ସେପ୍ଟେମ୍ବର ୨ ଯାଏଁ ବଢ଼ିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ରିମାଣ୍ଡରେ ଗଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ରାଉଜ ଏବିନ୍ୟୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଚିଦାମ୍ବରଙ୍କୁ ପୁଣି ଥରେ ରିମାଣ୍ଡରେ ନେଇଛି। ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଯାଏଁ...

ମୋଦୀଙ୍କ ଫ୍ୟାନ ହେଲେ କଂଗ୍ରେସ ସାଂସଦ ଶଶୀ ଥରୁର୍‌

ଓଡ଼ିଶାଲାଇଭ ବ୍ୟୁରୋ ବାରମ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ଏବେ ଚର୍ଚ୍ଚାରେ କଂଗ୍ରେସ ସାଂସଦ ଶଶୀ ଥରୁର। ମୋଦୀ ପ୍ରତିଦିନ ଇଂରାଜୀ, ହିନ୍ଦୀ ବ୍ୟତୀତ ଆଉ ଏକ ଭାଷା ଶିଖିବାକୁ ପରାମର୍ଶ ଦେଇଛନ୍ତି।...

ମୁଖ୍ୟ ଶାସନ ସଚିବ ବାଣ୍ଟିଲେ ବିଭାଗ , ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଭିନ୍ନ ବିଭାଗ ମଧ୍ୟରେ ତାଳମେଳ ରଖିବା ପାଇଁ  ଓ ଫାଇଲ କାମକୁ ରକେଟ୍ ବେଗରେ କରିବା ପାଇଁ ଶୁକ୍ରବାର ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ଦାୟିତ୍ୱକୁ ବାଣ୍ଟି ଦେଇଛନ୍ତି। ମୁଖ୍ୟ...

ଯୁଦ୍ଧ ହେଲେ ପାକିସ୍ତାନକୁ ନାମ ଦେବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସହ ଯୁଦ୍ଧ କରିବ ପାକିସ୍ତାନ। ଏକଥା ଭାରତ କହୁନି, କଶ୍ମୀର ପ୍ରସଙ୍ଗରେ ଚାରିଆଡୁ ନିରାଶ ହେବା ପରେ ପାକିସ୍ତାନ ଏହା କହୁଛି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବାରମ୍ବାର ଝଟ୍‌କା ଖାଇବା...

ନ୍ୟୁଜ୍‌ ଅପ୍‌ଡେଟ୍‌ @10 PM (୨୯ ଅଗଷ୍ଟ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ବିଜେପିରେ ଦାମ ବୋମା – ‘‘ମତେ ଦଳରେ କେହି ପଚାରୁ ନାହାନ୍ତି’’ କିଛି ଦିନର ନୀରବତା...

ପ୍ରମୋଦ ଭଗତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ, ଶ୍ରୀମତୀ ଭଦ୍ରାଙ୍କୁ ସାହସିକତା ସମ୍ମାନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜି ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପ୍ରତିଭାବନ ବ୍ୟକ୍ତିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ କ୍ରୀଡ଼ା...

ବିଜେପିରେ ଦାମ ବୋମା – ‘‘ମତେ ଦଳରେ କେହି ପଚାରୁ ନାହାନ୍ତି’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ପରେ ନିଜ ଦଳ ବିଜେପି ବିରୋଧରେ ମୁହଁ ଖୋଲିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। କିଛି ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର...

ନ୍ୟୁଜ୍‌ ଅପ୍‌ଡେଟ୍‌ @7 PM (୨୯ ଅଗଷ୍ଟ, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମିଳିଲା ଅର୍ଜୁନ ପୁରସ୍କାର ପାରା ବ୍ୟାଡମିଣ୍ଟନରେ ଡବଲ ସ୍ୱର୍ଣ୍ଣ ପଦକ...

ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ହେଲେ ମାନସ ମଙ୍ଗରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ   ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ବ୍ୟାପାରର ଉପଦେଷ୍ଟା ଭାବେ ମାନସ ରଞ୍ଜନ ମଙ୍ଗରାଜ ନିଯୁକ୍ତି ପାଇଛନ୍ତି। ପ୍ରଥମଥର ପାଇଁ ସରକାର ଏହି ନୂଆ ପଦବୀ ସୃଷ୍ଟି କରିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ...

ଯୁଦ୍ଧ ପାଇଁ ପାକ୍‌ର ପ୍ରାକ ପ୍ରସ୍ତୁତି! ପରୀକ୍ଷା କଲା ମିସାଇଲ

 ଓଡ଼ିଶାଲାଇଭ୍‌ ବ୍ୟୁରୋ କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ କଥା ବୟାନବାଜି ଚାଲିଥିବା ମଧ୍ୟରେ ପାକିସ୍ତାନ ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ଗଜନବି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଗତକାଲି ରାତିରେ ସଫଳତାର...