Election Update @2PM (୨୦ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ – “ମତଦାନ ରିପୋର୍ଟ ଉଡ଼ାଇଛି ମମତାଙ୍କ ନିଦ”
ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଜୋର ଧରିଛି ପ୍ରଚାର। ପ୍ରଧାନମନ୍ତ୍ରୀ...
ବେଦପ୍ରକାଶଙ୍କ ପ୍ରତି ବିଜେଡି ନ୍ୟାୟ କରିନି – ବିଜୟ ମହାପାତ୍ର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଶନିବାର ସକାଳେ ଏକ ଘରୋଇ ହସ୍ପିଟାଲରେ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ବେଦପ୍ରକାଶଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଦୁଃଖ ପ୍ରକାଶ କରିଛନ୍ତି।
ବେଦପ୍ରକାଶଙ୍କ ଦେହାନ୍ତ ନେଇ...
ଦିଦିଙ୍କୁ ମୋଦିଙ୍କ ଟାର୍ଗେଟ – “ମତଦାନ ରିପୋର୍ଟ ଉଡ଼ାଇଛି ମମତାଙ୍କ ନିଦ”
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ଜୋର ଧରିଛି ପ୍ରଚାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବନିୟାଦପୁରରେ ପ୍ରଚାର କରିଛନ୍ତି। ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି...
ତୃତୀୟ ପର୍ଯ୍ୟାୟରେ ‘ବାବୁ-ବାବୁଆଣୀ’ଙ୍କ ପାଳି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏପ୍ରିଲ ୨୩ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ଦଳର ହେଭିୱେଟଙ୍କ ବ୍ୟତୀତ ଅଧିକାଂଶ ପ୍ରାକ୍ତନ ବାବୁଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଜଣେ ନୁହେଁ ଦୁଇ ଜଣ...
ବେଦପ୍ରକାଶଙ୍କ ଦେହାନ୍ତ ପରେ ପାଟକୁରାରେ ନିର୍ବାଚନ ସ୍ଥଗିତ!
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ୮୨ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇଥିଲେ।
ବେଦପ୍ରକାଶ...
Election Update @11AM (୨୦ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରଥନ ପ୍ରଚାରରେ ନବୀନ
ସରିଛି ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନ ଏବେ ଫୋକସରେ ବାକି ଦୁଇଟି ପର୍ଯ୍ୟାୟ ନିର୍ବାଚନ। ବିଜେଡି...
ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ବି ପୁରୁଷଙ୍କଠୁ ମହିଳା ଆଗରେ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଦ୍ଵିତୀୟ ପର୍ଯ୍ୟାୟରେ ୭୨.୫୬ ପ୍ରତିଶତ ମତଦାନ ହୋଇଛି ରାଜ୍ୟରେ। ସେମାନଙ୍କ ମଧ୍ୟରୁ ମହିଳା ଭୋଟର ଅଛନ୍ତି ୭୩.୭୫ ପ୍ରତିଶତ ଓ ପୁରୁଷ ଭୋଟର ଅଛନ୍ତି ୭୧.୪୪ ପ୍ରତିଶତ।
ଏହାର ଅର୍ଥ ନିଜର...
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମାରଥନ ପ୍ରଚାରରେ ନବୀନ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସରିଛି ପ୍ରଥମ ୨ଟି ପର୍ଯ୍ୟାୟ ନିର୍ବାଚନ ଏବେ ଫୋକସରେ ବାକି ଦୁଇଟି ପର୍ଯ୍ୟାୟ ନିର୍ବାଚନ। ବିଜେଡି ପ୍ରଚାରର ମଙ୍ଗ ଧରିଥିବା ବିଜେଡି ସୁପ୍ରିମୋ ସାରା ଓଡ଼ିଶାରେ ମାରାଥନ ପ୍ରଚାର କରୁଛନ୍ତି।
ଆଜି...
ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଯୁବପିଢ଼ିଙ୍କ ସହ ଯୋଡ଼ି ହେବା ପାଇଁ ନୂଆ ଉଦ୍ୟମ – ‘ନବୀନ ୟୁବା’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦେଶ ବିଦେଶରେ ରହୁଥିବା ଓଡ଼ିଆ ଯୁବପିଢ଼ିଙ୍କୁ ନବୀନଙ୍କ ଆଦର୍ଶ ସହ ଯୋଡ଼ିବା ପାଇଁ ଏକ ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଏହାର ନାଁ ରହିଛି ‘ନବୀନ ୟୁବା’। ଦେଶ...
ନିର୍ବାଚନ ପରିଚାଳନାରେ ଅବହେଳା – ୭ ପ୍ରିଜାଇଡିଂ ଓ ୭ ସେକ୍ଟର ଅଫିସର ନିଲମ୍ବିତ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ୭ ଜଣ ପ୍ରିଜାଇଡିଂ ଅଫିସର ଏବଂ ୭ ଜଣ ସେକ୍ଟର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ...




















