ତେଲେଙ୍ଗନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେବାନ୍ତ ରେଡ୍ଡୀ, ଡିସେମ୍ବର ୭ରେ ଶପଥ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଲେଙ୍ଗନା ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି କ୍ଷମତାକୁ ଆସିଛି କଂଗ୍ରେସ। ତେଲେଙ୍ଗନା କଂଗ୍ରେସ ସଭାପତି ରେବାନ୍ତ ରେଡ୍ଡୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଡିସେମ୍ବର ୭...

ଆଜି ମିଜୋରାମରେ ଚାଲିଛି ଭୋଟ ଗଣନା, ଜୋରାମ ପିପୁଲ୍ସ ମୁଭମେଣ୍ଟ ୨୬ ଆସନରେ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏଠାରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ଦଳ ୪୦ଟିରୁ ୨୬ଟି ଆସନରେ...

ତିନି ରାଜ୍ୟରେ ବିପୁଳ ବିଜୟ ପରେ ବିଜେପି ଶିବିରରେ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାଜି ମାରିଲା ବିଜେପି। ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି। ଏହି ବିଜୟ ଅବସରରେ ପ୍ରଧାନମନ୍ତ୍ରୀ...

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ସରକାର ଗଢ଼ିବ ବିଜେପି!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନର ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଏହି ୩ଟି ରାଜ୍ୟରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ସୁନିଶ୍ଚିତ ହୋଇଛି। କଂଗ୍ରେସ ଏହି...

ବିଧାନସଭା ନିର୍ବାଚନ: ୪ରୁ ୩ଟି ରାଜ୍ୟରେ ବିଜେପି ଆଗୁଆ, ତେଲେଙ୍ଗାନରେ ବିଆରଏସକୁ ପଛରେ ପକାଇଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି ଅଧିକ ଆସନରେ ଅଗ୍ରଣୀ ତେଲେଙ୍ଗାନାରେ କଂଗ୍ରେସ ବିଆରଏସଠାରୁ ବଡ଼ ବ୍ୟବଧାନରେ ଆଗୁଆ ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଆଜି ଭାରତର ୪ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ...

ଆଜି ଆସିବ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି, ରବିବାର ଭାରତର ୪ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟଗୁଡ଼ିକରେ ସବୁ ପ୍ରସ୍ତୁତି ସରିଛି। ଇଭିଏମରେ ସିଲ ହୋଇଥିବା...

ଡିସେମ୍ବର ୪ରେ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ ୪ଟି ରାଜ୍ୟରେ ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ। କିନ୍ତୁ ମିଜୋରାମର ଭୋଟ ଗଣତି...

କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ଶନିବାର ଦିନ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଜୟରାମ ପାଙ୍ଗୀ ଦଳରେ ଯୋଗ ଦେଇଛନ୍ତି। ଏହି...

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆସିଲା ଏକ୍‌ଜିଟ ପୋଲ୍, ସବୁଠି ଦଳଙ୍କ ମଧ୍ୟରେ କଡ଼ା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ୍‌ଜିଟ ପୋଲ୍ ମତ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଆଗୁଆ ବିଜେପି କଂଗ୍ରେସ ସପକ୍ଷରେ ଯାଇପାରେ ତେଲଙ୍ଗନା ଓ ଛତିଶଗଡ଼ ମିଜୋରାମରେ ଦେଖିବାକୁ ମିଳିପାରେ ଝୁଲା ସରକାର ଭାରତର ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼,...

ଜି.ଉଦୟଗିରି ଏନଏସି ଅଧ୍ୟକ୍ଷ ଉପନିର୍ବାଚନ ଫଳାଫଳ: ବିଜେଡିର ଦେବସ୍ମିତା ଶତପଥୀ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର (ଏନଏସି) ଅଧ୍ୟକ୍ଷ ଉପନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ଦେବସ୍ମିତା ଶତପଥୀ ବଡ଼ ବ୍ୟବଧାନରେ...