ନବୀନଙ୍କୁ ନିରଞ୍ଜନଙ୍କ ପ୍ରଶ୍ନ – ୧୮ ବର୍ଷ ଶାସନରେ ଓଡ଼ିଶା ଗରିବ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମହାକାଳପଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ। ବିଜେପି କଲା ଜନପରାମର୍ଶ ପଦଯାତ୍ରା। କେନ୍ଦ୍ରାପଡ଼ା: "ବିଜେଡି ସରକାର ରାଜ୍ୟକୁ ଦରିଦ୍ରରୁ ଦରିଦ୍ର କରିବାରେ ଲାଗିଛି। ଲକ୍ଷ ଲକ୍ଷ ଯୁବକମାନେ ରୋଜଗାର ନପାଇ...

ମଧ୍ୟପ୍ରଦେଶରେ ବିଜେପି, ରାଜସ୍ଥାନ-ଛତିଶଗଡ଼ରେ ସରକାର ଗଢ଼ିବ କଂଗ୍ରେସ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫ଟି ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏଗ୍‌ଜିଟ୍ ପୋଲରୁ ଆସିଲା ବଡ଼ ରାୟ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ।...

କଂଗ୍ରେସରେ ଶ୍ରୀକାନ୍ତ ଝଡ଼ – ପଟ୍ଟନାୟକ ପରିବାରକୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ହଟିବା ପରେ କଂଗ୍ରେସରେ କମ୍ପନ। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଆଶା କରାଯାଉଥିଲା କଂଗ୍ରେସରେ କନ୍ଦଳ କମିବ। ବିଶୃଙ୍ଖଳା ଛାଡ଼ି ଶୃଙ୍ଖଳିତ ହେବେ କଂଗ୍ରେସ...

ଚଣ୍ଡିଖୋଲ ପେଟ୍ରୋଲ ରିଜର୍ଭ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ପେଟ୍ରୋଲିୟମ ରିଜର୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ ହଜାର ୫୦୦ କୋଟି...

ମଞ୍ଚରେ ବେହୋସ ହେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଷ୍ଟେଜ୍‌ ଉପରେ ବେହୋସ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ଖରାପ ହୋଇଯାଇଥିଲା। ଶୁକ୍ରବାର ମହାରାଷ୍ଟ୍ରର ଅହମଦନଗରଠାରେ...

ପଦ୍ମ ଧରିବେ ମାଧୁରୀ !

ଓଡ଼ିଶାଲାଇଭ୍ ବ୍ୟୁରୋ ପୁନେରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ମାଧୁରୀ ଦୀକ୍ଷିତ। ୨୦୧୯ ଲୋକସଭାରେ ନିର୍ବାଚନ ଲଢ଼ିପାରନ୍ତି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ବିଜେପି ତାଙ୍କୁ ପୁନେ ଆସନ ପାଇଁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଚଳିତ...

ବିଧାନସଭା ନିର୍ବାଚନ – ରାଜସ୍ଥାନ, ତେଲେଙ୍ଗାନାରେ ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଓ ତେଲେଙ୍ଗାନାରେ ଚାଲିଛି ମତଦାନ। କଡ଼ା ସୁରକ୍ଷାରେ ଉଭୟ ରାଜ୍ୟ। ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରାମ ପରେ ଏବେ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଚାଲିଛି ବିଧାନସଭା ନିର୍ବାଚନ...

ନବୀନଙ୍କ ମହିଳା ସଂରକ୍ଷଣ କାର୍ଡ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସଂସଦ ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ତେତିଶ ପ୍ରତିଶତ ସଂରକ୍ଷଣ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ  ଚିଠି ଲେଖିବା ପରେ ବୁଧବାର ଦିନ ଏଦିଗରେ...

ଜେଲରୁ ମୁକୁଳିଲେ ଅଭିଜିତ ଆୟାର ମିତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ ଆୟାର ମିତ୍ର ଗୁରୁବାର ଦିନ ଜେଲ୍‌ରୁ ମୁକୁଳିଛନ୍ତି। କୋଣାର୍କ ଜେଏମ୍‌ଏଫ୍‌ସି କୋର୍ଟରୁ ଜାମିନ ପାଇବା ପରେ ସେ ଚେନ୍ନାଇ ଯାଇଛନ୍ତି। ଅଭିଜିତଙ୍କୁ...

ନବୀନଙ୍କ ଉପସ୍ଥିତିରେ ଭର୍ତ୍ତୃହରି କହିଲେ, “ଏବେ ଜିନ୍ଦାବାଦ କରିବାର ବେଳ ଆସିନି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭର୍ତ୍ତୃହରିଙ୍କ ଧାଡ଼ିଏ କଥା ଏବେ କଟକ ରାଜନୀତିକୁ ରୋଚକ ମୋଡ଼ ଦେଇଛି। 'ଏବେ ଜିନ୍ଦାବାଦ କରିବାର ସମୟ ଆସିନି' - କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏହି ଧାଡ଼ିଏ କଥା ରାଜୀନିତିକୁ ରୋଚକ...