ରିଜର୍ଭ ବ୍ୟାଙ୍କକୁ ହାତବାରିସ କରିଛି ମୋଦି ସରକାର : ଡି.ରାଜା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ‘‘ଦେଶର ଆର୍ଥିକ ସ୍ଥିତି ଦୁର୍ବଳ। ବଜାର ସ୍ଥିତି ଦେଖିଲେ ଯେ କେହି ବି ଏହାର ଅନୁମାନ କରିପାରେ। ଅର୍ଥନୀତି ପରିଚାଳନାରେ ମୋଦି ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି। ଏହାକୁ...

ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ରୀତା ସାହୁ। ଏକ ବିଶାଳ ଶୋଭାଯାତ୍ରାରେ ଆସି ସେ...

ବିଜେପୁର ଉପ-ନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା। ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ବିଜେପୁର ଉପ-ନିର୍ବାଚନ ପାଇଁ...

ନ୍ୟୁଜ୍‌ ଅପ୍‌ଡେଟ୍‌ @11 AM (୩୦ ସେପ୍ଟେମ୍ବର ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ର ପ୍ରମୁଖ ଖବର। ବିଜୁ ଖୋଟେଙ୍କ ପରଲୋକ: ଯିଏ ‘ସୋଲେ’ ଫିଲ୍ମରେ କାଲିଆ ଚରିତ୍ର କରି ହୋଇଥିଲେ ଚର୍ଚ୍ଚିତ ବଲିଉଡର ଲୋକପ୍ରିୟ ଅଭିନେତା...

ବିଜେପୁର ମଇଦାନ ପ୍ରସ୍ତୁତ, ଏଥର ଜମିବ ଲଢ଼େଇ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ ବିଜେପି ଦେଲା ସନତ ଗଡ଼ତିଆଙ୍କୁ ଟିକେଟ ବିଜେପୁର ଉପ-ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ। ତିନି ଦଳ...

ବିଜେପୁର ଉପ-ନିର୍ବାଚନ – ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡା ଏବଂ ବିଜେପି ସନତ...

ବିଜେପୁର ବାଜି – ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡା ଏବଂ ବିଜେପି ସନତ...

ଅକ୍ଟୋବର ୨ରୁ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟି ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ...

ବିଜେପୁରକୁ ନେଇ ରାଜନୀତି ଗରମ – ନବୀନଙ୍କୁ ୫ ପ୍ରଶ୍ନ ପଚାରିଲେ ସୁରେଶ ପୂଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ରାଜନୀତି ପୂରା ଗରମ ହୋଇଯାଇଛି। ପ୍ରାର୍ଥୀ ଘୋଷଣା କରି ତିନି ପ୍ରମୁଖ ଦଳ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ...

କଶ୍ମୀରକୁ ନେଇ ଅମିତ ଶାହ କହିଲେ – ‘‘୧୯୬ ସ୍ଥାନରୁ କର୍ଫ୍ୟୁ ଉଠିଗଲାଣି’’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘କଶ୍ମୀରର ସବୁ ଜାଗାରେ ଆଉ କର୍ଫ୍ୟୁ ନାହିଁ। ୧୯୬ଟି ସ୍ଥାନରୁ କର୍ଫ୍ୟୁ ଉଠିଗଲାଣି। ମାତ୍ର ୮ଟି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି। ସ୍ଥିତି ସ୍ୱାଭାବିକ ହେଲେ ସେହି ସ୍ଥାନରୁ କର୍ଫ୍ୟୁ...