କେନ୍ଦ୍ରାପଡ଼ା : କିଏ ଉଡ଼ାଇବ ‘ବୈଜୟନ୍ତୀ’ ବାନା?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ଲୋକସଭା ଆସନରେ ତିନି ରଥୀ। ଚଳିତ ନିର୍ବାଚନରେ ସବୁଠାରୁ ଅଧିକ ଗୁରୁତ୍ୱ ହୋଇପଡ଼ିଛି କେନ୍ଦ୍ରାପଡ଼ା ଲୋକସଭା ଆସନା କାରଣ ଏଠାରୁ ଦୁଇ ଜଣ ମହାରଥୀ ଲଢ଼ୁଛନ୍ତି। ତେବେ ଏଥର ଲଢେଇ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଅମିତ ଶାହ

ଓଡ଼ିଶଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ରାଜନାଥ ସିଂ,ନୀତନ ଗଡକରୀଙ୍କ...

୧୫ବର୍ଷ ପରେ ନିର୍ବାଚନ ଲଢ଼ିବେ କେ.ପି.ସିଂହଦେଓ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଢେଙ୍କାନାଳ ଲୋକସଭା ଆସନ ଲାଗି କଂଗ୍ରେସ ବରିଷ୍ଠ ନେତା ବ୍ରିଗେଡ଼ିୟର କାମାକ୍ଷା ପ୍ରସାଦ ସିଂହଦେଓଙ୍କ ନାମ ଘୋଷଣା କରିଛି। ଯାହାପରେ ଢେଙ୍କାନାଳ ବାସୀ ଉତ୍ସାହିତ ଅଛନ୍ତି। କେ.ପି.ସିଂଦେଓ ୧୫ବର୍ଷ ପରେ ପୁଣିଥରେ...

ମୀରା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ମୀରା ପରିଡ଼ାଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ୱା ମୀରା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ-ସଭାପତିା ବିଜେଡିରେ ପ୍ରଥମ କିନ୍ନର ଭାବେ ସେ...

ସରକାରକୁ ଆସିଲେ ନୀତି ଆୟୋଗକୁ ଭାଙ୍ଗିବୁ – ରାହୁଲ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ‘‘କଂଗ୍ରେସ ଯଦି କେନ୍ଦ୍ରରେ ସରକାର ଗଢ଼େ ତାହାଲେ ଆମେ ନୀତି ଆୟୋଗକୁ ପ୍ରଥମେ ଭାଙ୍ଗିବୁା ଯୋଜନା ଆୟୋଗକୁ ପୁଣି ଥରେ ସକ୍ରିୟ କରିବୁା ନୀତି ଆୟୋଗ ମିଥ୍ୟା ତଥ୍ୟ ଦେଉଛନ୍ତିା...
amit shah

ଏପ୍ରିଲ ପହିଲାରେ ଅମିତ ଶାହ ଆସିବେ ଓଡ଼ିଶା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏପ୍ରିଲ ପହିଲାରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସେ ଗଜପତି ଓ ନବରଙ୍ଗପୁର ଜିଲ୍ଲାରେ ହେବାକୁ ଥିବା ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବୋ ପାରଳାଖେମୁଣ୍ଡି କାଶୀନଗରରେ...

ଦାମଙ୍କ ନୂଆ ଥିଓରି – ‘ପରିବାର ଅଲଗା, ରାଜନୀତି ଅଲଗା’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପରିବାର ସହ ରାଜନୀତିର କୌଣସି ସମ୍ପର୍କ ନାହିଁ। ‘‘ପରିବାର ଅଲଗା, ରାଜନୀତି ଅଲଗା। ଏଥିରେ କିଛି ନୂଆ କଥା ନାହିଁ। ଏମିତି ଅନେକ ଉଦାହରଣ ଅତୀତରେ ଦେଖିବାକୁ ମିଳିଛିା ମୋ’ ପିଲାମାନେ...

ପୁରୁଣା ନେତାଙ୍କ ଉପରେ ଭରସା କଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୮ଟି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକା ସେଥିମଧ୍ୟରୁ ୯ ଜଣ ପରୁଣା ମୁହଁଙ୍କ ଉପରେ ନବୀନ ଭରସା କରିଛନ୍ତିା ମହେଶ୍ୱର ମହାନ୍ତି - ନବୀନଙ୍କ...

ଗୁଜରାଟ ହାଇକୋର୍ଟରୁ ହାର୍ଦ୍ଦିକ ପଟେଲଙ୍କୁ ଝଟକା – ଲଢ଼ିପାରିବେନି ନିର୍ବାଚନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜୁରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଦଙ୍ଗା ଭିଆଇବା ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି। ୨୦୧୫ରେ...

ପୁଣି ଥରେ ନବୀନଙ୍କ ଭରସା ଜିତିଲେ ଦେବାଶିଷ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଘୋଷଣା ହେଲା ୧୮ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ତାଲିକା। କଟକ ବାରବାଟି ଆସନ ଲାଗି ବିଜେଡି ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ପୁଣି ଥରେ ବିଜେଡି ସୁପ୍ରିମୋ...