ଆଜି ତେଲେଙ୍ଗାନା ବିଧାନସଭା ନିର୍ବାଚନ, ୧୧୯ଟି ଆସନ ପାଇଁ ଚାଲିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ମତଦାନ ଚାଲିବ। କିନ୍ତୁ ମାଓବାଦୀ ଅଧ୍ୟୁଷିତ ୧୩ଟି ଆସନରେ ଅପରାହ୍ଣ...
ବିଜେଡିରେ ଯୋଗ ଦେଲେ ଭି.କେ ପାଣ୍ଡିଆନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରେ ସାମିଲ ହେଲେ '୫-ଟି' ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ସେ ନବୀନ ନିବସରେ...
ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୧ରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିଲା। କିନ୍ତୁ ୨୬ଟି କାର୍ଯ୍ୟ ଦିବସ ଥାଇ...
ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ନିଷ୍ପତ୍ତିର ପୁନର୍ବିଚାର ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ନିଷ୍ପତ୍ତିର ପୁନର୍ବିଚାର ହେବ। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ...
ଓଡ଼ିଶାରେ ୫ ବର୍ଷରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୫,୯୩୪ ଜଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି। ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଗତ ୫ ବର୍ଷ ମଧ୍ୟରେ ୨୫,୯୩୪ ଜଣଙ୍କର ଜୀବନ ଯାଇଛି। ଦୁର୍ଘଟଣାରେ ୫୧ ହଜାର...
ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ଚାଲିପାରୁନି ବିଧାନସଭା ଗୃହକାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଗେଇ ପାରୁନି ବିଧାନସଭା ଶୀତ ଅଧିବେଶନ। ବିଧାନସଭା ଶୀତ ଅଧିବେଶନର ଗୁରୁବାର ହେଉଛି ତୃତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ଜୋରଦାର ହଙ୍ଗାମା କରିବା...
ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସର୍ବଦଳୀୟ ବୈଠକ...
ସାଲୁଗା ପ୍ରଧାନ ହେଲେ ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଲୁଗା ପ୍ରଧାନ ଓଡ଼ିଶା ବିଧାନସଭାର ନୂତନ ଉପବାଚସ୍ପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚତନ ହୋଇଛନ୍ତି। ମଙ୍ଗଳବାର ଦିନ ବିଧାନସଭାର ଷୋଡ଼ଶ ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସକାଳ ୯ଟା ୩୦ରେ ଉପବାଚସ୍ପତି...
ଆରମ୍ଭ ହେଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ, ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଦିନ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗୃହରେ ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ଆସନ୍ତାକାଲି ଦିନ...
ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂଆ ମୁଖ୍ୟ ପରାମର୍ଶଦାତା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ଵ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର...




















