ଏଥର ମହାରାଷ୍ଟ୍ରରେ ଶିବସେନା ସରକାର – ସଞ୍ଜୟ ରାୱତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରରେ ଏଥର ଶିବସେନା ହିଁ ସରକାର ଗଢ଼ିବ। ରବିବାର ଏନେଇ ଦଳର ନେତା ସଞ୍ଜୟ ରାୱତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସଞ୍ଜୟ ରାୱତ କହିଛନ୍ତି ଯେ, ଆମ ପାଖରେ ଏବେ ସରକାର ଗଠନ...
supremecourt

ଆସନ୍ତା ୧୦ ଦିନରେ ସୁପ୍ରିମକୋର୍ଟରୁ ଆସିବ ୪ ବଡ଼ ରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୧୭ ତାରିଖରେ ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ସେ ଅବସର ନେବା ପୂର୍ବରୁ ୪ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଶୁଣାଣି ହେବ। ଆସନ୍ତା ୪...

ଦିଲ୍ଲୀ ତିସ୍‌ ହଜାରି କୋର୍ଟରେ ତୁମୁଳକାଣ୍ଡ: ଓକିଲ-ପୋଲିସ ପିଟାପିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲିସ୍‌ ଅଧିକାରୀଙ୍କୁ ପିଟିଲେ ଓକିଲ। ପୋଲିସ କଲା ବ୍ଲାଙ୍କ୍ ଫାୟରିଂ। ଏମିତି ତୁମୁଳୁକାଣ୍ଡ ଘଟିଛି ଦିଲ୍ଲୀ ତିସ୍‌ ହଜାରି କୋର୍ଟ ପରିସରରେ। ଓକିଲ-ପୋଲିସ ପିଟାପିଟି ଘଟଣାକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ...

ମହାରାଷ୍ଟ୍ର ମହାଭାରତ – ଶିବସେନାକୁ ସମର୍ଥନ ଦେବ କି କଂଗ୍ରେସ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସରକାର ଗଠନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ମହାଭାରତ ସୃଷ୍ଟି ହୋଇଛି। ଦିନ ପରେ ଦିନ ଗଡୁଛି, ହେଲେ ବିଜେପି-ଶିବସେନା ଭିତରେ ଦେଖାଦେଇଥିବା ବିବାଦ ସମାଧାନ ହେବାର ନାଁ ଧରୁନି।...

କଂଗ୍ରେସରେ ନିରଞ୍ଜନ ହଟାଅ – କାଲି କରୁଥିଲେ ମେଳି, ଆଜି ପଶିଲେ ଶରଣ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ଯେଉଁମାନେ ମେଳି କରୁଥିଲେ ଆଜି ସେମାନେ ନିରଞ୍ଜନଙ୍କ ଶରଣ ପଶିଛନ୍ତି। ନିରଞ୍ଜନଙ୍କୁ ଭୀଷ୍ମ...

ସ୍କୁଲରେ ପିଲାଙ୍କୁ ଗଣିତ ପଢ଼ାଇଲେ କ୍ରୀଡ଼ା ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର ଯେବେଠୁ 5-T ଅଭିଯାନ ଆରମ୍ଭ କଲେଣି ସେବେଠୁ ମନ୍ତ୍ରୀମାନଙ୍କୁ ଆଉ ଫୁର୍‌ସତ୍‌ ନାହିଁ। ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଯୋଡି ହେଉଛନ୍ତି। କେଉଁ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ – ୫ ପର୍ଯ୍ୟାୟରେ ଭୋଟ୍, ଡିସେମ୍ବର ୨୩ରେ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ୮୧ ବିଶିଷ୍ଟ ଆସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଡିସେମ୍ବର ୨୩ରେ ରେଜଲ୍ଟ ବାହାରିବ ବୋଲି ମୁଖ୍ୟ ନିର୍ବାଚନ କମିସନର...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଛି କାର୍ଟୁନ୍ କଟାକ୍ଷ

ଓଡ଼ିଶାଲାଇଭ୍ ବ୍ୟରୋ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟରା ଲାଗିରହିଛି। ଏହାରି ମଧ୍ୟରେ ଦୁଇ ଦଳ ମଧ୍ୟରେ କାର୍ଟୁନ କଟାକ୍ଷ ଦେଖିବାକୁ ମିଳିଛି। ଶୁକ୍ରବାର ଦିଲ୍ଲୀ ବିଜେପି ମୁଖପାତ୍ର ତିଜେନ୍ଦର...

ଓଡ଼ିଶାରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ‘ଜେ-ପଲ୍’ ସହ ଏମ୍ଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର

 ଓଡ଼ିଶାଲାଇଭ୍ ବ୍ୟୁରୋ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ କାମ କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ‘ଜେ-ପଲ୍‌’ ସହ ଓଡ଼ିଶା ସରକାର ଏମ୍‌ଓୟୁ (ବୁଝାମଣାପତ୍ର) ସ୍ୱାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନଠାରେ ଏହି...

ଭୁବନେଶ୍ୱରରେ ‘ରନ୍ ଫର୍ ୟୁନିଟି’ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ...