ଆର୍ଟିଓ ଅଫିସ୍ ହେବ ଦଲାଲମୁକ୍ତ! ଦଲାଲ୍ ଚିହ୍ନଟ ପାଇଁ କର୍ମଚାରୀ ହାତରେ ବାନ୍ଧିବେ ସ୍ୱତନ୍ତ୍ର ବ୍ୟାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଟିଓ କର୍ମଚାରୀ ବାନ୍ଧିବେ ନୀଳ ରଙ୍ଗର ବ୍ୟାଣ୍ଡ
ସର୍ଭିସ ପ୍ରୋଭାଇଡରମାନେ ସବୁଜ ରଙ୍ଗ
ସ୍ମାର୍ଟ କର୍ମଚାରୀଙ୍କ ପାଇଁ ହଳଦିଆ ରଙ୍ଗର ବ୍ୟାଣ୍ଡ
ଲାଗିବ ବଡ଼ ବୋର୍ଡ, ଲେଖା ହେବ ଫି’
...
ବିଜେପୁର: ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳାଏ ବିଜେପି!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୦୯ରୁ ୨୦୧୯। ୧୦ ବର୍ଷ ଭିତରେ ବିଜେପୁରରେ ହୋଇଥିବା ନିର୍ବାଚନରେ ପ୍ରାର୍ଥୀ ବଦଳାଇଥିବା ବିଜେପି ଏଥର କ’ଣ କରିବ?
ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ...
ଓଡ଼ିଶାରୁ ବିଦାୟ ନେଲେ ରାଷ୍ଟ୍ରପତି କୋବିନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରୁ ବିଦାୟ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ କାର୍ଯ୍ୟକ୍ରମ ସାରି ଶନିବାର ଅପରାହଣ୍ରେ ଦିଲ୍ଲୀ ଫେରିଯାଇଛନ୍ତି।
ରାଷ୍ଟ୍ରପତି ଆଜି ଦିଲ୍ଲୀ...
କଂଗ୍ରେସର ଦିଲ୍ଲୀପଙ୍କୁ ଟକ୍କର ଦେବେ ବିଜେଡିର ରୀତା – ବିଜେପୁରରେ ବିଜେପି ପ୍ରାର୍ଥୀ କିଏ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ ଏବଂ ବିଜେଡି ବିଜେପୁରରେ ପ୍ରାର୍ଥୀ ଦେଇଥିବା ବେଳେ ପଛରେ ପଡ଼ିଛି ବିଜେପି।
ବିଜେପୁରରେ ଜମିଲାଣି ନିର୍ବାଚନୀ ମାହୋଲ। କଂଗ୍ରେସ ପରେ ବିଜେଡି କରିଛି ପ୍ରାର୍ଥୀ ଘୋଷଣା। କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ...
ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ‘ପ୍ରେସିଡେଣ୍ଟ କଲର୍ସ ଆଓ୍ୱାର୍ଡ’ ପ୍ରଦାନ କଲେ ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ ‘କଲର୍ସ ଆଓ୍ଵାର୍ଡ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେଠାରେ ରାଷ୍ଟ୍ରପତି କଲର୍ସ ଆଓ୍ୱାର୍ଡ ପ୍ରଦାନ କରିଛନ୍ତି। ୨୫ ବର୍ଷରୁ ଅଧିକ ସମୟ...
ବିଜେପୁରରେ ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ରୀତା ସାହୁଙ୍କୁ ପୁଣି ଥରେ ବିଜେଡି ପ୍ରାର୍ଥୀ କରିଛି। ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ରୀତା। କିଛି ଦିନ ତଳେ ବିଜେପୁର...
ବିଜେପୁର କଂଗ୍ରେସ ଟିକେଟ – ଋଷିଲେ ରିପୁନାଥ ସେଠ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ଅନ୍ୟ ଦଳଠୁ ଆଗରେ ବୋଲି ପ୍ରମାଣିତ କରିଛି। ହେଲେ ଏହି ପ୍ରାର୍ଥୀ ଘୋଷଣାକୁ ନେଇ ଦଳରେ କେଁ ଦେଖାଦେଇଛି।...
ଇମ୍ରାନ ଭାରତକୁ ଦେଲେ ଯୁଦ୍ଧ ଧମକ! ‘‘କଶ୍ମୀରରୁ କର୍ଫ୍ୟୁ ନଉଠିଲେ ପୁଲୱାମା ଭଳି ଆଟାକ୍’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଶ୍ମୀର ପ୍ରସଙ୍ଗକୁ ମନରୁ ପାସୋରି ପାରୁ ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଯୁଆଡ଼େ ଯାଉଛନ୍ତି କଶ୍ମୀର କଥା କହି ଭାରତକୁ ଯୁଦ୍ଧ ଧମକ ଦେଉଛନ୍ତି। ଜାତିସଂଘର ୭୪ତମ ଅଧିବେଶନରେ...
ନିର୍ବାଚନ ଲଢ଼ିବାକୁ ହାତ ପତେଇଲା ‘ହାତ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ ପାଖରେ ନାହିଁ ଟଙ୍କା। ଏକଥା ଆମେ କହୁନୁ, କହୁଛନ୍ତି ଖୋଦ୍ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ପାଖରେ ଟଙ୍କା ନଥିବାରୁ ସେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଛନ୍ତି।...
ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଏକାଠି ହେଉ – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଆତଙ୍କବାଦ ବିରୋଧରେ ସାରା ବିଶ୍ୱ ଏକାଠି ହେବା ଦରକାର। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ, ସାରା ବିଶ୍ୱ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି। ଆତଙ୍କବାଦ ବିରୋଧରେ ଭାରତ...




















