ସ୍ମିତାରାଣୀ ମୃତ୍ୟୁ ଓ କେନ୍ଦ୍ରାପଡ଼ା ଯୌନ ଶୋଷଣ ମାମଲାରେ ଜିଲ୍ଲାପାଳ ଅଫିସ୍‌ ଘେରିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ମଙ୍ଗଳବାର ୨୦ ଦିନ ପୂରିଛି। ହେଲେ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନି। ଏଣୁ ସ୍ମିତାରାଣୀଙ୍କୁ ନ୍ୟାୟ ଦେବା...

କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ପାଇଁ ସାଢ଼େ ୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସାଢ଼େ ୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ଆସନ୍ତା ରଥଯାତ୍ରା...

ବାତ୍ୟାକୁ ନେଇ ମିଡିଆରେ ପ୍ରବଳ ପବନ, ପାଣିପାଗ ବିଜ୍ଞାନୀ କହିଲେ ଓଡ଼ିଶା ପ୍ରତି ନାହିଁ ବିଶେଷ ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=uq_OO95f_Rg&t=101s ଓଡ଼ିଶାକୁ ବାତ୍ୟା ଭୟ ନାହିଁ। ହେଲେ ଗତ ଦୁଇ ଦିନ ମିଡିଆରେ ବାତ୍ୟାକୁ ନେଇ ବହୁଛି ପ୍ରବଳ ପବନ। କେଉଁ ମିଡିଆରେ ‘ପୁଣି ଡରାଇଲାଣି ବାତ୍ୟା’ ଶୀର୍ଷକରେ ଖବର ପ୍ରସାରଣ ହୋଇଥିଲା...

କେନ୍ଦ୍ରାପଡ଼ା ଯୌନ ଶୋଷଣ ମାମଲା – ପାଣିପାଗ ଦେଖି ପ୍ରମୋଦଙ୍କ ହାତ ଛାଡ଼ିଦେଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍‌ ସୋସାଇଟିରେ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଅଭିଯୋଗ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ମିଡିଆ ଏବଂ ସୋସିଆଲ ମିଡିଆରେ ଅଡିଓ ଟେପ୍‌ ଭାଇରାଲ୍‌ ହେବା...

କାହିଁକି ବନ୍ଧା ହେଲେ ପ୍ରମୋଦ ସାହୁ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ାର ଗୋଟିଏ ଖବରକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡୁଛି। ତାହା ହେଉଛି ପ୍ରମୋଦ ସାହୁଙ୍କ ଗିରଫଦାରୀକୁ ନେଇ। ତେବେ ଏହି ପ୍ରମୋଦ ସାହୁ କିଏ ଏବଂ କାହିଁକି...

ମହାରାଷ୍ଟ୍ର ମହାଅଡୁଆ – ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୁଟୁନି ଭାଗବଣ୍ଟା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୯୯୫ ଫର୍ମୁଲାରେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପି ଚାହୁଁଛି। ହେଲେ ଶିବସେନା ଏଥିରେ ରାଜି ହେବ କି? ଦିନ ପରେ ଦିନ ଗଡୁଛି ପଛେ ମହାରାଷ୍ଟ୍ରରେ ଅଡୁଆ ତୁଟୁନି। ମହାରାଷ୍ଟ୍ର...

ଦୁର୍ନୀତି ବିରୋଧରେ ନବୀନଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ- ୬ ଜଣ ବହିଷ୍କୃତ, ୫ଜଣଙ୍କ ପେନସନ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ, ନବୀନ...

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅମିତ ଶାହଙ୍କୁ ଭେଟିଲେ ଫଡନାବିସ୍, କହିଲେ ଖୁବଶୀଘ୍ର ଗଠନ ହେବ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ  “ଖୁବଶୀଘ୍ର ମହାରାଷ୍ଟ୍ରରେ ସରକାର ଗଠନ ହେବ। କିଏ କ’ଣ କହୁଛି ସେ ନେଇ ମୋର କୌଣସି କଥା କହିବାର ନାହିଁ”, କହିଛନ୍ତି ବର୍ତ୍ତମାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର...

ଜିଲ୍ଲା ଗସ୍ତରେ ଥିବା ବରିଷ୍ଠ ଆଇଏଏସଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶାବଳି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ଯାଉଥିବା ବରିଷ୍ଠ ପ୍ରଶାସକମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରାଯାଇଛି। ଉନ୍ନୟନ କମିସନର ସୁରେଶ ମହାପାତ୍ର ଏହି ଗାଇଡ୍‌ଲାଇନ ଜାରି...

କଂଗ୍ରେସରେ ତେଜିଲା ନିରଞ୍ଜନ ହଟାଅ, ୧୦ରେ ଦିଲ୍ଲୀ ଯିବେ ମୋକିମଙ୍କ ସମର୍ଥକ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସକୁ ଫେରିଛି ପୁଣି ପୁରୁଣା ରୋଗ। ଦିନକୁ ଦିନ ରାଜ୍ୟରେ କଂଗ୍ରେସର ସ୍ଥିତି ତଳକୁ ଯାଉଥିବାବେଳେ ଦଳଭିତରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ଅଣ୍ଟାଭିଡ଼ିଛନ୍ତି ଗୋଟିଏ ଗୋଷ୍ଠୀ। ଗୁରୁବାର ପିସିସି ସଭାପତି ପରିବର୍ତ୍ତନ...