ଚନ୍ଦ୍ରବାବୁ ନାଇଡୁଙ୍କ ପୋଷ୍ୟ ଗ୍ରାମ ପେଦା ଲାବୁଡୁରେ ବଢୁଛି ଜଗନମୋହନଙ୍କ କ୍ରେଜ୍

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବିକାଶର ବହୁ ପଛରେ ପୋଷ୍ୟ ଗ୍ରାମ ପେଦା ଲାବୁଡୁ। (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷ ପାଇଁ ପୁଣି ସରକାର ଗଠନର ସ୍ୱପ୍ନ ଦେଖୁଥିବା ତେଲୁଗୁ...

ସାଢ଼େ ତିନି ହଜାର ପାହାଚ ଚଢ଼ିଲେ ରାହୁଲ, ତିରୁପତି ବାଲାଜିଙ୍କୁ କଲେ ଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ରାହୁଲ ଗାନ୍ଧି ଆରମ୍ଭ କରିଛନ୍ତି ଅଭିଯାନ। ବିଭିନ୍ନ ରାଜ୍ୟ ବୁଲି ନିର୍ବାଚନୀ ପ୍ରଚାରକୁ ସରଗରମ କରିଛନ୍ତି। ତେବେ ଆଜି ଦିନିକିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଥିବା ରାହୁଲ...

ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ‘ଖୁସି’- ଏଣିକି ମାଗଣାରେ ମିଳିବ ସାନିଟାରୀ ନାପ୍‌କିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଖୁସି' ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ। ଷଷ୍ଠରୁ ଦ୍ୱାଦଶ ଛାତ୍ରୀଙ୍କ ପାଇଁ 'ଖୁସି' ଯୋଜନା ୫ ବର୍ଷରେ ଖର୍ଚ୍ଚ ହେବ ୪୬୬ କୋଟି ୧୭ ଲକ୍ଷ ୨୫ ହଜାର ଛାତ୍ରୀ ହେବେ...

ବିଧାନସଭା ଆସନ ‘ପାରାଦୀପ’ – ଦାମଙ୍କ ଗଡ଼ରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦାମଙ୍କ ଗଡ଼ ପାରାଦୀପକୁ ୨୦୧୯ ନିର୍ବାଚନରେ କେଉଁ ଦଳ କରିବେ ଦଖଲ? ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନମଣ୍ଡଳୀ ଉପରେ ଏବେ ସବୁ ଦଳର ନଜର। ୨୦୧୯ ନିର୍ବାଚନରେ ପାରାଦୀପରେ କିଏ ରାଜୁତି...

‘ଦେବାଶିଷ ବାବୁ ଭଲ ଲୋକ, ସେ କୌଣସି ଦୁର୍ବ୍ୟବହାର କରି ନାହାନ୍ତି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁହଁ ଖୋଲିଲେ ସହିଦ ମନୋଜଙ୍କ ଦାଦା ଚୈତନ୍ୟ ବେହେରା। ସହିଦ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ଟୁଇଷ୍ଟ ଆସିଛି। ବିଧାୟକ କୌଣସି...

ଚାଷୀ ସବୁରୀ – ଏଣେ ବନ୍ଦ, ତେଣେ ସମାବେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀଙ୍କ ହକ୍‌ ପାଇଁ ଗୋଟିଏ ଦିନରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଏବଂ ନବ ନିର୍ମାଣ କୃଷକ ସଙ୍ଗଠନ। ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ ଏବଂ ପେନସନ ଦାବିରେ ନବ ନିର୍ମାଣ କୃଷକ ସଙ୍ଗଠନ...

ପାକିସ୍ତାନ ମିଡିଆରେ ବିଜେଡି ବିଧାୟକଙ୍କ ଭାଇରାଲ ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନେଇ ଅଡୁଆ ବଢ଼ିଲା। ସହିଦ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭିଡିଓ ପାକ୍‌ ମିଡିଆରେ ଚର୍ଚ୍ଚା ହେବା ପରେ ଦେବାଶିଷ ଅଡୁଆରେ...

ଲୋକସଭା ଆସନ ‘କେନ୍ଦ୍ରାପଡ଼ା’ – ବୈଜୟନ୍ତଙ୍କୁ କିଏ ଦେବ ଟକ୍କର?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ାରେ ଜମିବ ଖେଳ। ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ପ୍ରାର୍ଥୀ ଖୋଜୁଛନ୍ତି ତିନି ଦଳ। ଓଡ଼ିଶାର ୨୧ଟି ଲୋକସଭା ଆସନରୁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ନିର୍ବାଚନ...

କ୍ଷମତା ଛଡ଼ା ଆଉ କିଛି ଚାହୁଁ ନାହାନ୍ତି ନିରଞ୍ଜନ 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଛାତି ଆଜିକାଲି କୁଣ୍ଢେ ମୋଟ। ହେବା ବି ସ୍ୱାଭାବିକ କାରଣ ଯେଉଁ ଦଳକୁ ଦେଢ଼ ବର୍ଷ ତଳେ କେହି ପଚାରୁନଥିଲେ ସେହି ଦଳ ଆଜି...

ନିର୍ବାଚନୀ ପ୍ରଚାର: ‘ମୋଦି ଶାଢ଼ି’କୁ ଟକ୍କର ଦେଉଛି ‘ରାହୁଲ-ପ୍ରିୟଙ୍କା ଶାଢ଼ି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏସିଆ ମହାଦେଶରେ ସବୁଠୁ ବଡ଼ କପଡ଼ା ବଜାର ହେଉଛି ସୁରତ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଥିବା ଶାଢ଼ି ଛାପିଥିବାବେଳେ ଏବେ ଦୁଇ ନୂଆ ନେତାଙ୍କ ଚେହେରା ଶାଢ଼ିରେ ଦେଖିବାକୁ...