ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କୋରାପୁଟ ଜିଲ୍ଲା ଜୟପୁର ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ବାଙ୍ଗମାଝି ପଡ଼ିଆରେ ସେ ସମାବେଶରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଗାନ୍ଧିଛକଠାରେ...

କଂଗ୍ରେସ ଘୋଷଣା କଲା ପ୍ରାର୍ଥି ତାଲିକା – ଆମେଥିରୁ ଲଢ଼ିବେ ରାହୁଲ, ରାୟବରେଲୀରୁ ସୋନିଆ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପ୍ରକାଶ ପାଇଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକାରେ ୧୫ ଜଣ ଆଶାୟୀଙ୍କ ନାଁ ରହିଛି। ସେଥିମଧ୍ୟରୁ ୧୧ ଜଣ...

ମୋ’ ଜୀବନର ସବୁଠାରୁ ବଡ଼ ମୋଡ଼ : ବୈଜୟନ୍ତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ “ମୋ' ଜୀବନର ଏହା ହେଉଛି ସବୁଠାରୁ ବଡ଼ ମୋଡ଼। ମୁଁ ନିକଟରେ ଯେଉଁ ଯାଗାରେ ପହଞ୍ଚିଛି ସେଥିପାଇଁ ମତେ ୨୨ ବର୍ଷ ଲାଗିଗଲା।”- ଆଜି ପୁଣି ଏହି କଥା ଦୋହରାଇଛନ୍ତି...

ବୈଜୟନ୍ତ ପଦ୍ମ ଦଳ ପାଇଁ ହେବେ ଫାଇଦା – ‘ଓପିନିଅନ ଓଡ଼ିଶା’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିଜେପିରେ ଯୋଗଦେବା ପରେ ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ଓଡ଼ିଶାଲାଇଭ୍‌ର ଓପିନିଅନ ଓଡ଼ିଶା ଅଭିଯାନରେ ମତ ରଖି ଅନେକ ପାଠକ...

ଗୋଟିଏ ପରିବାର, ଗୋଟିଏ ଟିକେଟ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନ ମଇଦାନକୁ ପ୍ରାର୍ଥୀଙ୍କୁ ପଠାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ସ୍ପଷ୍ଟ କରିଦିଆ ଯାଇଛି ଯେ ଏଥର ଲୋକସଭା ଓ ବିଧାନସଭା ନିର୍ବାଚନରେ...

ଅନନ୍ତ ଜେନା ହେଲେ ବିଡିଏ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ବିଡିଏ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନନ୍ତ ଲଗାତର ଦୁଇ ଥର ଭୁବନେଶ୍ୱର ମହାନଗର ନିଗମର ମେୟର ରହିଛନ୍ତି।...

କେନ୍ଦ୍ରାପଡ଼ାରୁ ପ୍ରତାପ ଜେନା ହେବେ ସାଂସଦ ପ୍ରାର୍ଥୀ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଜୟ ପଣ୍ଡା ବିଜେପିରେ ସାମିଲ ହେବାପରେ କେନ୍ଦ୍ରାପଡ଼ାରୁ ସାସଂଦ ପ୍ରାର୍ଥୀ କିଏ ହେବ ସେ ନେଇ...

କୋରେଇରେ ଏଥର ନୂଆ ମୁହଁ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କୋରେଇ ବିଧାନସଭା ଆସନରେ ଏଥର ନୂଆ ପ୍ରାର୍ଥୀ ଛିଡ଼ା କରିବ ବିଜେଡି? ଏମିତି ଏକ ଆଲୋଚନା ଜୋର ଧରିଛି। ଏହା ଜଣା ପଡ଼ିବା ପରେ ଟିକେଟ ପାଇବା ପାଇଁ ଅନେକ...

ଦିଲ୍ଲୀ ଗଲା କଂଗ୍ରେସ ପ୍ରାର୍ଥୀ ତାଲିକା – କାହାକୁ ରଖିବେ କାହାକୁ କାଟିବେ ହାଇକମାଣ୍ଡ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ। ଏବେ ହାଇକମାଣ୍ଡଙ୍କ ଉପରେ ନଜର। କଂଗ୍ରେସ ଭବନରେ ଆଜି ବସିଥିଲା ପିଇସି କମିଟି ବୈଠକ। ଏହି ବୈଠକରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ପକ୍ଷରୁ ଚୂଡ଼ାନ୍ତ...

ଆପଣଙ୍କ ମତ ଉପସ୍ଥାପନ କରିବ ଓଡ଼ିଶାଲାଇଭ୍‌ର ‘ଓପିନିଅନ ଓଡ଼ିଶା’

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍‌ ପେଜ୍‌ରେ ଆମେ ପଚାରିବୁ ପ୍ରଶ୍ନ। ଫେସ୍‌ବୁକ୍‌ର କମେଣ୍ଟ ବକ୍ସରେ ଆପଣ ଦେବେ ମୂଲ୍ୟବାନ ମତାମତ।' ଓଡ଼ିଶା ତଥା ଜାତୀୟ ସ୍ତରରେ ପ୍ରତିଦିନ ଘଟୁଥିବା ରାଜନୀତିକ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବର...