କେରଳର ବିଜେପି ନେତା ରଞ୍ଜିତ ଶ୍ରୀନିବାସନ ହତ୍ୟା ମାମଲା: ୪ ବର୍ଷ ପରେ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ଘଟଣାର ୪ ବର୍ଷ ପରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି କେରଳ କୋର୍ଟ। ଏହି ହତ୍ୟାକାଣ୍ଡରେ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି...

ଓଡ଼ିଶା ବଞ୍ଚାଅ ସମାବେଶରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରଠାରେ ଅନୁଷ୍ଠିତ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ମଲ୍ଲକାର୍ଜୁନ ଖଡଗେ କହିଛନ୍ତି ଓଡ଼ିଶାରେ...

ବିହାରରେ ଦଳ ବଦଳ ରାଜନୀତି ନୂଆ କଥା ନୁହେଁ, ଏଠାରେ ଦଳ ଡିଆଁ ନେତାଙ୍କ ତାଲିକା ଲମ୍ବା

ଭାସ୍କର ପରିଚ୍ଛା   ବିହାରର ଯେଉଁଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ଦଳ ବଦଳ କରିବା ନୂଆ କଥା ନୁହେଁ। ଏବେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ...

୩ ଆସନ ପାଇଁ ଫେବ୍ରୁଆରି ୨୭ରେ ରାଜ୍ୟସଭା ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ଖାଲି ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେବ। ଏ ନେଇ ସୋମବାର ଦିନ ଘୋଷଣା...

ପୁଣି ଏନଡିଏରେ ନୀତୀଶ କୁମାର: ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଓଡ଼ିଶାଲାଇଭ୍ ବ୍ୟୁରୋ କିଛି ଦିନ ଧରି ବିହାରରେ ଚାଲିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଆରଜେଡି, କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକୁ ନେଇ ଗଠିତ ମହାମେଣ୍ଟ ଛାଡ଼ି ସେ ପୁଣି...

ଲୋକସଭା ନିର୍ବାଚନ: ବିଭିନ୍ନ ରାଜ୍ୟରେ ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନିଯୁକ୍ତ କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୟପାଲ ସିଂହ ତୋମର ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ ଲତା ଉସେଣ୍ଡି ରାଜ୍ୟ ବିଜେପି ସହ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶ ବିଜେପି ପ୍ରଭାରୀ ଭାବେ ଦାୟିତ୍ଵ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି...

ଫେବ୍ରୁଆରି ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତା ଫେବ୍ରୁଆରି ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର ଆଇଆଇଏମ କାର୍ଯ୍ୟକ୍ରମରେ ସାମିଲ ହେବାକୁ...

ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଭୋଟ୍ ଦେବେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ପୋଲିଂ କର୍ମଚାରୀଙ୍କ ଲାଗି ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି। ନିର୍ବାଚନ ବେଳେ ପୋଲିଂ ଅଧିକାରୀ ଏବଂ କର୍ମଚାରୀ ଡ୍ୟୁଟି...

କଂଗ୍ରେସରେ ଯୋଗ ଦେଲେ ବଳଭଦ୍ର ମାଝି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ପୂର୍ବତନ ବିଧାୟକ ବଳଭଦ୍ର ମାଝି ବୁଧବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ନିଜ ସମର୍ଥକଙ୍କ ସହ ବଳଭଦ୍ର...

ଇଣ୍ଡିଆ ମେଣ୍ଟକୁ ଝଟ୍‌କା: ମମତାଙ୍କ ଘୋଷଣା ଏକଲା ନିର୍ବାଚନ ଲଢ଼ିବ ଟିଏମସି

ଓଡ଼ିଶାଲାଇଭ୍ ବ୍ୟୁରୋ ବିରୋଧୀଙ୍କ ମହାମେଣ୍ଟ ‘ଇଣ୍ଡିଆ’କୁ ବଡ଼ ଝଟ୍‌କା। କାରଣ ପଶ୍ଚିମବଙ୍ଗରୁ ଟିଏମସି ଏକଲା ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମହାମେଣ୍ଟ ‘ଇଣ୍ଡିଆ’କୁ ପଶ୍ଚିମବଙ୍ଗରୁ...