ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ – ମା’ ବାପାଙ୍କୁ ନିର୍ଯାତନା ଦେଲେ ମିଳୁଛି ଦଣ୍ଡ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ଉଦ୍‌ବେଗ ପ୍ରକାଶ ପାଇଥିଲା। ଉଭୟ ଶାସକ ଏବଂ ବିରୋଧୀ ସଭ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। ବରିଷ୍ଠ ନାଗରିକଙ୍କୁ ନିର୍ଯାତନା ଦେଲେ...

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ। ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି। ସୂଚନା...

ଜୟପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି – କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ କୋରାପୁଟ ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ବହୁ ଦିନଧରି ଚାଲିଥିବା ଆନ୍ଦୋଳନକୁ ଆଗକୁ ନେଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏନେଇ ସାଂସଦ ଉଲ୍ଲାକା କେନ୍ଦ୍ର ଆଇନ ମନ୍ତ୍ରୀ ରବି...

ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ ମିଳିଛି। ସସ୍ମିତଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଦାୟିତ୍ୱ ମିଳିଥିବା ବେଳେ ଅମର ପଟ୍ଟନାୟକଙ୍କୁ ବିଜେଡି...

ପାଟକୁରା ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ ଅଗ୍ରୱାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟକୁରାର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ସାବିତ୍ରୀ ଅଗ୍ରୱାଲ। ଶୁକ୍ରବାର ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ନିଜ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଚଳିତ...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ୟୁରପ୍ପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚତୁର୍ଥଥର ପାଇଁ କର୍ଣ୍ଣାଟକର ଶାସନଗାଦିରେ ବସିଲେ ବିଏସ୍ ୟେଦ୍ୟୁରପ୍ପା। ଚତୁର୍ଥଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବରିଷ୍ଠ ବିଜେପି ନେତା ବିଏସ୍ ୟେଦ୍ୟୁରପ୍ପା। ରାଜଭବନରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ...

କାହିଁକି କାର୍‌ଗିଲ୍‌? ଜାଣନ୍ତୁ ଯୁଦ୍ଧ ପଛର କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦ ବର୍ଷ ତଳେ ଏକ ଛାତି ଥରା ଯୁଦ୍ଧ ଦେଖିଥିଲା ଭାରତ। କାରଗିଲ୍‌ର ଉଚ୍ଚ ପାହାଡ଼ରେ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା ଏବଂ ଅନୁପ୍ରବେଶକାରୀ। ଗୁଳି ଗୋଳା ଶବ୍ଦରେ ଗର୍ଜି ଉଠିଥିଲା...

ବାରିମୂଳ ମନା, ବାବା ସାରଥି ଏବେ ଯିବେ କୁଆଡ଼େ?

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିମୂଳ ଆଶ୍ରମ ମନା ପରେ ବାବା ସାରଥି ଏବେ ଯିବେ କୁଆଡ଼େ? ଖୋଜୁଛନ୍ତି ନୂଆ ଠିକଣା। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ୩ ବର୍ଷ ୩୫୦ ଦିନ ପରେ ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି...

ନବୀନ ଚିନ୍ତା : ପାଟକୁରାରେ କାହିଁକି କମିଲା ଭୋଟ ବ୍ୟବଧାନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାଟକୁରାରେ ବିଜେଡି ଜିତିଲା। ହେଲେ ଭୋଟ ବ୍ୟବଧାନକୁ ନେଇ ନବୀନଙ୍କ ଶିବିରରେ ଅସନ୍ତୋଷ। ପାଟକୁରାରେ କାହିଁକି କମିଲା ବିଜେଡିର ଭୋଟ ହାର? ଯେତିକି ଆକଳନ କରାଯାଇଥିଲା କାହିଁକି ସେତିକି ପରିମାଣ ଭୋଟ...

ଲୋକସଭାରେ ପାସ୍ ହେଲା ତିନି ତଲାକ ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ଗୁରୁବାର ଦିନ ପାସ୍‌ ହୋଇଛି ତିନି ତଲାକ୍ ବିଲ୍‌। ବିଲ୍ ଉପରେ ଦିନ ସାରା ଆଲୋଚନା ହୋଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଜେଡିୟୁର ବିରୋଧ ସତ୍ତ୍ୱେ ଏହି ବିଲ୍...