ପ୍ରିୟଦର୍ଶୀଙ୍କ ଟିକେଟ କାଟିବା କଷ୍ଟ

ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ ସେ ନେଇ ରାଜନୈତିକ ବାତାବରଣ ସରଗରମ ହୋଇପଡିଛି। ଶାସକ ବିଜେଡ଼ି, ବଜେପି ଓ କଂଗ୍ରେସ ପକ୍ଷରୁ ଟିକେଟ ପାଇଁ ଲବି ଜୋରଦାର ହେବାରେ ଲାଗିଛି।...

ଖଣ୍ଡପଡ଼ା : ସବୁ ଦଳରେ ପ୍ରାର୍ଥୀ ମାଳମାଳ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ (ନୟାଗଡ଼ରୁ ଜିତେନ୍ଦ୍ର ସାହୁ): ନୟାଗଡ଼ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ଖଣ୍ଡପଡ଼ା। କାରଣ ନିର୍ବାଚନ ଆସିଲେ ଏଠି ସବୁ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା ସାମ୍ନାକୁ ଆସିଥାଏ। ୨୦୧୯ ନିର୍ବାଚନରେ...

ଶଙ୍ଖ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତିଙ୍କ ପୁତୁରା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡି ଛାଡ଼ିଥିବା ନେତାଙ୍କୁ ପଦ୍ମ ଧରାଇ ବିଜେପି ନିଜର ଶକ୍ତି ବୃଦ୍ଧି କରି ଚାଲିଛି। ଶନିବାର କିନ୍ତୁ ବିଜେପିକୁ ଶକ୍ତ ଝଟକା ଲାଗିଛି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ...

କାହିଁକି ବିଜେଡିକୁ ଫେରିବେ ଦିଲ୍ଲୀପ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡି ଫେରିବେ ଦିଲ୍ଲୀପ ରାୟ। ନବୀନ ନିବାସରେ କଲେ ଆଲୋଚନା। ୧୭ ବର୍ଷ ପରେ ନବୀନ ନିବାସରେ ପାଦ ଦେଲେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ୨୦୦୨ ମସିହାରେ ବିଜେଡିରୁ ବହିଷ୍କୃତ...

“ମୁଁ ତଥାକଥିତ ରାଜନେତା ନୁହେଁ ଯେ କ୍ଷମତା ପାଇଁ ପଛରୁ ଛୁରି ମାରିବି”

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ [youtube https://www.youtube.com/watch?v=Yh1uZ3KmBqU] “ମୁଁ ତଥାକଥିତ ରାଜନେତା ନୁହେଁ ଯେ କ୍ଷମତା ପାଇଁ ପଛରୁ ଛୁରି ମାରିବି। ମୋ ପାଇଁ ରାଜନୀତିର ସଜ୍ଞା ଅଲଗା” କହିଛନ୍ତି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର। ୨୦୧୯ ନିର୍ବାଚନରେ...

ଲୋକସଭା ଆସନ ’ଭଦ୍ରକ’ – ପୁଅ ପାଇଁ ବାଟ ଛାଡ଼ିବେ ବାପା!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭଦ୍ରକ ଲୋକସଭା ଆସନ ପାଇଁ ବିଜେପି, ବିଜେଡି ଖୋଜୁଛନ୍ତି ନୂଆ ମୁହଁ। ନୂଆ, ପୁରୁଣାଙ୍କୁ ନେଇ ଅଙ୍କ କଷୁଛି କଂଗ୍ରେସ। କିଏ ନେବ ଭଦ୍ରକ ଲୋକସଭା ଆସନରୁ ଟିକେଟ? ଅର୍ଜୁନ ଚରଣ...

ଜାଣନ୍ତୁ ମୋଦି, ନବୀନ, ରାହୁଲ, ସୋନିଆଙ୍କ ଆସନରେ କେବେ ଭୋଟ୍‌?

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ଲୋକସଭା ନିର୍ବାଚନ ଲାଗି ଔପଚାରିକ ଭାବେ ତାରିଖ ଘୋଷଣା ହୋଇସାରିଛି। ଦେଶରେ ୫୪୩ ଲୋକସଭା ସିଟ୍‌ ଲାଗ୍ ୭ଟି ପର୍ଯ୍ୟାୟରେ ମତଦାନ ହେବ। ସେହିପରି ରାଜ୍ୟରେ ୪ଟି ପର୍ଯ୍ୟାୟରେ ୧୪୭...

ଭୁବନଶ୍ୱରରୁ ଲଢ଼ିବେ ଜନାର୍ଦ୍ଦନ ପତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭୁବନଶ୍ୱର ଲୋକସଭା ଆସନରୁ ଲଢ଼ିବେ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି। ଏନେଇ ସିପିଆଇ(ଏମ୍) ପକ୍ଷରୁ ସୂଚନା ଦିଆଯାଇଛି। ଲୋକସଭା ନିର୍ବାଚନ ପାଇଁ ଆଜି ସିପିଆଇ(ଏମ୍) ପକ୍ଷରୁ ୪୫ ଜଣିଆ...

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ବ୍ୟକ୍ତିଗତ କାରଣ ପାଇଁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର...

ବିଜେପିର ନୂଆ ନାରା- “ମୁଁ ବି ଚୌକିଦାର”

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଂଗ୍ରେସର  “ଚୌକିଦାର ଚୋର ହୈ” ଜବାବରେ “ମୁଁ ବି ଚୌକିଦାର” ନାରା ଆରମ୍ଭ କରିଛି ବିଜେପି। ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ନୂଆ ଉପାୟ...