Election Update @10PM (୨୦ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ, ‘ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ’ ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢ଼ିଛି ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ...

ଭୋଟ ପ୍ରଚାର – ନାମୀ ନେତାଙ୍କ ଦାମୀ ଗାଡ଼ି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=Qfo4Jars05g ନିର୍ବାଚନ ପ୍ରଚାରକୁ ଜମାଣିଆ କରୁଛି ନେତାଙ୍କ ଦାମୀ ଗାଡ଼ି। ଉଠୁଛି ପଡୁଛି ପ୍ରଚାର ମଇଦାନ। ପ୍ରାର୍ଥୀଙ୍କ ଭାଷଣ ଏବଂ ଭଳିକି ଭଳି ନିର୍ବାଚନୀ ସଙ୍ଗୀତରେ କମ୍ପୁଛି ଗାଁ ଦାଣ୍ଡ। ଛକ ଛକରେ...
modi

କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ, ‘ମୋଦିଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ’

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଲୋକସଭା ନିର୍ବାଚନ ଯେତିକି ଆଗକୁ ବଢ଼ିଛି ରାଜନୀତି ପାଣିପାଗ ସେତିକି ଉଷ୍ମ ହେବାରେ ଲାଗିଛି। ନେତାଙ୍କ ଭିତରେ ବୟାନବାଜି ଓ ଆରୋପ-ପ୍ରତ୍ୟାରୋପ ପ୍ରତିଦିନ ଦେଖିବାକୁ ମିଳୁଛି।। ଏହାରି ଭିତରେ ଛତିଶଗଡ଼ କଂଗ୍ରେସ ବିଧାୟକଙ୍କ ଏକ ବିବାଦୀୟ...

ଖୋର୍ଦ୍ଧା-ବେଗୁନିଆ-ଚିଲିକାରେ କ’ଣ ହେବ ବିଜେଡି ପ୍ରାର୍ଥୀଙ୍କ ଭାଗ୍ୟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଉ ଦୁଇ ଦିନ ପରେ ଉପକୂଳ ଓଡ଼ିଶାରେ ଭୋଟ। ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ମଇଦାନ। ଏସବୁ ଭିତରେ ଭୋଟର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ନିର୍ବାଚନମଣ୍ଡଳୀ ଉପରେ ସମସ୍ତଙ୍କ ନଜର...

୨୨ଯାଏଁ ଆମେଥି ଲାଗି ରାହୁଲ ଦାଖଲ କରିଥିବା ପ୍ରାର୍ଥିପତ୍ରର ଯାଞ୍ଚ ଘୁଞ୍ଚିଲା

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆମେଥି ଲୋକସଭା ଆସନରୁ ଲଢ଼ୁଛନ୍ତି। ଏହି ଆସନ ଲାଗି ରାହୁଲ ନିଜ ପ୍ରାର୍ଥିପତ୍ର ଦାଖଲ ବି କରିସାରିଛନ୍ତି। ମାତ୍ର ଏହାପରେ ପ୍ରାର୍ଥିପତ୍ରକୁ ନେଇ ବିବାଦ...

ବିଜେଡି ପାର୍ଟି ଅଫିସରେ ବେଦ ପ୍ରକାଶଙ୍କ ପାର୍ଥିବ ଶରୀର, ନବୀନ ଦେଲେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଲା ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପାର୍ଥିବ ଶରୀର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବେଦପ୍ରକାଶଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବେଦ ପ୍ରକାଶ...

୨୦୧୪ରେ ଆଶାୟୀ ଥିଲି, ବହୁବର୍ଷ ହେବ ଦଳପାଇଁ କାମ କରୁଛି : ସୁଶାନ୍ତ ରାଉତ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ https://www.youtube.com/watch?v=5XnUn9UA5LM ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ଲୋକସଭା ସହ ୪୨ଟି ବିଧାନସଭା ଆସନ ଲାଗି ମତଦନା ହେବ। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ...

ବିଜୟ ମହାପାତ୍ରଙ୍କ ସମୟ ଖରାପ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଶେଷ ହୋଇନି ବିଜୟଙ୍କ ବନବାସ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବେଳ ସତରେ ଖରାପ। ସାଦାସିଧା ଭାଷାରେ କହିଲେ ସମୟ ତାଙ୍କୁ ସାଥ ଦେଉନାହିଁ। ବହୁ ବର୍ଷର ବନବାସ ପରେ...

ବାରବାଟୀ-କଟକ ନିର୍ବାଚନମଣ୍ଡଳୀ : ଏଥର କାଣ୍ଟେ କି ଟକ୍କର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଏଥର ଜୋରସୋରରେ ଚାଲିଛି ପ୍ରଚାର। (କଟକରୁ ପ୍ରଣବ କୁମାର ନନ୍ଦୀ): ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। କଟକ ଲୋକସଭା ଆସନ ଓ ଜିଲ୍ଲାର...

ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ବିଜେପି କରିବ ମେଗା ରୋଡ ସୋ’

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୬ରେ ବାରଣୀସୀ ଲୋକସଭା ଆସନ ଲାଗି ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ନରେନ୍ଦ୍ର ମୋଦିଙ୍କ ପ୍ରାର୍ଥିପତ୍ର ଦାଖଲର ପ୍ରକ୍ରିୟାକୁ...