ଅମିତ ଶାହଙ୍କୁ ଯିଏ ଖାଇବାକୁ ଦେଇଥିଲେ ସେ ଏବେ ବିଜେଡିରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥିପାଇଁ କୁହାଯାଏ ରାଜନୀତିର ଗତି ବିଚିତ୍ର। ଯେଉଁ ଲୋକଟି କାଲି ୟାଙ୍କର ଥିଲା ଏଇନେ ସେ ତାଙ୍କର। ଗତ ବର୍ଷ ଜୁଲାଇ ୪ ତାରିଖରେ ବ୍ରହ୍ମପୁର ନିକଟ ହୁଗୁଳାପେଟାର ନବୀନ ସ୍ୱାଇଁ ଯିଏ...

ଉପ-ନିର୍ବାଚନରେ ବିଜେପିକୁ ଝଟକା – ଲୋକସଭାରେ ୨୭୨କୁ ଖସିଲା ଆସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୪ରୁ ଆଜି ପର୍ଯ୍ୟନ୍ତ ଦେଶରେ ଯେତେ ଉପ-ନିର୍ବାଚନ ହୋଇଛି ଅଧିକାଂଶ ଆସନରେ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କର୍ଣ୍ଣାଟକରେ ୩ ଲୋକସଭା ଏବଂ ୨ ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ...

ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ଦେଲେ କୃଷ୍ଣ ସଗରିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାୟକ ପଦରୁ ଇସ୍ତଫା ଦେଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମଙ୍ଗଳବାର ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ନିଜ ଇସ୍ତଫାପତ୍ର ଦେଇଛନ୍ତି। ଇସ୍ତଫା ଦେବା ନେଇ ସେ ଗତ ୩୦ ତାରିଖରେ...

କର୍ଣ୍ଣାଟକ ଉପ-ନିର୍ବାଚନ – ବାଜି ମାରିଲା କଂଗ୍ରେସ-ଜେଡିଏସ୍ ମେଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକର ୩ ଲୋକସଭା ଏବଂ ୨ ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ବିଜେପିକୁ ପଛରେ ପକାଇ କଂଗ୍ରେସ-ଜେଡିଏସ୍ ମେଣ୍ଟ ବାଜି ମାରିଛି। ମାଣ୍ଡ୍ୟା ଲୋକସଭା ଆସନରେ...

ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ – ରାଷ୍ଟ୍ରାୟତ ଉଦ୍ୟୋଗ ଅଫିସ ଘେରିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ୨୦୧୪ ନିର୍ବାଚନ ବେଳେ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ସେ ରକ୍ଷା କରି ନାହାନ୍ତି।...

ନେତା, ଅଫିସରଙ୍କୁ ଗାଁରେ ପୂରାଇ ଦେବେନି ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ଚାଷୀ। "ପଦଯାତ୍ରାରେ ଆସିଥିବା ଚାଷୀମାନଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରେ ପୂରାଇ ଦେଲେନି। ଏହାର ପରିଣାମ ଆଗାମୀ ନିର୍ବାଚନରେ ପ୍ରତିଫଳନ ହେବ। ଗାଁ ଗାଁରେ ଚାଷୀ ଆନ୍ଦୋଳନ ଜୋରଦାର...

ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ତାଲା ଠୁଙ୍କିଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ବେକାରୀ ସମସ୍ୟା ଦୂର କରିବାରେ ରାଜ୍ୟ ସରକାର ବିଫଳ। ଓଡ଼ିଶାରେ ବେକାରୀ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି ଯୁବ ମୋର୍ଚ୍ଚା। ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ପ୍ରହସନ ଚଳାଇଥିବା ଅଭିଯୋଗ...

ନଭେମ୍ବର ୧୬ରୁ ବିଧାନସଭାର ଶୀତ ଅଧିବେଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୧୫ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଏଥିରେ ମୋଟ ୨୩ଟି କାର୍ଯ୍ୟ ଦିବସ ରହିଛି। ନଭେମ୍ବର...

ବିବାହକୁ ୬ ମାସ ପୂରିନି – ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବେ ତେଜପ୍ରତାପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୧୨ରେ ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ଲାଲୁଙ୍କ ପୁଅ ତେଜପ୍ରତାପ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ...

୭ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର – ଟିଡିସିସିର ଋଣ ପରିଶୋଧ କରିବେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସଚିବାଳୟରେ ଶୁକ୍ରବାର ସନ୍ଧ୍ୟାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ...