ମଙ୍ଗଳବାର ମୟୂରଭଞ୍ଜ ଆସିବେ ଶିବୁ ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନ ଜାନୁଆରୀ ୨୨ରେ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ଏଥିନିମନ୍ତେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇ ସାରିଛି। ୨୨ ଜାନୁଆରୀ ଦିନ...
ରାହୁଲ ଆସିବେ ୨୫ରେ, ନେତା ଛାଡୁଛନ୍ତି କଂଗ୍ରେସ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭୁଶୁଡୁଛି କଂଗ୍ରେସ ଘର। ଗୋଟିଏ ସପ୍ତାହରେ କଂଗ୍ରେସ ଗଲେଣି ୫ ନେତା।
ପ୍ରଥମେ ନବ ଦାସ ଛାଡ଼ିଲେ କଂଗ୍ରେସ। ପରେ ଯୋଗେଶ ସିଂ, ଶ୍ରୀକାନ୍ତ ଜେନା, କୃଷ୍ଣଚନ୍ଦ୍ର ଶଗରିଆଙ୍କୁ ଦଳରୁ ନିଲମ୍ବନ...
ବିଜେପିର ଲାଲ୍ ଚୁଡ଼ି ଅଭିଯାନ – ନବୀନ ନିବାସ ଯିବା ବେଳେ ପୋଲିସ ସହ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ମହିଳାମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେବାରେ ବିଫଳ। ଏହି ଅଭିଯୋଗ ଆଣି ବିଜେପି ମହିଳା ମୋର୍ଚ୍ଚା ଆଜି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା। ହେଲେ...
ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ହେଲିକପ୍ଟର ଲ୍ୟାଣ୍ଡିଙ୍ଗକୁ ମିଳିଲା ଅନୁମତି, ମଙ୍ଗଳବାର ହେବ ରାଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ବିଜେପି ପକ୍ଷରୁ ପଶ୍ଚିମବଙ୍ଗରେ ଆୟୋଜିତ ହେଉଛି ରାଲି। ଏଥିରେ ହେଲିକପ୍ଟର ଜରିଆରେ ଯୋଗ ଦେବେ ଅମିତ ଶାହ।
ପଶ୍ଚିମବଙ୍ଗର ମାଳଦାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହେଲିକପ୍ଟର ଅବତରଣକୁ ମାଳଦା...
କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ଜୟଶ୍ରୀ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା କଂଗ୍ରେସର ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ବିଜେପିରେ ଯୋଗ ଦେଇଛନ୍ତି। ସେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ବିଜେପି ରାଜ୍ୟ ମୁଖ୍ୟାଳୟରେ ହୋଇଅଛି।
ଜୟଶ୍ରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର...
ବିଜେପି ମହିଳା ମୋର୍ଚ୍ଚାର ନାଲି ଚୁଡ଼ି ଅଭିଯାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳାଙ୍କ ସୁରକ୍ଷା ପାଇଁ ବିଜେପି ମହିଳା ମୋର୍ଚ୍ଚାର ନାଲି ଚୁଡ଼ି ଅଭିଯାନ। ନବୀନ ନିବାସ ଘେରାଉ ବେଳେ ବିଜେପି ମହିଳା ମୋର୍ଚ୍ଚା ଓ ପୋଲିସ ମୁହାଁମୁହିଁ।
ମହିଳାଙ୍କ ସୁରକ୍ଷା ପାଇଁ ବିଜେପି ମହିଳା...
ରାଜନୀତିରେ ବେବୋଙ୍କ ଏଣ୍ଟ୍ରି – ଭୋପାଳରୁ ଲଢ଼ିବେ ନିର୍ବାଚନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଲୋକସଭା ନିର୍ବାଚନରେ ବଲିଉଡ୍ ଅଭିନେତ୍ରୀ କରୀନା କପୁର ଭୋପାଳରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି।
ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିବା ପରେ ଏବେ ଲୋକସଭା ନିର୍ବାଚନରେ ବହୁମତ...
ଆସିଲା ନୂଆ ଭୋଟର ତାଲିକା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଭୋଟର ତାଲିକାରେ ୩କୋଟି ୧୮ ଲକ୍ଷ ୭୮୭ଜଣ ଭୋଟର। ୫ଲକ୍ଷ ୩୯ହଜାର ୪୫୪ଜଣ ଭୋଟର ବୃଦ୍ଧି ହୋଇଛି। ଭୋଟରଙ୍କ ସହାୟତା ଲାଗି ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।
ରାଜ୍ୟ ମୁଖ୍ୟ...
ଗଠନ ହେଲା ‘ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ’
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶା ରାଜନୀତିରେ ନୂଆ ଦଳର ଅଭ୍ୟୁଦୟ ହୋଇଛି। ଆଜି ଗଠନ ହୋଇଛି 'ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ'। ସମତା କ୍ରାନ୍ତି ଓ ଉତ୍କଳ ଭାରତ ମିଶି ଗଢ଼ିଲେ ନୂଆ ଦଳ। ଏ...
କଂଗ୍ରେସର ହାତ ଛାଡ଼ିଲେ ପ୍ରଣୟ ସାହୁ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ବିଜେଡିରେ ଯୋଗଦେବେ କି ପ୍ରଶ୍ନରେ ପ୍ରଣୟ ସାହୁ କହିଛନ୍ତି,”କିଛି ନିଷ୍ପତ୍ତି ହୋଇନାହିଁ, ଆଜି ନିଷ୍ପତ୍ତି ନେବି”।
କଂଗ୍ରେସ ନେତା ପ୍ରଣୟ ସାହୁ ଆଜି ଇସ୍ତଫା ଦେଇଛନ୍ତି। ବିଜେପୁରର କଂଗ୍ରେସ ନେତା ହେଉଛନ୍ତି...





















