ବାଲିକୁଦା-ଏରସମାରୁ ଲଢ଼ିବେ ଦାମ!

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ "ବାଲିକୁଦା-ଏରସମା ହେଉଛି ମୋ' ଘର। ସେଠି ମତେ ଲୋକ ଭଲ ପାଆନ୍ତି। ଆଗାମୀ ନିର୍ବାଚନ ବାଲିକୁଦା-ଏରସମାରୁ ହିଁ ଲଢ଼ିବି", ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହା କହିଛନ୍ତି ଡାକ୍ତର ଦାମୋଦର ରାଉତ। ଗୁରୁବାର ସନ୍ଧ୍ୟାରେ...

ବିଜେପି ଶିବିରରେ ‘ବାପା’, ନବୀନ ନିବାସରେ ‘ପୁଅ’

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ଗୁରୁବାର ସକାଳେ ସମ୍ବିତ ଆସିଥିଲେ ନବୀନ ନିବାସ। ସନ୍ଧ୍ୟାରେ ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ। ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଆଜି...

ନବରଙ୍ଗପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ରମେଶ ମାଝି!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରାଜନୀତି। ତେବେ ଟିକେଟ ବଣ୍ଟନ ପୂର୍ବରୁ କାହାକୁ ଟିକେଟ୍‌ ମିଳିବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା। ଚଳିତ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନରୁ ଝରିଗାଁ...

ବିଜେପି ଶିବିରରୁ ନବୀନଙ୍କୁ ତୀର ମାରିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେବା ପରେ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ତୀର ମାରିଛନ୍ତି। ନବୀନ ବିଜୁ ବାବୁଙ୍କ ବିପରୀତ ବୋଲି ଦାମ କହିଛନ୍ତି। "ବିଜୁ ବାବୁ...

ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

କଂଗ୍ରେସର ହାତ ଧରିଲେ ଯଜ୍ଞେଶ୍ୱର ବାବୁ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ ଗୁରୁବାର କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯଜ୍ଞେଶ୍ୱର ବାବୁ ଦଳରେ ଯୋଗ ଦେଇଛନ୍ତି। ଯଜ୍ଞେଶ୍ୱର ପ୍ରଥମେ...

୫ ବର୍ଷ ତଳେ ବଳଭଦ୍ର ଛାଡ଼ିଥିଲେ ସରକାରୀ ଚାକିରି, ଏବେ ଛାଡ଼ିଲେ ବିଜେଡି

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ରେଲୱେ ଇଞ୍ଜିନିୟରିଂ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ବଳଭଦ୍ର ମାଝି। ସରକାରୀ ଚାକିରିରୁ ମୋହ ତୁଟାଇ ବିଜେଡିରେ ଯୋଗ ଦେଇଥିଲେ ବଳଭଦ୍ର ମାଝି। ଚାକିରିକୁ ଆଉ ୭ ବର୍ଷ ସମୟ...

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଟମ୍‌ ୱଡ଼କନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଆଜି କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। କେରଳର ବରିଷ୍ଠ କଂଗ୍ରେସ ନେତା ଟମ୍‌ ୱଡ଼କନ୍‌ କଂଗ୍ରେସ ଛାଡ଼ି ବିଜେପିରେ...

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି କଲେ ଟୁଇଟ୍‌, କୋହଲି ଓ ଧୋନିଙ୍କୁ କଲେ ଏହି ଅପିଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତି, ଉଦ୍ୟଗ, ଖେଳ ଓ ଫିଲ୍ମ ଜଗତ ସମେତ କିଛି ଭିନ୍ନ କ୍ଷେତ୍ରର ସଫଳତା ପାଇଥିବା ବ୍ୟକ୍ତିଙ୍କୁ ମତଦାନ ଲାଗି ଭୋଟରଙ୍କୁ ଜାଗରଣ ସୃଷ୍ଟି କରିବାଲାଗି ଅପିଲ...

ଏଥର ୩ ସାଂସଦଙ୍କୁ ମିଳିନପାରେ ଟିକେଟ୍‌!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ନିର୍ବାଚନୀ ବିଗୁଲ ବାଜିବା ପରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟ ରଜନୀତି। ଏଣେ ଶାସକ ଦଳ ପକ୍ଷରୁ କାହାକୁ ଟିକେଟ୍‌ ମିଳିବ, କହାକୁ ମିଳିବନି ସେନେଇ ଚାଲିଛି ଅଙ୍କକଷା। ସେଥିପାଇଁ ନବୀନ...