ବିଜେପୁରରେ କିଏ ମାରିବ ବାଜି – ରୀତା, ଗଡ଼ତିଆ ନା ଦିଲ୍ଲୀପ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁରରେ ହେବ ତ୍ରିମୁଖି ଲଢ଼େଇ। ପ୍ରାର୍ଥୀ ଘୋଷଣା କଲେ ତିନି ଦଳ।
କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା
ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ
ବିଜେପି ଦେଲା ସନତ...
ବିଜେପୁରରେ ଅଶୋକ ନିରାଶ! ୨୦୧୮ରେ ହୋଇଥିଲେ ବିଜେପି ପ୍ରାର୍ଥୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ସହ ସମ୍ପର୍କ ତୁଟାଇ ୨୦୧୮ ଉପନିର୍ବାଚନରେ ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀଙ୍କୁ ପୁଣି ନିରାଶ କଲା ବିଜେପି।
ଏକ ନାଟକୀୟ ମୋଡ଼ରେ ୨୦୧୮ରେ ବିଜେପିରେ ଯୋଗ ଦେଇଥିଲେ ବରିଷ୍ଠ ନେତା...
ବିଜେପୁରରେ ସନତ ଗଡ଼ତିଆ ହେଲେ ବିଜେପି ପ୍ରାର୍ଥୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପି ଆଜି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସନତ ଗଡ଼ତିଆଙ୍କୁ ବିଜେପି ପ୍ରାର୍ଥୀ କରିଛି। ନୂଆଦିଲ୍ଲୀରେ ବସିଥିବା ବିଜେପି ସଂସଦୀୟ ବୋର୍ଡ ବୈଠକରେ ଗଡ଼ତିଆଙ୍କ ନାଁ ଉପରେ...
ମନ୍ କି ବାତ୍ରେ କହିଲେ ମୋଦୀ – ‘‘ଇ-ସିଗାରେଟ୍ ଓ ତମାଖୁ ଯୁବପିଢ଼ିଙ୍କ ପାଇଁ ବିପଦ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ରେ ଯୁବପିଢ଼ିଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଇ-ସିଗାରେଟ୍ ଏବଂ ତମାଖୁର ଭୟାବହତା ଉପରେ ମୋଦୀ କହିଛନ୍ତି। ତମାଖୁ ଏବଂ ଇ-ସିଗାରେଟ୍ଠାରୁ ଦୂରେଇ...
ବଦଳିଲେ ୧୨ ଓଏଏସ୍ ଅଫିସର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳ ବଦଳ କରିଛନ୍ତି। ୧୨ ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
ସେରିଫେଡ୍...
ଆମେରିକାରୁ ଫେରିଲେ ମୋଦୀ, ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ କଥା ମନେପକାଇଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକା ଗସ୍ତରୁ ଫେରିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ବିଜେପି କର୍ମୀ ଏବଂ ନେତା ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହି ଅବସରରେ ମୋଦୀ ୨୦୧୬ରେ ହୋଇଥିବା...
ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଭାରତରେ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଭାରତରେ ରୁଜୁ ହେଲା ମାମଲା। ଉତ୍ତରପ୍ରଦେଶର ମହାରାଜଗଞ୍ଜ ସିଜିଏମ୍ କୋର୍ଟ ଏବଂ ବିହାରର ମୁଜାଫରଫୁର କୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି। ଜାତିସଂଘରେ ଭାରତ...
ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି ବଢ଼ିଲା – ଡିସେମ୍ବର ୩୧ ଡେଡ୍ଲାଇନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରିବାର ଅବଧି ବଢ଼ିଛି। କେନ୍ଦ୍ର ସରକାର ତିନି ମାସ ପର୍ଯ୍ୟନ୍ତ ଏହି ଅବଧି ବଢ଼ାଇଛନ୍ତି। ଡିସେମ୍ବର ୩୧ ଡେଡ୍ଲାଇନ୍ ରହିଛି।
ଯେଉଁମାନେ ପାନ୍ ସହ ଆଧାର...
ନିରଞ୍ଜନ କହିଲେ – ‘‘ରୀତା ଥିଲେ ଆମ ବୋହୂ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁରରେ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପୂର୍ବରୁ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ରୀତାଙ୍କୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ ପିସିସି...
ନ୍ୟୁଜ୍ ଅପ୍ଡେଟ୍ @7 PM (୨୮ ସେପ୍ଟେମ୍ବର, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।
ବିଜେପୁର: ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଏ ବିଜେପି!
ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ଏବଂ କଂଗ୍ରେସ...




















