ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି।
ବିଜେପୁରରେ...
ବିଜେପୁରକୁ ନେଇ ନିରଞ୍ଜନଙ୍କ ବଡ଼ ଆଶା – ‘‘ବାରମ୍ବାର ପରାଜୟ ପରେ ବିଜୟ ସୁନିଶ୍ଚିତ’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=62xOI0_AKk8
ଚାଷୀ ସମସ୍ୟା, ବେରୋଜଗାରୀକୁ ବିଜେପୁରରେ ପ୍ରସଙ୍ଗ କରିବ କଂଗ୍ରେସ।
‘‘ବାରମ୍ବାର ନିର୍ବାଚନରେ ପରାଜିତ ହେବା ପରେ ବିଜୟ ହିଁ ହୁଏ। ବିଜେପୁରରେ ଆମେ ନିଶ୍ଚିତ ବିଜୟୀ ହେବୁ। ଆମେ ଉଦ୍ୟମ କରିବୁ।...
କଂଗ୍ରେସର ବିଜେପୁର ପ୍ରାର୍ଥୀ ତାଲିକା – ଆଗରେ ଅଭିଷେକଙ୍କ ନାଁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ଟିକେଟ କିଏ ନେବ? ଏହାକୁ ନେଇ ଗତ ଦୁଇ ଦିନ ହେଲା କଂଗ୍ରେସ ଭବନରେ ଚାଲିଥିଲା ତର୍ଜମା। ତର୍ଜମା ଶେଷ ହେବା ପରେ ୫ ଜଣ...
ଓଡ଼ିଶା କେମିତି କଲା ‘ଫନି’ ମୁକାବିଲା? ନବୀନ କହିବେ ପୂରା କାହାଣୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନ୍ୟାସନାଲ ଜିଓଗ୍ରାଫିକାଲ ଚ୍ୟାନେଲରେ ନବୀନ କହିବେ ଫନି ମୁକାବିଲାର ସଫଳ କାହାଣୀ।
ସାରା ବିଶ୍ୱ ଜାଣିବ ବାତ୍ୟା ‘ଫନି’ ମୁକାବିଲାର ସଫଳ କାହାଣୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ କେମିତି ତାଙ୍କ...
ଏଆଇସିସିକୁ ଗଲା ବିଜେପୁର ପାଇଁ କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ତା'ର ୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ୫ ଜଣିଆ ତାଲିକାକୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ନିକଟକୁ ପଠାଯାଇଛି। ତେବେ ଖୁବ୍ଶୀଘ୍ର...
ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନବୀନ ନିବାସରୁ ଡାକରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ହଟହଟା। ତେବେ ବର୍ତ୍ତମାନ ତାଙ୍କୁ ନବୀନ ନିବାସରୁ ଡାକରା ଆସିଛି। ଆଜି ଅପରାହ୍ଣ ୪ଟାରେ ଚନ୍ଦ୍ରଶେଖର ରାଓ ନବୀନ ନିବାସ...
ବିଜେପୁର ଉପ-ନର୍ବାଚନ : ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଆସନ୍ତା ୩୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବ। ଏନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ବିଜେପୁର ଉପ-ନର୍ବାଚନକୁ ନେଇ ବୁଧବାର ବିଜେଡି ସୁପ୍ରିମୋ...
ନ୍ୟୁଜ୍ ଅପ୍ଡେଟ୍ @2PM (୨୫ ସେପ୍ଟେମ୍ବର, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।
କିଏ ଦାଦା ସାହେବ୍ ଫାଲକେ? ଯାହାଙ୍କ ନାଁରେ ଦିଆଯାଏ ସର୍ବୋଚ୍ଚ ସିନେମା ସମ୍ମାନ
ବିଗ୍ ବି ଅମିତାଭ ବଚ୍ଚନଙ୍କୁ...
ଅମାନିଆ କର୍ମୀଙ୍କୁ ସାଂସଦଙ୍କ ଚାପୁଡ଼ା, ଭିଡିଓ ଭାଇରାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=f-rtNyJihdY&t=1s
ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ବିଜେଡି ସାଂସଦଙ୍କ ଚାପୁଡ଼ା। ଏମତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ପାରଳାଖେମୁଣ୍ଡିରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବସରରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ...
ଏବେ ସରକାରୀ ଚାକିରିଆ ଖୁସ୍, ମାସ ଶେଷ ଦିନରେ ମିଳିଯିବ ଦରମା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି। ଏଣିକି ସରକାରୀ କର୍ମଚାରୀଙ୍କୁ ମାସର ଶେଷ ଦିନରେ ଅଥବା ମାସର ଶେଷ କାର୍ଯ୍ୟଦିବସରେ ଦରମା ଓ ପେନ୍ସନ୍ ମିଳିବ। ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନ୍ସନ୍ଭୋଗୀମାନଙ୍କୁ...




















