ ବସ୍‌’ ଏଥର ପୁରୀକୁ ଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସିଆର୍‌ୟୁଟିର ପରିଚାଳନା...

କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର – କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ଥାନାରେ ଅଭିଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିବା ଅଭିଯୋଗରେ ତାତିଛନ୍ତି ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧିମାନେ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦଙ୍କ ବିରୋଧରେ...

ଲୋକଙ୍କୁ ଶସ୍ତାରେ ପିଆଜ ଦେବେ ରାଜ୍ୟ ସରକାର, ସୁଲଭ ମୂଲ୍ୟ ଦୋକାନ ଓ ମୈତ୍ରୀରେ ମିଳିବ ପିଆଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଲୋକଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇବେ ରାଜ୍ୟ ସରକାର। ବୁଧବାର ଏନେଇ ଯୋଗାଣ ବିଭାଗର ଅତିରିକ୍ତ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ବର୍ତ୍ତମାନ ରାଜ୍ୟରେ ବିଭିନ୍ନ କାରଣରୁ...

ଦାମ କେବେ ବିଜେଡି ଆସିବେ? ପୁଅ ସମ୍ବିତ କହିଲେ ‘ମୁଁ ଜାଣିନି’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡି ଆସିବେ କି? ଏହି ଚର୍ଚ୍ଚା ଗତ କିଛିଦିନ ହେଲା ସବୁଠି ଲାଗି ରହିଥିବା ବେଳେ ପାରାଦୀପ ବିଧାୟକ ତଥା ଦାମଙ୍କ...

ଶରଦ ପାୱାରଙ୍କୁ ଭେଟିଲେ ଶିବସେନା ନେତା, ମହାରାଷ୍ଟ୍ରରେ ସରକାର ଗଠନ ନେଇ ସସପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେବି ସସପେନ୍ସ ଜାରି ରହିଛି। ଏହାରି ମଧ୍ୟରେ ବୁଧବାର ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ...

ଏସ୍‌ସିବିରେ 5-T ସଚିବ ପାଣ୍ଡିଆନ୍‌: ସ୍ୱାସ୍ଥ୍ୟସେବାର ସ୍ଥିତି ଯାଞ୍ଚ କରି ରୋଗୀଙ୍କ ସମସ୍ୟା ବୁଝିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସ୍‌ସିବିରେ 5-T ଭି.କେ ପାଣ୍ଡିଆନ୍‌। ମୋ ସରକାରର କାର୍ଯ୍ୟ କିପରି ହେଉଛି, ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପାଣ୍ଡିଆନ୍‌ ଓ ତାଙ୍କ ଟିମ୍‌ ରାଜ୍ୟର ବିଭିନ୍ନ ଡାକ୍ତରଖାନା ଗସ୍ତ କରୁଛନ୍ତି।...

୧୧ ଘଣ୍ଟାର ବିକ୍ଷୋଭ ପରେ ଧାରଣାରୁ ଉଠିଲେ ଦିଲ୍ଲୀ ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ତିସ୍‌ ହଜାରି କୋର୍ଟ ବାହାରେ ଓକିଲ-ପୋଲିସ ପିଟାପିଟି ଘଟଣା ମଙ୍ଗଳବାର ନୂଆ ମୋଡ଼ ନେଇଥିଲା। ପୋଲିସଙ୍କୁ ନ୍ୟାୟ ଦେବା ଦାବିରେ ପୋଲିସ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦିଲ୍ଲୀ ପୋଲିସ ମୁଖ୍ୟାଳୟ...

ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ର – ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ସାଢ଼େ ୮ କୋଟି ମଞ୍ଜୁର ମନ୍ଦିର ଚାରିପଟୁ ହଟିବ ଜବରଦଖଲ ବଳଦେବଜୀଉ ଓ ମାଉସୀ ମା’ ମନ୍ଦିରକୁ ଦିଆଯିବ ନୂଆ ରୂପ ପର୍ଯ୍ୟଟକଙ୍କ...